Daily Archives

ପ୍ରବଳ ବର୍ଷାରେ ବଲାଙ୍ଗିରର ହାତିଶାଲପଡା ଓମେନ୍ସ କଲେଜ ରାସ୍ତାରେ ପଡିଲା ଗଛ : ଯାତାୟତ ଠପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଆଜି ବଲାଙ୍ଗିର ସହରରେ ପ୍ରବଳ ବର୍ଷା ସହ କୁଆ ପଥର ମାଡ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ପ୍ରବଳ ବର୍ଷାରେ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ କୁଆପଥର ମାଡ ସହ ହାତିଶାଲପଡା ଓମେନ୍ସ କଲେଜ
Read More...

ବରିଷ୍ଠ ଆଇନଜୀବୀ ଲଳିତ ପ୍ରହରାଜଙ୍କ ପରଲୋକ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରର ବରିଷ୍ଠ ଆଇନଜୀବୀ ଲଳିତ ପ୍ରହରାଜଙ୍କ ଆଜି ତଳସାଗରପଡା ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ସେ ଜଣେ ବିଜ୍ଞ ବ୍ୟକ୍ତି ତଥା ଆଇନ ବିଶାରଦ ଥିଲେ । ମ. ରାମପୁର ଓକିଲ ସଂଘର
Read More...

ସରପଞ୍ଚ ଅଯୋଗ୍ୟ ଘୋଷିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସୁନାରିସିକୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଭୋଲେଶ୍ୱରୀ ଦାସଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବା ଜଣାପଡିଛି । । ସୂଚନା ଅନୁସାରେ ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମୟରେ ସୁନାରିସିକୁଆ ଗ୍ରାମ ମପଞ୍ଚାୟତରେ ପାଞ୍ଚ ଜଣ
Read More...

ଆକସ୍ମିକ ଝଡ ତୋଫାନ ବିଗାଡି ଦେଲା ବଲାଙ୍ଗିର ପୁସ୍ତକ ମେଳା ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୨ ତାରିଖରୁ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁସ୍ତକ ମେଳା ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ବଡ ଜୋରସୋରରେ ଚାଲିଥିଲା ଷ୍ଟଲ ନିର୍ମାଣ କାମ । ଅଥଚ ଆଜି ଅପରାହ୍ଣରେ ଆକସ୍ମିକ ଝଡ ତୋଫାନ ଯୋଗୁଁ ସବୁକିଛି ଛିନ୍‌ଛତର୍‌
Read More...

ବଲାଙ୍ଗିର ସଦର ଥାନାରେ ହେବ ୬୩ ଗୋଟି ଦାବିହୀନ ଗାଡ଼ି ନିଲାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୦୨୧ ମସିହା ଜୁନ୍‌ ମାସ ୫ ତାରିଖ ପୂର୍ବରୁ ୬୩ ଗୋଟି ଦାବିହୀନ ମୋଟର ସାଇକେଲ ଜବତ ହୋଇ ବଲାଙ୍ଗିର ସଦର ଥାନା ପ୍ରାଙ୍ଗଣରେ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ମୋଟର ସାଇକେଲ ଗୁଡ଼ିକର କୌଣସି ଦାବିଦାର ଆସି ନଥିବାରୁ ଏସ୍‌ଡିଏମ୍‌, ବଲାଙ୍ଗିରଙ୍କ ଆଦେଶ
Read More...

ବାଡିରୁ ମହିଳାଙ୍କୁ ଝାମ୍ପି ନେଲା ମହାବଳ : ଆତଙ୍କିତ ଗାଁ ଲୋକ

ନୂଆପଡ଼ା, (ନିରାକାର ମେହେର) : ବାଡ଼ିକୁ ଜାଳେଣି କାଠ ଆଣିବାକୁ ଯାଇଥିଲେ, ବୃଦ୍ଧାଙ୍କୁ ଟାଣିନେଇ ଖାଇଗଲା ମହାବଳ ବାଘ । ସୁନାବେଡ଼ା ଅଭୟାରଣ୍ୟ ଅଧିନ ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ମହାବଳ ବାଘ ଟାଣି ନେଇ ଖାଇଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
Read More...

ପାଟଣାଗଡ଼ରେ ୭୩ଟି ଦାବିହୀନ ମୋଟର ସାଇକେଲ୍‌ ହେବ ନିଲାମ

ପାଟଣାଗଡ଼, (ସଦାଶିବ ସରାଫ) : ଗତ ୨୦୨୧ ମସିହା ଜୁନ୍‌ ମାସ ୫ ତାରିଖ ପୂର୍ବରୁ ୭୩ଟି ଦାବିହୀନ ମୋଟର ସାଇକେଲ ଜବତ ହୋଇ ପାଟଣାଗଡ଼ ଥାନା ପ୍ରାଙ୍ଗଣରେ ରହିଥିବା ବେଳେ ଆଜି ପର୍ୟ୍ୟନ୍ତ ଏହି ମୋଟର ସାଇକେଲ୍‌ ଗୁଡ଼ିକର କୌଣସି ଦାବିଦାର ଆସି ନଥିବାରୁ ଏସ୍‌ଡିଏମ୍‌, ପାଟଣାଗଡ଼ଙ୍କ ଆଦେଶ ମୁତାବକ
Read More...

ବିନିକା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୩୭ ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ
Read More...

ଟିଟିଲାଗଡରେ ହେଲା ପ୍ରବଳ ବର୍ଷା ସହ କୁଆପଥର ମାଡ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡରେ ହେଲା ପ୍ରବଳ ବର୍ଷା ସହ କୁଆପଥର ମାଡ । ସିରଭଟାପଡ଼ାର ରେଲୱେ କର୍ମଚାରୀଙ୍କ କାର ଉପରେ ଗଛ ପଡ଼ି ଭାଙ୍ଗିଲା କାଚ । କିଛି ଦିନ ହେବ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମା ଝଡର ସୂଚନା ଦିଆଯାଇଥିବେ ବେଳେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଥିଲା
Read More...

ବିନା ସୂଚନା ଫଳକରେ ଚାଲିଛି ଗ୍ରାମ୍ୟ ଉନ୍ନୟନ ବିଭାଗର କୋଟିକୋଟି ଟଂକାର କାମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର ଉନ୍ନୟନମୂଳକ କାମ, ତା' ପୁଣି ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ । ଏଭଳି ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରା-କେଉଁଟିପାଲି ରାସ୍ତାରେ । ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ନିର୍ମାଣ
Read More...