Daily Archives

ବିଶ୍ୱାତ୍ମ ଚେତନା ପରିଷଦ ବଲାଙ୍ଗିର ଏବଂ ଭଞ୍ଜଭାରତୀ ଭୁବନେଶ୍ୱରର ମିଳିତ ଆୟୋଜନରେ ଦିବ୍ୟ ପ୍ରବଚନ ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱାତ୍ମ ଚେତନା ପରିଷଦ ବଲାଙ୍ଗିର ଏବଂ ଭଞ୍ଜଭାରତୀ ଭୁବନେଶ୍ୱରର ମିଳିତ ଆୟୋଜନରେ ମାର୍ଚ୍ଚ ୧୮ ଓ ୧୯ ଦୁଇଦିନ ବ୍ୟାପି ପରମହଂସ ସ୍ୱାମୀ ଶ୍ରୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀଙ୍କ ଦିବ୍ୟ ପ୍ରବଚନ ସ୍ଥାନୀୟ ଜୟଦେବ ଭବନ ସମ୍ମେଳନ କକ୍ଷରେ ଆୟୋଜିତ ହୋଇଯାଇଛି ।…
Read More...

ଦେଓଗାଁ ବ୍ଲକ ଆଞ୍ଚଳିକ କୈବର୍ତ୍ତ ସମାଜର ନୂତନ କର୍ମକର୍ତ୍ତା ଗଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ନିଶିଗୁଡ଼ିଠାରେ ଦେଓଗାଁ ବ୍ଲକ ଆଞ୍ଚଳିକ କୈବର୍ତ୍ତ ସମାଜର ନୂତନ କର୍ମକର୍ତ୍ତା ଗଠିତ ହୋଇଯାଇଛି । ରୁଦ୍ରକଳା ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଭାପତି ଭାବେ ପର୍ଶୁରାମ ସେଠ, ସମ୍ପାଦକ ଭାବେ ପ୍ରଶାନ୍ତ ପତ୍ରୀମାଳୀ…
Read More...