Daily Archives

ନଦୀରେ ବୁଡି ୨ ଭାଇ ମୃତ

କେନ୍ଦ୍ରାପଡ଼ା : ହୋଲିରେ ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା କେଶପୁର ପଞ୍ଚାୟତ ମୂଷାଡିହ ଗାଁର ୨ ଭାଇ ହୋଲି ଖେଳି ସାରି ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ଯାଇ ୨ ଭାଇଙ୍କ ମୃତ୍ୟୁ ହୋଇଥିବା ଜଣାପହଡିଛି ।
Read More...

ପାଟଣା ରେଞ୍ଜ୍‌ରେ ଅଗ୍ନିକାଣ୍ଡ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ୍‌ ଖିରେଇଟାଙ୍ଗୀରି ସେକ୍ସନର ବାଉଁଶୁଳି ଓ ରେଙ୍ଗାଳବେଡା ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । କେହି ଦୁର୍ବୃତ୍ତ ନିଆଁ ଲଗାଇଦେବାରୁ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁ ଲାଗି ଶହ ଶହ ଆକାଶିଆ ଓ ପଟାସ
Read More...

ପୋଖରୀରେ ବୁଡ଼ି ନାବାଳକ ମୃତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବେଲପଡ଼ା ଥାନା ପଣ୍ଡରିଯୋର ପଞ୍ଚାୟତ ମୁଣ୍ଡାପରା ଗାଁରେ ଏଭଳି ଘଟଣା ଘଟିଛି । ମୃତ ନାବାଳକ ଜଣଙ୍କ ହେଉଛନ୍ତି ସଦାନନ୍ଦ ମହାନନ୍ଦଙ୍କ ପୁଅ କରନ ମହାନନ୍ଦ(୧୨) । ସୂଚନା ଅନୁଯାୟୀ କରନ ଗାଁ
Read More...

ରାସ୍ତାକଡରେ ପଡିଛି ଗାଈର ମୃତଦେହ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁରୁ କଣ୍ଟାବାଞ୍ଜି ଯିବା ରାସ୍ତାକଡ଼ରେ ଏକ ଗାଈର ମୃତଦେହ ପଡିରହିଛି । ଏହା ଉପରେ କାହରି ନଜର ପଡୁନାହିିଁ । ଏହାକୁ ନେଇ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ
Read More...

ରେଙ୍ଗଳ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ‌‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ରେଙ୍ଗଳ ଗ୍ରାମ ପଞ୍ଚାୟତର ରେଙ୍ଗଳ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ପ୍ରାକ୍ତନ ମଣ୍ଡଳ ସହ ଶିକ୍ଷା ଅଧିକାରୀ ଶ୍ୟାମସୁନ୍ଦର
Read More...

ଓମେନ୍ସ ଆଚିଭର୍ସ ଅଫ ଓଡ଼ିଶା ଆୱାର୍ଡ ଜିତିଲେ ଢେଙ୍କାନାଳ ଝିଅ ଅଙ୍କିତା

ଢେଙ୍କାନାଳ, (କେପିଏନ୍‌ଏସ୍‌) : ସାଧନ ଓ ଧର୍ଯ୍ୟର ସହ ସବୁ ସୁବିଧା ଅସୁବିଧାକୁ ସାମ୍ନା କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାମାନଙ୍କ ସମ୍ମାନ ପାଇଁ ପାଳନ କରାଯାଏ ବିଶ୍ୱ ମହିଳା ଦିବସ । ପ୍ରମେୟ ଏବଂ ନିୟୁଜସେଭେନ ପରିବାରର ମିଳିତ ଆୟୋଜନରେ ଏଭଳି ଏକ ଉତ୍ସବ ପାଳିତ
Read More...

ଟ୍ରାକ୍ଟର ଓଲଟି ଡ୍ରାଇଭର୍ ଗୁରୁତର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମଲ୍ଲିକୋଦୋରୋ ଗାଁରେ ଟ୍ରାକ୍ଟର ଓଲଟି ଡ୍ରାଇଭର୍ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ତୁରେଇକେଲା ଥାନା ମଲ୍ଲିକୋଦୋରୋ ଗାଁରେ ଜମିରେ କାମ କରୁଥିବା ବେଳେ ଏକ ଟ୍ରାକ୍ଟର ଓଲଟି ପଡିଥିଲା । ଯାହାଫଳରେ
Read More...

ଭାରତୀୟ ନୌସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ : ଭାରତୀୟ ନୌସେନାର ଏକ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ବୁଧବାର ସକାଳେ ନିୟମିତ ଉଡାଣ ବେଳେ ମୁମ୍ବାଇ ଉପକୂଳ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି । ନୌସେନାର ପେଟ୍ରୋଲିଂ ଜାହାଜ ତୁରନ୍ତ ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ୩ ଜଣ କ୍ରୁ ସଦସ୍ୟଙ୍କୁ
Read More...

ବଲାଙ୍ଗିର ବନ ବିଭାଗ ପକ୍ଷରୁ ଭାରେଲ ଗ୍ରାମରେ ଚଢାଉ : କାଠ ସହ ଟ୍ରାକ୍ଟର ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓ ବଲାଙ୍ଗିର ରେଂଜର କେଶବ କିଶୋର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନ ବିଭାଗ ପକ୍ଷରୁ ଭାରେଲ ଗ୍ରାମରେ ଚଢାଉ କରାଯାଇ ବିପୁଳ ପରିମାଣରେ କାଠ ଗଣ୍ଡି ସହ ଏକ ଟ୍ରାକ୍ଟର (ଓଆର୍‌୦୩ଇ୫୩୨୨)କୁ ଜବତ କରାଯାଇଥିବା
Read More...

ରଙ୍ଗବେରଙ୍ଗ ଫୁଲରେ ଡାକ୍ତର ଦମ୍ପତି ପାଳନ କଲେ ହୋଲି

ବରଗଡ଼, (କେପିଏନ୍‌ଏସ୍‌) : ରଙ୍ଗର ପର୍ବ ହୋଲି । ଆଜି ସାରା ଦେଶ ପାଳୁଛି ହୋଲି ପର୍ବ। ହୋଲିକୁ ନେଇ ସବୁଠି ହର୍ଷ ଉଲ୍ଲାସ ଲାଗି ରହିଛି । ତେବେ ସବୁଠି ରଙ୍ଗ ଅବିରରେ ହୋଲି ଖେଳାଯାଉଥିବା ବେଳେ ବରଗଡ଼ରେ ନିଆରା ଢଙ୍ଗରେ ହୋଲି ଖେଳାଯାଇଛି । ବିଭିନ୍ନ ଫୁଲରେ ହୋଲି ଖେଳ ଚାଲିଛି । ବରଗଡ଼ର
Read More...