Daily Archives

ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ପ୍ରେମିକାଙ୍କୁ ମରଣାନ୍ତକ ଆକ୍ରମଣ କଲା ଜଣେ ସଇତାନ୍‌ ପ୍ରେମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ପ୍ରେମିକାଙ୍କୁ ମରଣାନ୍ତକ ଆକ୍ରମଣ କରିଛି ଜଣେ ସଇତାନ୍‌ ପ୍ରେମିକ । ଏଭଳି ଏକ ଘଟଣା ସାରା ବଲାଙ୍ଗିର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଲର୍କିପାଲିର ଦାସ ବାଗ
Read More...

ଗାଧୋଇବା ସମୟରେ ନଦୀରେ ବୁଡି ଜଣେ ନିଖୋଜ

କୁଆଖିଆ : ଯାଜପୁର ରୋଡ ଥାନା ଅନ୍ତର୍ଗତ ଯୋକଡିଆ ସ୍ଥିତ ଖରସ୍ରୋତା ନଦୀରେ ଆଜି ଅପରାହ୍ନରେ ଜଣେ ବୁଡି ନିଖୋଜ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ନିକଟସ୍ଥ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ୩ ଜଣ ଯୁବକ ଉକ୍ତ ସ୍ଥାନରେ ଅପରାହ୍ନ ସମୟରେ ଗାଧୋଇବାକୁ ଆସିଥିଲେ । ଗାଧୋଇବା ସମୟରେ ସେମାନଙ୍କ
Read More...

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ପାଳନର ତୃତୀୟ ଦିବସ : ଉତ୍ପାଦର ବ୍ରାଣ୍ଡିଂ ଓ ପ୍ୟାକେଜିଙ୍ଗ ସହ ଉଦ୍ୟୋଗ ସଂକ୍ରାନ୍ତୀୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଚଳିତ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହର ତୃତୀୟ ଦିବସରେ ବିଭିନ୍ନ ବିଷୟ
Read More...

ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପାଇଲା ବଲାଙ୍ଗିର ସଦର ବ୍ଲକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାରରେ ସମଗ୍ର ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରେ ୨୦୨୧-୨୨ବର୍ଷ ପାଇଁ ତୃତୀୟ ସ୍ଥାନରେ ରହି କୋଡିଏ ଲକ୍ଷ ଟଙ୍କାର ଚେକ୍‌ ସହ ପ୍ରମାଣପତ୍ର ପାଇଛି ବଲାଙ୍ଗିର ଜିଲ୍ଲାର ଏକ ନମ୍ବର ବ୍ଲକ, ବଲାଙ୍ଗିର ସଦର ବ୍ଲକ । ପ୍ରବାଦ
Read More...

ଫଗୁଣରେ ଗୁଣିଖାଇ

ଡ. ଲକ୍ଷ୍ମଣ ମେହେର ଆମ ରାଜ୍ୟ ପଲ୍ଲୀ ପ୍ରବଣ, ପୁଣି କୃଷି ପ୍ରଧାନ । ଜୀବନର ସବୁକ୍ଷେତ୍ରରେ ପର୍ବପର୍ବାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହା କର୍ମପାଇଁ ପ୍ରେରଣା ଦିଏ । ଜୀବନକୁ ପବିତ୍ର କରେ । ସାମାଜିକ ଚଳଣି ତଥା ସୌନ୍ଦର୍ଯ୍ୟ ଦୃଷ୍ଟିର ପ୍ରତିଫଳନ ହେଉଛି ଆମ ଉତ୍ସବଗୁଡିକ । ଏହା ମନର
Read More...

ବ୍ରାହ୍ମଣୀପାଲିରେ ତ୍ରିଦିବସୀୟ ମେହେବୁବ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଗଇଁନ୍ତଲା ପଞ୍ଚାୟତର ବ୍ରାହ୍ମଣୀପାଲି ଗ୍ରାମରେ ଗାଁ କମିଟିର ପ୍ରଚେଷ୍ଟା କ୍ରମେ ବ୍ରାହ୍ମଣୀପାଲିରେ ତ୍ରିଦିବସୀୟ ମେହେବୁବ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ବଛା ବଛା
Read More...

ଧୁମ୍‌ଧାମ୍‌ରେ ଦୋଳ ଉତ୍ସବ ପାଳନ କଲା ବଳାଙ୍ଗିର ଯାଦବ ମହାସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡ ଧୁମ୍‌ଧାମ୍‌ରେ ଦୋଳ ଉତ୍ସବ ପାଳନ କରୁଛି ବଳାଙ୍ଗିର ଯାଦବ ମହାସଭା । ଜୟ ମାଧବ, ଜୟ ଯାଦବ ନାରାକୁ ବହନ କରି ଦୀର୍ଘ ୧୭ ବର୍ଷ ହେଲା ଦୋଳ ଉତ୍ସବ ପାଳନ କରିଆସୁଛି ଯାଦବ ମହାସଭା । ଏହି କ୍ରମରେ ଗତକାଲି ସ୍ଥାନୀୟ ଯାଦବ ଭବନରେ କବିତା ଆସରର ଆୟୋଜନ ହୋଇଥିବା
Read More...

ଲୋୟର ସୁକତେଲ ଡେମ୍‌ ଓ କୁଟୁମ୍‌ଡୋଲା ଗ୍ରାମକୁ ମିଳିତ ଭାବେ ପରିଦର୍ଶନ କଲେ ଜିଲ୍ଲାପାଳ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି । ଏହାକୁ ନେଇ ସମସ୍ତ ବଲାଙ୍ଗିରବାସୀ ଖୁସି ବ୍ୟକ୍ତ କରୁଥିବା ବେଳେ ଆଜି ଏହି ଲୋୟର ସୁକତେଲ ଡେମ୍‌କୁ ମିଳିତ ଭାବେ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି ନିତିନ କୁଶଳକର ।
Read More...

ଡଭା ପେକ୍ସର ସଂପାଦକଙ୍କୁ ଗିରଫ ଦାବୀରେ ଜଗଦଲପୁର ଥାନା ଘେରାଓ ସହ ଧାରଣା ଦେବ ଖଟିଖିଆ ସଂଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡଭା ପେକ୍ସର ସଂପାଦକଙ୍କୁ ଗିରଫ ଦାବୀରେ ଜଗଦଲପୁର ଥାନା ଘେରାଓ ସହ ଧାରଣା ଦେବ ଖଟିଖିଆ ସଂଗଠନ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଲୋକଙ୍କ ହକ ଅଧିକାର ପାଇଁ ଲଢେଇ କରି ଆସୁଥିବା ଖଟିଖିଆ ସଂଗଠନ ଡଭା ପେକ୍ସର ଜାଲ
Read More...

ଭକ୍ତକବି ଧରମାନନ୍ଦ ଦାସଙ୍କ ସାହିତ୍ୟ କୃତି ‘ମହାବାହୁ’ ପୁସ୍ତକ ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୋଳପୂର୍ଣ୍ଣମୀ ଦିନ ଛତ୍ରପୁରର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତକବି ଧରମାନନ୍ଦ ଦାସଙ୍କ ସାହିତ୍ୟ କୃତି 'ମହାବାହୁ' ପୁସ୍ତକ ପୂର୍ବାହ୍ଣରେ ଉନ୍ମୋଚିତ ହୋଇଯାଇଛି । ସ୍ୱତନ୍ତ୍ର ଭାବେ ଏହି ଅବସରରେ ଉନ୍ମୋଚିତ ଭକ୍ତି ରସାତ୍ମକ ପତ୍ରିକାର
Read More...