Daily Archives

ସାହିତ୍ୟର ସୃଜନଶୀଳ ଚେତନା ଜଗତକୁ ଆଲୋକିତ କରୁଥିବ ସବୁବେଳେ

ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସଂଧ୍ୟାସାଂପ୍ରତିକ ପରିସ୍ଥିତିରେ ପାଠକୀୟ ଅଭିରୂଚି ସଂପର୍କରେ ଆଲୋଚନା ବଲାଙ୍ଗିର, (କେପିଏନ୍‌ଏସ୍‌) : ସରସ୍ଵତୀ, ଶାରଦାଙ୍କ ଆଶୀର୍ବାଦ ସବୁ କାଳରେ ମଣିଷ ସମାଜ ପାଇଁ ରହିଛି । ସେଇ ସୃଜନଶୀଳ ଚେତନା ମଣିଷର ଚେତନାକୁ ଆନ୍ଦୋଳିତ କରେ ।
Read More...

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଦାୟୀ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଳ କୁମାର ଲୋହାନୀଙ୍କୁ ଆଜି ରାଜ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀ ଲୋହନୀ ଆଜି ଅପରାହ୍ଣରେ ‘ ମୁଖ୍ୟ ନିର୍ବାଚନ ଅଧିକାରୀ’ ପଦବୀରୁ ପଦଭାରମୁକ୍ତ
Read More...

ଖପ୍ରାଖୋଲ ଥାନା ଛଞ୍ଚାଣବାହାଲି ଗାଁରେ ସୁନା ଭଳି ପଦାର୍ଥ ବାହାରୁଥିବା ଘଟଣାସ୍ଥଳକୁ ଭୂ-ତତ୍ତ୍ୱ ବିଶେଷଜ୍ଞଙ୍କ…

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଛଞ୍ଚାଣବାହାଲି ଗାଁରେ ଗତ ଚାରି ଦିନ ତଳେ ଏକ ଗଭୀର ନଳକୂପରୁ ସୁନା ଭଳି ପଦାର୍ଥ ବାହାରିବା ନେଇ ଅଞ୍ଚଳରେ ଚର୍ଚ୍ଚା ହୋଇଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ନାନ୍ଦୁପଲା ଗ୍ରାମର ମୋହମ୍ମଦ ଜାବେଦ
Read More...

ତାଳଚେର ବିମଳାଗଡ ରେଳ ପ୍ରକଳ୍ପର ଅହେତୁକ ବିଳମ୍ବ ନେଇ ସଚେତନ ନାଗରିକ ମଞ୍ଚର କ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘ ୬ ଦଶନ୍ଧି ଧରି ଚାଲିଥିବା ତାଳଚେର ବିମଳାଗଡ ରେଳପଥ ନିର୍ମାଣରେ ବହୁ ବିଳମ୍ବ ନେଇ ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି ପି ରାୟ କ୍ଷୋଭ ପ୍ରକାଶ କରିଛନ୍ତି । ଦେବଗଡ ଜିଲ୍ଲାର ତୃଟିପୂର୍ଣ୍ଣ ଜମିଜମା ରେକର୍ଡ ଏଦିଗରେ ବାଧକ ସାଜିଥିବା ଜଣାପଡ଼ିଛି
Read More...

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତୀୟ ବନଛୋରଙ୍କ ତତ୍ୱାବଧାନରେ କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା) ଗ୍ରାମର
Read More...

ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ : ବିଶ୍ୱଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଆଜି ମଙ୍ଗଳବାର ଦିନ ବିଶ୍ୱଶାନ୍ତି ପାଇଁ ଚୈତ୍ର ପର୍ବ ପାଳିତ ହୋଇଯାଇଛି । ସକାଳୁ ମନ୍ଦିରରେ ଭକ୍ତମାନଙ୍କ ମାତା ଦର୍ଶନ ପାଇଁ ପ୍ରବଳ ଗହଳି ଲାଗିଥିଲା । ପରେ ମନ୍ଦିର ପରିସରରେ ବଳି ପୀଠରେ ମାନସିକଧାରୀମାନେ ପଶୁବଳି ଅର୍ପଣ
Read More...

ବିଲେଇସର୍ଡା ଗ୍ରାମରେ ବିମଲେଇ ମହୋତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଲେଇସର୍ଡା ଗ୍ରାମର ମିନି ଷ୍ଟାଡିୟମଠାରେ ବିଗତ ତିନି ଦିନ ଧରି ଚାଲିଥିବା ପ୍ରଥମ ବିମଲେଇ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବିମଲେଇ ମହୋତ୍ସବର ସଭାପତି ଭରତ ଭୂଷଣ ପ୍ରଧାନ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ
Read More...

ରାଜ୍ୟରେ ମଜବୁତ ହେଉଛି ବଲାଙ୍ଗିରର କ୍ରାଇମ ସିଟି ଟ୍ୟାଗ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : କାଁ ଭାଁ ଦୁର୍ଘଟଣା ଆଉ ସାମନ୍ୟ ଗୋଳମାଳ ଆଉ ବଲାଙ୍ଗିର ସହରର ପହଚାନ ହୋଇ ରହି ନାହିଁ । ବିଗତ ଦିନରେ ବିଭତ୍ସ ହତ୍ୟାକାଣ୍ଡ, ନିଶା ଓ କାଠ ମାଫିଆକୁ ନେଇ ସାରା ରାଜ୍ୟରେ ବଲାଙ୍ଗିରକୁ କ୍ରାଇମ ସିଟିର ଆଖ୍ୟା ମିଳିଥିବା ବେଳେ ବିଗତ ଦିନର ସାର୍ଟିଫିକେର୍ଟ
Read More...

ଆର୍ଟ ଅଫ ଲିଭିଙ୍ଗ୍‌ର ହାପିନେସ କୋର୍ସ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଶ୍ରୀ ରବିଶଙ୍କରଜୀଙ୍କ ଦ୍ୱାରା ସ୍ଥାପିତ ଆର୍ଟ ଅଫ ଲିଭିଙ୍ଗ୍ ଦ୍ୱାରା ଚାଲିଥିବା ସପ୍ତାହବ୍ୟାପୀ ହାପିନେସ କୋର୍ସ ସେକ୍ଟର ୧ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାଳୟଠାରେ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୫ଜଣ ପ୍ରଶିକ୍ଷାର୍ଥୀ
Read More...

ଗରିବ ମେଧାବୀ ଛାତ୍ରଙ୍କୁ ‘ମୂରଲୀଧର ପୁରୋହିତ ସ୍ମାରକୀ ପୁରସ୍କାର’ ପ୍ରଦାନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ପାଟଣାଗଡ଼ ଉପଖଣ୍ଡ ସ୍ଥିତ ଘସିଏନ ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଘସିଏନରେ 'ମୂରଲୀଧର ପୁରୋହିତ ସ୍ମାରକୀ ପୁରସ୍କାର' ପ୍ରଦାନ କରାଯାଇଛି । ଏହାର ଆର୍ଥିକ ରାଶି ସ୍କୁଲର ଅଧ୍ୟକ୍ଷ ମହାଦେବ ମେହେର ଯୁକ୍ତ୨ର ଛାତ୍ର ବିଜୟ କୁମାର ଭୋଇଙ୍କୁ ଚେକ୍‌
Read More...