pakka

ପଶ୍ଚିମା ଝଡ଼ରେ ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ ଗ୍ରାମରେ ପହଞ୍ଚିଲା ପ୍ରଶାସନ

bbehera

କାଶୀପୁର : ପଶ୍ଚିମା ଝଡ଼ର ପ୍ରଭାବରେ କୁଆ ପଥର ବର୍ଷା ଯୋଗୁଁ କାଶୀପୁର ବ୍ଲକର ପଣସ ଗୁଡ଼ା, କଞ୍ଜକଣା, ଲିମାଡୋର, ଡ଼ି କରଳ, ଡ଼ଙ୍ଗାସିଲ, କମ୍ପର, ରଞ୍ଜୁଗୁଡା ଭଳି ବହୁ ଗ୍ରାମରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । ଏପିରିକି ଶତାଧିକ ଘରର ଛାତ ନଷ୍ଟ ହୋଇଛି । ରବିବାର ବ୍ଲକ ପ୍ରଶାସନ ପକ୍ଷରୁ ଆର ଆଇଙ୍କ ସହିତ ଅନ୍ୟ ଅଧିକାରୀମାନେ ପ୍ରଭାବିତ ଗ୍ରାମକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

seventeen − 13 =

error: Content is protected !!