Daily Archives

ମୋଦୀ ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ୫ ଅପ୍ରେଲ ଦିଲ୍ଲୀ ଅଭିଯାନକୁ ସଫଳ କରିବା ପାଇଁ ମିଳିତ କନ୍‌ଭେନ୍‌ସନ୍‌

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ବିଜେପି ନେତୃତ୍ଵାଧୀନ ମୋଦୀ ସରକାରଙ୍କ ଜନ ବିରୋଧୀ, ଶ୍ରମିକ, କୃଷକ ତଥା ଦେଶ ବିରୋଧୀ ନୀତି ବିରୁଦ୍ଧରେ ସିଆଇଟିୟୁ, ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ କ୍ଷେତ ମଜଦୁର ୟୁନିୟନ ଡାକରାରେ ୫ ଅପ୍ରେଲ ଦିଲ୍ଲୀ ଅଭିଯାନ ସଫଳ କରିବା ସହିତ ଦେଶର
Read More...

ଏକତା ଗୃପର ଆନ୍ତର୍ଜାତିକ ମହିଳା ଦିବସ ଓ ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ସଂଗଠନ ଏକତା ଗୃପ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଓ ମହିଳାଙ୍କ ଗର୍ଭାଶୟ ଜନିତ ଚିକିତ୍ସା ଶିବିର ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକତା ଗୃପର ସଭାପତି ବସୁମତି ମହାନ୍ତିଙ୍କ ସଭାପତିତ୍ବ ଓ ସଂପାଦିକା ଅଂଶୁପା ଦଳେଇଙ୍କ
Read More...

ଡେଲାଙ୍ଗ ବେରବୋଇ ମାଟି ଭୁଲିନି ଗାନ୍ଧୀଙ୍କ ପଦ ଚିହ୍ନକୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଡେଲାଙ୍ଗ ବେରବୋଇରେ ଜାତିର ଜନକ ମହାତ୍ମା ଗାନ୍ଧୀ ୧୯୩୮ ମସିହା ମାର୍ଚ୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ଦୀର୍ଘ ସାତଦିନ ଧରି ସପତ୍ନୀ, ସପୁତ୍ର, ପୁତ୍ରବଧୂ ମହାନ୍ ସ୍ଵାଧୀନତା ସଂଗ୍ରାମୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଆଚାର୍ଯ୍ୟ କୃପାଳିନୀ,
Read More...

ଜେବିବିଏସ୍‌ଏନ୍‌ରେ ଆନ୍ତର୍ଜାତୀୟ ଡାଉନ୍ ସିଣ୍ଡ୍ରୋମ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷ୍ୟା ନିକେତନ ସ୍ଵତନ୍ତ୍ର ତାଲିମ କେନ୍ଦ୍ରରେ ମଙ୍ଗଳବାର ଦିନ ଆନ୍ତର୍ଜାତୀୟ ଡାଉନ୍ ସିଣ୍ଡ୍ରୋମ ଦିବସ ପାଳନ ହୋଇଯାଇଛି । ଅଧ୍ୟକ୍ଷ ଡ. ସୁଧାଂଶୁ ଭୂଷଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା : ଜନ ସାଧାରଣରେ ଅସନ୍ତୋଷ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରୁ କିଛି ଦୂରରେ ଗଢି ଉଠିଥିବା ସାତ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆରମ୍ଭ ହେବା ଦିନଠୁ କିଛିନା କିଛି ଅବ୍ୟବସ୍ଥା ଲାଗି ରହୁଛି । ସରକାରଙ୍କ ତରଫରୁ ସମସ୍ତ ଆନୁଷଙ୍ଗିକ ଉପକରଣ ଯୋଗାଇ ଦେଉଥିଲେ ସୁଦ୍ଧା ବିଭାଗୀୟ କର୍ମଚାରୀଙ୍କ
Read More...

ବସନ୍ତ ସମାରୋହର ତୃତୀୟ ସଂଧ୍ୟା

ମ୍ୟୁଜିକ ସର୍କଲ ରାଉରକେଲାର ସାଂସ୍କୃତିକ ପରିବେଶକୁ ପରିପୃଷ୍ଟ କରିଛି ରାଉରକେଲା, (ସସ୍ମିତା ପ୍ରଧାନ) : ବସନ୍ତ ଏକ ଚେତନା । ଜୀବନକୁ ଆନନ୍ଦମୟ କରିବାର ଏକ ମାଧ୍ୟମ । ମ୍ୟୁଜିକ ସର୍କଲ ରାଉରକେଲାର ସାଂସ୍କୃତିକ ପରିବେଶକୁ ପରିପୃଷ୍ଟ କରିଛି । ମ୍ୟୁଜିକ ସର୍କଲ ଆୟୋଜିତ ବସନ୍ତ ସମାରୋହର
Read More...

ବଙ୍ଗୋମୁଣ୍ଡା ଆମ୍ବେଦକର ଛକରେ ଶୌଚାଳୟ ନିର୍ମାଣ ଦାବୀ ନେଇ ଧାରଣା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଗୋପାଳପୁର - ରାୟପୁର ୫୯ ନଂ ଜାତୀୟ ରାଜପଥର ବଙ୍ଗୋମୁଣ୍ଡା ଆମ୍ବେଦକର ଛକରେ ଏକ ଶୌଚାଳୟ ନିର୍ମାଣ ଦାବୀ ନେଇ ରାସ୍ତା ଉପରେ ଧାରଣା ଦିଆଯାଇଛି । ସ୍ଥାନୀୟ ସାମାଜିକ କର୍ମୀ ଚକ୍ରଧର ଜାନୀଙ୍କ ନେତୃତ୍ଵରେ ସ୍ଥାନୀୟ ଲୋକେ ଆମ୍ବେଦକର ଛକ ଉପରେ ଧାରଣାରେ
Read More...

ବଲାଙ୍ଗିର ସହରର ଡେଲି ମାର୍କେଟଠାରେ ବାଇକ୍ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆପଣ ଡେଲି ମାର୍କେଟକୁ ବଜାର କରିବା ପାଇଁ ଆସୁଛନ୍ତି କି ? ଯଦି ଆସୁଛନ୍ତି ତା'ହେଲେ ହୋଇଯାଆନ୍ତୁ ସାବଧାନ । ଡେଲି ମାର୍କେଟକୁ ବଜାର କରିବା ପାଇଁ ଆସି ଆଜି ଜଣେ ବ୍ୟକ୍ତି ତାଙ୍କ ବାଇକ୍‌ ହଜି ଯାଇଥିବା ନେଇ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି
Read More...

ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ଭିଜନ ୨୦୩୬ ଆଲୋଚନାଚକ୍ର

ପ୍ରଥମ ବିଶ୍ୱ ଓଡ଼ିଆ ସ୍ଵାଭିମାନ ସମ୍ମିଳନୀ ଆୟୋଜନ ନେଇ ଆଲୋଚନା ରାଉରକେଲା, (ସସ୍ମିତା ପ୍ରଧାନ) : ଦଳମତ, ସଂଗଠନ ଓ ଆଞ୍ଚଳିକ ଭେଦଭାବ ଭୁଲି ବିଶ୍ୱରେ ପ୍ରତି କୋଣରେ ଥିବା ସମସ୍ତ ଓଡିଶାବାସୀ ମିଳିମିଶି, ମାଟି ମା' ମାତୃଭାଷା ନିମନ୍ତେ କାର୍ଯ୍ୟ କଲେ ବିଶ୍ଵ ଦରବାରରେ ଓଡିଶା ସ୍ଵତନ୍ତ୍ର
Read More...

ସୌନ୍ଦର୍ଯ୍ୟକରଣ ନାଁରେ କୋଟି କୋଟି ଟଙ୍କା ବ୍ୟୟ କାହା ସ୍ୱାର୍ଥରେ : ରବି ରଥ

ବ୍ରହ୍ମପୁରବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ବିଇଏମ୍‌ସି ବିଫଳ : ରବି ରଥ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସୌନ୍ଦର୍ଯ୍ୟକରଣ ନାଁରେ ବିଇଏମ୍‌ସି କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବ୍ରହ୍ମପୁରବାସୀଙ୍କୁ ମୌଳିକ ସମସ୍ୟା ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବରିଷ୍ଠ
Read More...