pakka

ଭାରତୀୟ ନୌସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

bbehera

ମୁମ୍ବାଇ : ଭାରତୀୟ ନୌସେନାର ଏକ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ବୁଧବାର ସକାଳେ ନିୟମିତ ଉଡାଣ ବେଳେ ମୁମ୍ବାଇ ଉପକୂଳ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି । ନୌସେନାର ପେଟ୍ରୋଲିଂ ଜାହାଜ ତୁରନ୍ତ ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ୩ ଜଣ କ୍ରୁ ସଦସ୍ୟଙ୍କୁ ନିରାପଦରେ ଉଦ୍ଧାର କରିଛି । ଏହି ଘଟଣାର ତଦନ୍ତ ପାଇଁ ଭାରତୀୟ ନୌସେନା ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.

thirteen − six =