Daily Archives

ଲୋଇସିଂହା କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜେଡିରେ ସାମିଲକୁ ନେଇ ସାମ୍ବାଦିକ ସମ୍ମିଳନୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜେଡିରେ ସାମିଲକୁ ନେଇ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ସାଧାରଣ ନିର୍ବାଚନର ଲୋଇସିଂହା ବିଧାୟକ କଂଗ୍ରେସ ପ୍ରାର୍ଥୀ ନବ କିଶୋର ନାଏକ ପରାଜିତ ସତ୍ୱେ କଂଗ୍ରେସ
Read More...

ବଡମାଳରେ ଆଇଏନଟିୟୁସିର ଜିଲ୍ଲାସ୍ତରୀୟ ବୈଠକ

ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀଙ୍କ ପୁରୁଣା ପେନସନ୍‌ ନୀତି ଦାବୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଡମାଳ ଗୋଲାବାରୁଦ କାରଖାନାର ବହୁମୁଖୀ ସଭାଗୃହଠାରେ ଆଇଏନଟିୟୁସି ଟ୍ରେଡୁନିୟନର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇଏନଟିୟୁସିର ଜିଲ୍ଲା
Read More...

ପ୍ରଶାନ୍ତି ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ଖସିପଡ଼ିଥିବା ବ୍ୟକ୍ତି ଏବେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଶାନ୍ତି ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ଗତକାଲି ରାତ୍ରରେ ଜଗତସିଂହପୁର ଜିଲ୍ଲାର ହାଜିପୁର ଗ୍ରାମର ଜଣେ ବ୍ୟକ୍ତି ଛତ୍ରପୁର ରେଳଷ୍ଟେସନ ନିକଟରେ ଖସିପଡ଼ିଥିବା ବେଳେ ତାଙ୍କ ଗୋଡ଼ରେ ସାଙ୍ଘାତିକ ଆଘାତ ଲାଗି ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ଛତ୍ରପୁର
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ଫୁଲବାଣୀ : ସଦର ଥାନା ନିକଟ ବିଶିପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ ଧକ୍କାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରବିବାର ଅପରାହ୍ନରେ ସଦର ଥାନା ଅନ୍ତର୍ଗତ କେଣ୍ଡ୍ରିଗୁଡ଼ା ଗ୍ରାମର ୭୦
Read More...

ଆଗଲପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘର ହିଁ ବିଦ୍ୟାଳୟର ୨ୟ ପର୍ଯ୍ୟାୟ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ପ୍ରାରମ୍ଭ, ଶିଶୁ ବୋଧ ଓ ନୂତନ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ଶିଶୁଙ୍କ ପିତାମାତାଙ୍କୁ ନେଇ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ବେଆଇନ ବାଲି ବୋଝେଇ ହାଇୱା ଜବତ

ପୁରୁଣାକଟକ : ବୌଦ୍ଧ ପରିବହନ ବିଭାଗ ଦ୍ୱାରା ଚାରିଛକଠାରେ ବେଆଇନ ଭାବେ ଯାଉଥିବା ୨ଟି ବାଲି ବୋଝେଇ ହାଇୱାକୁ ଜବତ କରି ପୁରୁଣାକଟକ ପୁଲିସର ଜିମା ଦେଇଛି । ଗାଡିର କାଗଜପତ୍ର ଠିକ୍‌ ନଥିବା ସହ ବାଲି ଓଭରଲୋଡିଂ କରି ହାଇୱା (ନଂ ଓଡି-୧୨ଏ-୮୯୭୨) ଏବଂ (ନଂ ଓଡି-୧୨ଡି-୭୨୩୧) ହରଭଙ୍ଗାରୁ
Read More...

ବେଆଇନ କଳା ପଥର ଖାଦାନରେ ବନ ବିଭାଗ ପକ୍ଷରୁ ଚଢ଼ାଉ, ପଥର ବୋଝେଇ ଟ୍ରାକ୍ଟର ଜବତ

ଖୁଣ୍ଟା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଚାଲିଥିବା ବେଆଇନ କଳା ପଥର ଖାଦାନରେ ଗତକାଲି ବନବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ପଥର ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିବା ଜଣାପଡିଛି । ବାରିପଦା ବନଖଣ୍ଡ ଅନ୍ତର୍ଗତ ପିଠାବଟା ବନାଞ୍ଚଳ ଅଧିନସ୍ଥ ଡିଗିଡିଗା ଫରେଷ୍ଟ
Read More...

ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ପାଳିତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ବକ୍ତୃତାମାଳାର ଷଷ୍ଠ ସ୍ତବକ ପୁରୀର ଗାନ୍ଧୀ ସ୍ମୃତିପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ରଚିତ
Read More...

୮ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲା ପୁଲିସ, ୨ ଗିରଫ

ଗୋଛାପଡା : ଫିରିଙ୍ଗିଆ ଓ ଗୋଚ୍ଛାପଡା ପୁଲିସ ଜବତ କରିଛନ୍ତି ୮ କ୍ୱିଣ୍ଟାଲରୁ ଅଧିକ ଚୋରା ଗଞ୍ଜେଇ । ସୂଚନା ଅନୁଯାୟୀ, ଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ମହଜୁଦ ରଖାଯାଇଥିବା ଖବର ପାଇ ଗୋଛାପଡ଼ା ପୁଲିସ କଟ୍ରିଙ୍ଗିଆ ପଞ୍ଚାୟତ ଡୁମ୍ବେରିକ୍ଷେତ ଗ୍ରାମର କାର୍ତ୍ତିକେଶ୍ୱର ଦିଗାଲଙ୍କ ଘରେ
Read More...

ପଶ୍ଚିମା ଝଡ଼ରେ ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ ଗ୍ରାମରେ ପହଞ୍ଚିଲା ପ୍ରଶାସନ

କାଶୀପୁର : ପଶ୍ଚିମା ଝଡ଼ର ପ୍ରଭାବରେ କୁଆ ପଥର ବର୍ଷା ଯୋଗୁଁ କାଶୀପୁର ବ୍ଲକର ପଣସ ଗୁଡ଼ା, କଞ୍ଜକଣା, ଲିମାଡୋର, ଡ଼ି କରଳ, ଡ଼ଙ୍ଗାସିଲ, କମ୍ପର, ରଞ୍ଜୁଗୁଡା ଭଳି ବହୁ ଗ୍ରାମରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । ଏପିରିକି ଶତାଧିକ ଘରର ଛାତ ନଷ୍ଟ ହୋଇଛି । ରବିବାର ବ୍ଲକ ପ୍ରଶାସନ
Read More...