Daily Archives

ମ୍ୟୁଜିକ ସର୍କଲ ରାଉରକେଲା ସାଂସ୍କୃତିକ ପରିମଣ୍ଡଳର ପ୍ରାଣକେନ୍ଦ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ ସର୍କଲର ବସନ୍ତ ସମାରୋହର ଦ୍ୱିତୀୟ ସନ୍ଧ୍ୟାକୁ ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କାରଖାନାର ସମାଜ ମଙ୍ଗଳ ବିଭାଗର ମହାପ୍ରବନ୍ଧକ ବିଜୟ କୁମାର ରାଉତ, ଉପଦେଷ୍ଟା ଭବେଶ ଚନ୍ଦ୍ର ସାହୁ ଏବଂ ସମ୍ମାନିତ ଅତିଥି ଗଣେଶ ପ୍ରସାଦ ବାଗେଡିଆ ଯୋଗ ଦେଇ ପ୍ରଦୀପ
Read More...

ରାଜ୍ୟରେ ଆଉ ଦୁଇଦିନ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ଆଉ ଦୁଇ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ସୋମବାର ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡିରେ ବି ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର
Read More...

ଆଜି ଅପରାହ୍ନରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ସୋମବାର ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଅପରାହ୍ନ ୫ଟାରୁ ରାତି ୧୦ଟା ମହାପ୍ରଭୁଙ୍କ ଦର୍ଶନ ମନା ବୋଲିି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଠାକୁରଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତିପରେ ଏହି ସ୍ୱତନ୍ତ୍ର ବିଧି ଅନୁଷ୍ଠିତ ହେବ । ଏହି ସମୟରେ ଠାକୁରଙ୍କ ଦର୍ଶନ
Read More...

କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ ସହ ୩ ଗିରଫ

ବୌଦ୍ଧ : ବୌଦ୍ଧ ବନ ବିଭାଗ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରି ଏକ କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ କରିଥିବା ଜଣାପଡିଛି । ଏହା ସହ ତିନି ଜଣକୁ ଗିରଫ କରିଛି ବନ ବିଭାଗ । ସୂଚନାନୁଯାୟୀ, କଣ୍ଟାମାଳ ରେଞ୍ଜ୍ ଖୁଣ୍ଟିଗୋରାଠାରେ କାଠ ଚାଲାଣ ହେଉଥିବା ନେଇ ବୌଦ୍ଧ ବନଖଣ୍ଡ ଅଧିକାରୀ
Read More...

ମା’ ରାମଚଣ୍ଡୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ ଗଞ୍ଜାମ ଗସ୍ତରେ ଆସିଛନ୍ତି । ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ପୀଠରେ ପଦାର୍ପଣ କରିଛନ୍ତି । ସେଠାରୁ ମନ୍ଦିର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସଚିବ
Read More...

ଆଜି ବିଶ୍ୱ ଘରଚଟିଆ ଦିବସ

ଭୁବନେଶ୍ୱର : ସାରା ବିଶ୍ୱରେ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଏ । ୨୦୧୦ରେ ପ୍ରଥମେ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା । କ୍ରମେ ବିଲୁପ୍ତ ହୋଇଯାଉଥିବା ଘରଚଟିଆକୁ ବଞ୍ଚାଇବା ଉଦ୍ଦେଶ୍ୟରେ ଏହି ଦିନ ସଚେତନତା ବଣ୍ଟାଯାଇଥାଏ । ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯିବା
Read More...

ପୁରୀ ବେଳାଭୂମିରେ ବିଶ୍ୱ ପଖାଳ ଦିବସର ଶୁଭେଚ୍ଛାର ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ପୁରୀ ବେଳାଭୂମିରେ ବିଶ୍ୱ ପଖାଳ ଦିବସର ଶୁଭେଚ୍ଛାର ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଳୁକାକଳାରେ ନିର୍ମାଣ ଓଡିଆଙ୍କ ପଖାଳ କଂସା । ଖାଣ୍ଟି ଓଡିଆ ବ୍ୟଞ୍ଜନ ପଖାଳ ଆମର ମଧୁର ପରିଚୟ ହୋଇସାରିଛି । ଏଥିପାଇଁ ବାଲିରେ ସଜା ହେଲା ସଜ ଓ ଦହି ପଖାଳର ଦୁଇଟି ପଖାଳ
Read More...

ବଲାଙ୍ଗିର ଲୋକସଭା ସାଂସଦଙ୍କ ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଖପ୍ରାଖୋଲ ବ୍ଲକର ବିଭିନ୍ନ ଗାଁକୁ ଶନିବାର ଓ ରବିବାର ଦୁଇଦିନିଆ ଗସ୍ତ କରିଥିଲେ । ଗସ୍ତ ଅବସରରେ ବ୍ଲକର ବିଭିନ୍ନ ଗାଁମାନଙ୍କରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିବା ବେଳେ ପଥପ୍ରାନ୍ତ ସଭାମାନଙ୍କରେ ଲୋକଙ୍କ
Read More...

ସୁନାଫୁଲ ସାହିତ୍ୟ ସଂସଦର ବସନ୍ତ କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ବସନ୍ତ ଏକ ଋତୁ ନୁହେଁ, ଏହା ପ୍ରେମ ପ୍ରଣୟର ଋତୁଟିଏ, ଉତ୍ସାହ ଉଦ୍ଦୀପନାର ଋତୁଟିଏ, ଜୀବନକୁ ରଙ୍ଗମୟ ଆଉ ସ୍ୱପ୍ନମୟ କରୁଥିବା ଋତୁଟିଏ । କବିମାନଙ୍କ ପାଇଁ ଖାସ୍ ବସନ୍ତ ଋତୁ ହିଁ ମରୁଭୂମିରେ ମରୁଝର ପରି ପ୍ରତୀୟମାନ ହୋଇଥାଏ । ଏହା ଥିଲା ବସନ୍ତ କବିତା
Read More...

ରାଉରକେଲା ବିକାଶ ମଞ୍ଚର କ୍ଷୋଭ ଓ ଚେତାବନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ହକି ବିଶ୍ୱକପ-୨୦୨୩ର ଆୟୋଜନ କରିବା ଦ୍ୱାରା ରାଉରକେଲା ସମଗ୍ର ବିଶ୍ୱରେ ପରିଚୟ ହାସଲ କରି ପାରିଛି, ତଥା ୧୯୬୦ ମସିହାରୁ ଚାଲୁଥିବା ରାଉରକେଲା ଏଆରଷ୍ଟ୍ରିପରୁ ବିମାନ ଚଳାଚଳ ଆରମ୍ଭ ହୋଇଥିବାରୁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାବାସୀ ଆନନ୍ଦ ପ୍ରକାଶ
Read More...
error: Content is protected !!