Browsing Tag

kasipur news

ମୃତକ ପରିବାରକୁ ଆଦିବାସୀ ସମାଜର ସହାୟତା

କାଶୀପୁର : ମୃତକ ପରିବାରକୁ ଆର୍ଥିକ ସହାୟତା ଦେଲେ ଆଦିବାସୀ ସମାଜର କାର୍ଯ୍ୟକର୍ତ୍ତା । କାଶୀପୁର ବ୍ଲକ ଆଦିବାସୀ ସମାଜର କାର୍ଯ୍ୟକର୍ତ୍ତାମାନେ ଆଜି ଘୁମୁଣ୍ଡି ମାଣ୍ଡିଗ୍ରାମକୁ ଯାଇ ମୃତକଙ୍କ ପରିବାରକୁ ରାସନ ସାମଗ୍ରୀ ଦେବା ସହ ଆର୍ଥିକ ସହାୟତା କରିଛନ୍ତି । ଗୋରଖପୁର ପଞ୍ଚାୟତ
Read More...

ସାପ କାମୁଡ଼ାରେ ପ୍ରାଣ ହରାଇଥିବା ପରିବାରକୁ ସହାୟତାର ହାତ ବଢାଇଲା ବିଜେଡ଼ି

କାଶୀପୁର : କାଶୀପୁର ବ୍ଲକ ସିପିଯୋଡି ଗ୍ରାମରେ ସାପ କାମୁଡାରେ କୈଳାସ ବିଶିଙ୍କ ପତ୍ନୀ ବୃନ୍ଦା ବିଶି ଏବଂ ୧୧ ବର୍ଷର ପୁଅ ବିଜୟଙ୍କ ମୃତ୍ୟୁ ହୋଇଥିଲା । ଗୁରୁବାର ରାତିରେ ମାଆ ଓ ପୁଅ ଶୋଇଥିବା ବେଳେ ଉଭୟଙ୍କୁ ସାପ କାମୁଡ଼ିଥିଲା । ମୃତକଙ୍କ ଦଶାହ କାର୍ଯ୍ୟ ଅବସରରେ ବିଜେଡି ନେତାମାନେ
Read More...

ପଶ୍ଚିମା ଝଡ଼ରେ ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ ଗ୍ରାମରେ ପହଞ୍ଚିଲା ପ୍ରଶାସନ

କାଶୀପୁର : ପଶ୍ଚିମା ଝଡ଼ର ପ୍ରଭାବରେ କୁଆ ପଥର ବର୍ଷା ଯୋଗୁଁ କାଶୀପୁର ବ୍ଲକର ପଣସ ଗୁଡ଼ା, କଞ୍ଜକଣା, ଲିମାଡୋର, ଡ଼ି କରଳ, ଡ଼ଙ୍ଗାସିଲ, କମ୍ପର, ରଞ୍ଜୁଗୁଡା ଭଳି ବହୁ ଗ୍ରାମରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । ଏପିରିକି ଶତାଧିକ ଘରର ଛାତ ନଷ୍ଟ ହୋଇଛି । ରବିବାର ବ୍ଲକ ପ୍ରଶାସନ
Read More...

କୁଆପଥର ମାଡ଼ରେ ଭାଙ୍ଗିଲା ଘର

କାଶୀପୁର : କାଶୀପୁର ବ୍ଲକରେ କୁଆ ପଥର ବର୍ଷା ଏବଂ ବଜ୍ରପାତରେ ବହୁ ଘର ଓ ଫସଲ ନଷ୍ଟ ହୋଇଛି । ପବନରରେ ବହୁ ଘରର ଆଜବେଷ୍ଟସ ଉଡିଯାଇଛି । ସେହିପରି ବ୍ରଜପାତରେ ଗାଈଗୋରୁ ମୃତ୍ୟୁ ଘଟିଛି । ପଣଷ ଗୁଡା, କଞ୍ଜାକଣା, ଡି. କରଳ ଗ୍ରାମରେ ଘର ଗୁଡିକରେ ବର୍ଷା ପାଣି ପଶି ବହୁ ଆସବାବପତ୍ର
Read More...

ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

କାଶୀପୁର : କାଶୀପୁର ବ୍ଲକ ମାଣ୍ଡି ବିଶି ପଞ୍ଚାୟତ ଅନ୍ତର୍ଗତ କଳା ଗାଁ ରାସ୍ତାର ଧାଙ୍ଗଡ଼ିଦର ଗାଁ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି । ଶନିବାର ସନ୍ଧ୍ୟାରେ ଏକ ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ଡ଼ିମିରିଭଟା ଗ୍ରାମର ଗୋବିନ୍ଦ ମାଝୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି
Read More...

ଅଟୋ ସହ କାଠପଟା ଜବତ : ଦୁଇ ଅଭିଯୁକ୍ତ ଗିରଫ

କାଶୀପୁର : କାଶୀପୁର ବ୍ଲକ ଟିକିରି ବନାଞ୍ଚଳର ମୋବାଇଲ ସ୍କ୍ୱାର୍ଡ କାଠପଟା ଚୋରା ଚାଲାଣ କରୁଥିବା ଏକ ଅଟୋକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଟିକିରି ବନାଞ୍ଚଳ ଅଧିକାରୀ ଦିବ୍ୟା ମାଧୁରୀ ସେଠୀଙ୍କ ନିର୍ଦ୍ଦେଶରେ ବନ ବିଭାଗର ଡମ୍ବୁରୁଧର ସେନାପତି, ଗୌତମ କୁମାର
Read More...

ବିଜେଡ଼ିରେ ମିଶିଲେ କୋଡ଼ିପାରି ସମିତି ସଭ୍ୟାଙ୍କ ସହ ଶତାଧିକ ସମର୍ଥକ

କାଶୀପୁର : କାଶୀପୁର ବ୍ଲକ କୋଡ଼ିପାରି ସମିତି ସଭ୍ୟା ମନସ୍ୱିନୀ ବିଡିକା ନିଜର ଶତାଧିକ ସମର୍ଥକଙ୍କ ସହିତ ବିଜେଡ଼ିରେ ଯୋଗ ଦେଇଥିବାର ଜଣାଯାଇଛି । ଯୁବ ବିଜେଡ଼ିର ଜିଲ୍ଲା ସମ୍ପାଦକ ହର ପ୍ରସାଦ ନାୟକଙ୍କ ନେତୃତ୍ୱରେ ସମିତି ସଭ୍ୟା ଏବଂ ତାଙ୍କ ସମର୍ଥକ ମାନେ ପୂର୍ବତନ ଲୋକସଭା ସାଂସଦ ତଥା
Read More...

ବିଦେଶୀ ମଦ ଚୋରା ଚାଲାଣ ଅଭିଯୋଗରେ ଦୁଇ ଗିରଫ

କାଶୀପୁର : କାଶୀପୁର ଥାନା ପୁଲିସ ଗତକାଲି ବିଦେଶୀ ମଦ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣକୁ ଗିରଫ କରିବା ସହ ବାଇକ୍‌ ଓ ୪୩ ଲିଟର ବିଦେଶୀ ମଦ ଜବତ କରିଥିବା ଜଣାପଡିଛି । ଥାନା ଅଧିକାରୀ ପଦ୍ମା ମୁଥୁଙ୍କ ନିର୍ଦ୍ଦେଶରେ ଏସଆଇ ଗାୟତ୍ରୀ ବୁରୁଦା ଏବଂ ପୁଲିସ ସ୍କୋୱାର୍ଡ଼ ବ୍ଲକ କଲୋନୀ ଛକରେ
Read More...