pakka

ବଲାଙ୍ଗିର ବନ ବିଭାଗ ପକ୍ଷରୁ ଭାରେଲ ଗ୍ରାମରେ ଚଢାଉ : କାଠ ସହ ଟ୍ରାକ୍ଟର ଜବତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓ ବଲାଙ୍ଗିର ରେଂଜର କେଶବ କିଶୋର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନ ବିଭାଗ ପକ୍ଷରୁ ଭାରେଲ ଗ୍ରାମରେ ଚଢାଉ କରାଯାଇ ବିପୁଳ ପରିମାଣରେ କାଠ ଗଣ୍ଡି ସହ ଏକ ଟ୍ରାକ୍ଟର (ଓଆର୍‌୦୩ଇ୫୩୨୨)କୁ ଜବତ କରାଯାଇଥିବା ନେଇ ସୂଚନା ମିଳିଛି । ଏହି ଚଢାଉରେ ବନ ବିଭାଗର ବ୍ୟାସଦେବ ସାହୁ, ରଞ୍ଜିତ କୁମ୍ଭାରଙ୍କ ସହ ଅନ୍ୟ କର୍ମଚାରୀମାନେ ସାମିଲ ଥିବା ବେଳେ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରହିଥିବା ନେଇ ରଂଜର କେଶବ କିଶୋର ନାୟକ କହିଛନ୍ତି ।

Leave A Reply

Your email address will not be published.

four × 5 =