ଏପ୍ରିଲ ୫ରେ ଜମିବ ଘୋରଡିଆର ପ୍ରସିଦ୍ଧ ଦୟଣାଚୋରୀ ମେଲଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୟଣାଚୋରୀ ପର୍ବ ଅନୁରୁପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଲ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀରାଧାକାନ୍ତ ଦେବ ଓ ଶ୍ରୀଶ୍ରୀ ରାଧାମୋହନ ଦେବଙ୍କ ଐତିହାସିକ ପ୍ରସିଦ୍ଧ ଦୟଣାଚୋରୀ ଯାତ୍ରା ମେଲଣ ଜମାଣ ଉତ୍ସବ ଏପ୍ରିଲ ୫ ଆର୍ଥାତ ଶ୍ରୀ ବିଷ୍ଣୁଦମନକ ଚତୁର୍ଦ୍ଦଶୀ ବୁଧବାର ମଧ୍ୟ ରାତ୍ରରେ ଜମିବ । ଏପ୍ରିଲ ୮ ଶନିବାରରେ ମେଲଣ ଉଦ୍‌ଯାପିତ ହେବ ବୋଲି ମଠ କର୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.

2 × 4 =