Daily Archives

ଗରିବ ମଙ୍ଗଲୁ ଖର୍ସେଲ ସରକାରୀ ଆବାସ ଯୋଜନାରେ ସାମିଲ୍‌ ହେବେ କେବେ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଯୋଗ୍ୟ ହିତାଧିକାରୀମାନେ କଳେ ବଳେ କଉଶଳେ ସରକାରୀ ଆବାସ ଯୋଜନାରେ ସାମିଲ୍‌ ହୋଇ ମଜା ନେଉଥିବା ବେଳେ ଯୋଗ୍ୟ ହିତାଧିକାରୀମାନେ ସରକାରଙ୍କ ଏହି ଯୋଜନାରୁ ବଂଚିତ ହେଉଥିବା ଭଳି ଅଭିଯୋଗର ଲମ୍ବା ଲାଇନ୍‌ ଲାଗିଛି । ଏହି କ୍ରମରେ ଗତକାଲି ଜଣେ ଗରିବ ବ୍ୟକ୍ତି
Read More...

ଆସନ୍ତା ୯ରେ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର : ଆସନ୍ତା ୯ ତାରିଖରେ ଲୋକସେବା ଭବନଠାରେ ଅପରାହ୍ନ ୫ଟା ୪୫ ମିନିଟ୍‌ରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବ ।
Read More...

ଆସନ୍ତା ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୧୦ରୁ ୧୭ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ଏଥର କପି ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ସେଣ୍ଟରଗୁଡ଼ିକୁ ସ୍କ୍ୱାଡ ଅଚାନକ ଗସ୍ତ କରିବେ । ଏଥିସହ ସମସ୍ତ କେନ୍ଦ୍ରରେ
Read More...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଇକ, ୧ ମୃତ

ନୂଆପଡ଼ା, (ନିରାକାର ମେହେର) : ଆଉ ୬ ଦିନ ପରେ ବିବାହ ଥିଲା । ବିବାହ ପାଇଁ ନିମନ୍ତ୍ରଣ ବାଣ୍ଟୁଥିଲେ । ହେଲେ ବିବାହ ବେଦିରେ ବସିବା ପୂର୍ବରୁ ବାଇକ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଜେଂଜରା ଗାଁର ଏମିତି ଏକ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି ।
Read More...

ରାସ୍ତା ପାର୍ଶ୍ଵରେ ଓଲଟିଲା ଅଟୋ, ୮ ଆହତ, ମହିଳା ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଛତ୍ରପୁର ବ୍ଲକ ସିନ୍ଦୁରପୁର ଗ୍ରାମରୁ ଏକ ବିବାହ ଭୋଜି ଖାଇ ଫେରିବା ବେଳେ ଗଞ୍ଜାମ ଥାନା ନିକଟ ରାସ୍ତାରେ ଏକ ଅଟୋ ଓଲଟି ପଡିଥିଲା । ଫଳରେ ଅଟୋରେ ବସିଥିବା ଡ୍ରାଇଭରଙ୍କ ସମେତ ସମସ୍ତ ୮ ଜଣ ଯାତ୍ରୀ
Read More...

ଛତ୍ରପୁର ବାର ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ବାର ଆସୋସିଏସନ ସଭାପତି ପଦବୀ ପାଇଁ ଗତକାଲି ଶେଷଦିନରେ ଦୁଇ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ରହିଆସିଥିବା ଆଡ଼ଭୋକେଟ୍‌ ପ୍ରଦୀପ ପାଢ଼ୀ ଏବଂ ଉପସଭାପତି ଭାବେ ରହିଆସିଥିବା ଆଡ଼ଭୋକେଟ୍‌
Read More...

ଅଗ୍ରୱାଲ ସେବା ଟ୍ରଷ୍ଟ ତରଫରୁ ସାର୍ବଜନୀନ ହୋଲି ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅନ୍ତର୍ଗତ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଅଗ୍ରୱାଲ ସେବା ଟ୍ରଷ୍ଟ ତରଫରୁ ସାର୍ବଜନୀନ ହୋଲି ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏହି ବଜାର ପ୍ରାଙ୍ଗଣରେ ପ୍ରାୟ ୯୦ ବର୍ଷ ହେବ ଜୋରସୋର ଭାବେ ଏହି ଦୋଳପୂର୍ଣ୍ଣିମା
Read More...
error: Content is protected !!