Daily Archives

ପୁସ୍ତକ ପଠନର ଅଭ୍ୟାସରେ ହୁଏ ବ୍ୟକ୍ତି ଚେତନାର ଉର୍ଦ୍ଧାୟନ

ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ଉଦ୍‌ଘାଟିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁସ୍ତକ ବ୍ୟକ୍ତିର ଜୀବନକୁ ସୁନ୍ଦର କରିପାରେ । ଜ୍ଞାନର ସହଜତମ ମାଧ୍ୟମ ହେଉଛି ପୁସ୍ତକ । ସବୁ ଯୁଗରେ ଲୋକ ଜୀବନକୁ ପ୍ରଭାବିତ କରେ ବହି । ପୁସ୍ତକ ପଠନର ଅଭ୍ୟାସରେ ହୁଏ ବ୍ୟକ୍ତି ଚେତନାର ଉର୍ଦ୍ଧାୟନ
Read More...

ଖପ୍ରାଖୋଲରେ ବ୍ଲକସ୍ତରୀୟ ପରାମର୍ଶ ଶିବିର : ଉଚ୍ଚ ଶିକ୍ଷା, କୌଶଳ ବିକାଶ ଓ ଆତ୍ମ ନିଯୁକ୍ତି ଉପରେ ପରାମର୍ଶ

ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଓ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଓଏଲ୍‌ଏମ୍‌ବିପିଏମ୍‌ ମନୋଜ କେରକେଟା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି
Read More...

ସରେଇକେଲା ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ସରେଇକେଲା ଗ୍ରାମରେ ଶ୍ରୀ ଶ୍ରୀ ପୁଢ଼ୀ ମା' ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବର ଆଜି ତୃତୀୟ ଦିନରେ ସଂକଳ୍ପ ପରିବାର, ବରଗଡ ଓ ସରେଇକେଲା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆଜି
Read More...

ବୋରୱେଲରେ ସୁନା ବାହାରିବା ନେଇ ଚର୍ଚ୍ଚା : ଘଟଣା ସ୍ଥଳରେ ପହଞ୍ଚିଲା ପ୍ରଶାସନ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ସୁନା ଖଣି ଥିବା ନେଇ ଚର୍ଚ୍ଚା । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକ୍ ନାନ୍ଦୁପଲା ଗାଁର ଜାବେଦ ମହମ୍ମଦ ନାମକ ଜଣେ ଚାଷୀ ଛଞ୍ଚାଣ ବାହାଲି ଗାଁ ନିକଟରେ କିଛିଦିନ ତଳେ ଏକ ଗଭୀର ନଳକୂପ ଖୋଲିଥିବା ବେଳେ ଗୁରୁବାର ମଟର
Read More...

ଟାଟା ଏସି ଓ ବସ୍‌ ମୁହାଁମୁହିଁ ଧକ୍କା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଭରସୁଜା ଗ୍ରାମର ଛେଲିଆପାଟ ହାଇସ୍କୁଲ ସମ୍ମୁଖ ରାସ୍ତାରେ ଜୟ ମା'ଲକ୍ଷ୍ମୀ ବସ୍‌ ପଦ୍ମପୁର ପଟରୁ ଆସୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଟାଟା ଏସି ଗାଡିର ଡାହାଣ ପଟ ଚକା ଫାଟି ଯିବାରୁ ବସ୍‌ର ଡାହାଣ ପଟକୁ ପିଟି ହୋଇ
Read More...

ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

୨୦୨୫ ସୁଦ୍ଧା ଯକ୍ଷ୍ମାକୁ ନିର୍ମୂଳ କରିବାକୁ ଆହ୍ଵାନସଚେତନତା ପାଇଁ ଅନୁଷ୍ଠିତ ହେଲା ପୋଷ୍ଟର ପ୍ରଦର୍ଶନୀ ଏବଂ ଲୋକନାଟକ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲାସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ
Read More...

କୋଶଳ କଳା ମଣ୍ଡଳ ପଡିଆଠାରେ ଉଦ୍‌ଘାଟିତ ହେଲା ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆଠାରେ ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଦେବକୀ
Read More...

ମୃତକଙ୍କ ପରିବାରକୁ ଭେଟି ସହାୟତା ପ୍ରଦାନ କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବାହାବଲ ଗାଁର ଜଣେ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସହାୟତା ପ୍ରଦାନ କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର
Read More...

ଆସନ୍ତା କାଲି ନିଜ ଅଧୀକାର ଦାବୀରେ ଜନଜାତିଙ୍କ ବିଶାଳ ମେଳି

କଳାହାଣ୍ଡି, (ପି.କେ ସାହୁ) : ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଆସନ୍ତା କାଲି ୨୫ ମାର୍ଚ୍ଚ ୨୦୨୩ ଭୁବନେଶ୍ୱରଠାରେ ବିଶାଳ ଜନଜାତି ସମାବେଶ ହେବାକୁ ଯାଉଛି । ଏଥିରେ ସମଗ୍ର ଓଡିଶାର ହଜାର ହଜାର ଆଦିବାସୀ ମହିଳା ପୁରୁଷ ଯୋଗଦାନ କରି ତାଙ୍କର ନ୍ୟାର୍ଯ୍ୟ ଦାବୀକୁ ସଫଳ କରିବା ପାଇଁ
Read More...

ଅସହାୟ ବୃଦ୍ଧାଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ

ବେଲପଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ବେଲପଡା ବ୍ଲକ ସଲଣ୍ଡି ପଞ୍ଚାୟତ ଲଥାକେନ୍ଦ୍ ଗାଁର ଜଣେ ଅସହାୟ ବୃଦ୍ଧାଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇଛନ୍ତି ରାଜ୍ୟ ଯୁବ ବିଜେଡି ସମ୍ପାଦକ ତଥା ବଙ୍ଗୋମୁଣ୍ଡା ପଞ୍ଚାୟତ ସରପଞ୍ଚ ଅଜିତ କୁମାର ଯୋଶୀ ।
Read More...
error: Content is protected !!