Daily Archives

ଗୋପାଳପୁର ବନ୍ଦର ପକ୍ଷରୁ “ମା ହାଣ୍ଡିଶାଳ” କାର୍ଯ୍ୟକ୍ରମ ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ପକ୍ଷରୁ “ମା ହାଣ୍ଡିଶାଳ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଛତ୍ରପୁର ନିକଟସ୍ଥ ଗୋପାଳପୁର ବନ୍ଦର ଅଞ୍ଚଳର ସ୍ଥାନୀୟ ଅଧିବାସୀ ମହିଳାମାନଙ୍କୁ ସ୍ଵାବଲମ୍ବୀ ତଥା ଆର୍ଥିକ ଭାବେ ସ୍ୱଚ୍ଛଳ କରିବା ଉଦ୍ଦେଶ୍ୟ ନେଇ ଗୋପାଳପୁର ବନ୍ଦର
Read More...

ସ୍ୱାମୀଙ୍କ କଷ୍ଟ ଉପାର୍ଜିତ ଟଙ୍କା ଧରି ଅନ୍ୟ କାହା ସହ ଫେରାର ମାରିଛି ସ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀଙ୍କ କଷ୍ଟ ଉପାର୍ଜିତ ଟଙ୍କା ଧରି ଅନ୍ୟ କାହା ସହ ଫେରାର ମାରିଛି ସ୍ତ୍ରୀ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହର ସୁଦପଡାଠାରେ । ଏନେଇ ସ୍ୱାମୀ ଟାଉନ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ସହର ଖଲିଆପାଲିର
Read More...

କ୍ଷୁଦ୍ର ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଅଧୀନରେ ମାଣ୍ଡିଆ ପ୍ରକ୍ରିୟାକରଣ ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଲିଆରୀ ଗ୍ରାମରେ ଦେବଦତ୍ତ କ୍ଲବ ତରଫରୁ ନାବାର୍ଡ ସହାୟତାରେ ମାଣ୍ଡିଆ ପ୍ରକ୍ରିୟା କରଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଭାରସାମ୍ୟ ହରାଇ ବ୍ରିଜ୍ ଡିଭାଇଡର୍‌କୁ ଧକ୍କା ଦେଲା କାର୍, ୫ ଆହତ

ସାକ୍ଷୀଗୋପାଳ : ଭାରସାମ୍ୟ ହରାଇ ବ୍ରିଜ୍ ଡିଭାଇଡର୍‌କୁ ଧକ୍କା ଦେଲା କାର୍ । ମଙ୍ଗଳବାର ସକାଳେ ସାକ୍ଷୀଗୋପାଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁର ଅଞ୍ଚଳର
Read More...

ଆର୍ମି ଏୟାର ଡିଫେନ୍ସ କଲେଜରେ ଅଗ୍ନିବୀର ସେନାରେ ନିୟୋଜିତ ଦ୍ୱିତୀୟ ବ୍ୟାଚ୍‌ଙ୍କୁ ତାଲିମ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରତିରକ୍ଷା ସେବାରେ ଅଗ୍ନିଭର୍ସ ଇଣ୍ଡେକ୍ସନ୍ ଭାରତର ପ୍ରତିରକ୍ଷା ବାହିନୀ ଇତିହାସରେ ଏକ ସଫଳତା ହାସଲ କରିଛି । ନୂଆ ବର୍ଷର ଅଗ୍ନିବୀର ପ୍ରଥମ ବ୍ୟାଚ୍ ପ୍ରଶିକ୍ଷଣର ଶୁଭାରମ୍ଭ ସହିତ ପ୍ରାରମ୍ଭିକ ଦୁଇ ମାସ ଏକ ଭବିଷ୍ୟତ ପାଇଁ ଅନେକ ସକରାତ୍ମକ
Read More...

ଆଗଲପୁର ଫାଣ୍ଡି ଥାନା ହେଲା, କିନ୍ତୁ ଆବଶ୍ୟକ ଭିତ୍ତିଭୂମିର ଅଭାବ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ପୋଲିସ ଫାଣ୍ଡିକୁ ଥାନାରେ ଉନ୍ନିତ କରାଗଲା, କିନ୍ତୁ ଆବଶ୍ୟକ ଭିତ୍ତିଭୂମିର ଅଭାବ ହେତୁ ନୂତନ ଥାନା ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଅଭିଯୋଗ ହାଇଛି । ଥାନା ହେବାପରେ ଅଞ୍ଚଳର ଆଇନ ଶୃଙ୍ଖଳା ଦିଗରେ ପୁଲିସ ଅଧିକ ସକ୍ଷମ ଓ
Read More...

ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ୍‌ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଜୁନିୟର ରେଡକ୍ରସ୍‌ ପ୍ରଶିକ୍ଷଣ ଓ ତାଲିମ ଶିବିର ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବେଲଗାଁ ସ୍ଥିତ ସରକାରୀ ବିଜୟାନନ୍ଦ ହାଇସ୍କୁଲଠାରେ ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କ ଅଧ୍ୟକ୍ଷତାରେ
Read More...

ମାରୱାଡ଼ି ସମ୍ପ୍ରଦାୟର ହୋଲି ଦହନ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ରେ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ହୋଲି ଦହନ କାର୍ଯ୍ୟକ୍ରମ ଆଜି ବି ବଞ୍ଚି ରହିଛି । ମାରୱାଡ଼ି ସମ୍ପ୍ରଦାୟ ପକ୍ଷରୁ ହୋଲି ଦହନ କାର୍ଯ୍ୟକ୍ରମକୁ ସ୍ଥାନୀୟ ମାରୱାଡ଼ି ପଞ୍ଚାୟତ ଧର୍ମଶାଳାରେ ମଧ୍ୟ ରାତ୍ରିରେ ସମ୍ପ୍ରଦାୟର ବହୁ ଯୁବକ, ପୁରୁଷ ଓ
Read More...

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ମିନି ଷ୍ଟାଡିୟମ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ରିଲାଏନ୍ସ ଫାଉଣ୍ଡେସନ ଓ ସ୍ୱେଚ୍ଛାସେବୀ ସଂଗଠନ ସଂକଳ୍ପ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ସଂଯୋଜକ ଭାଗ୍ୟ ଧରଚିନ୍ଦା
Read More...

ଝାଂକ୍ରିପାଲି ଗ୍ରାମରେ ଆନନ୍ଦ ଉଲ୍ଲାସର ସହିତ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଝାଂକ୍ରିପାଲି ଗ୍ରାମ ମହାମନ୍ତ୍ର ନାମଯଜ୍ଞରେ କମ୍ପି ଉଠିଛି । ପ୍ରଥମେ ଝିଅ ଓ ମହିଳାମାନଙ୍କ ଦ୍ଵାରା କଳସ ଶୋଭାଯାତ୍ରା କରି ନିକଟସ୍ଥ ପୋଖରୀରୁ ଜଳ ଆଣି ମନ୍ଦିରରେ ସ୍ଥାପନ କରି ମହାମନ୍ତ୍ର ଆରମ୍ଭ ହୋଇଥିଲା । ଏଥିରେ
Read More...