pakka

ରାସ୍ତାକଡରେ ପଡିଛି ଗାଈର ମୃତଦେହ

l2

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁରୁ କଣ୍ଟାବାଞ୍ଜି ଯିବା ରାସ୍ତାକଡ଼ରେ ଏକ ଗାଈର ମୃତଦେହ ପଡିରହିଛି । ଏହା ଉପରେ କାହରି ନଜର ପଡୁନାହିିଁ । ଏହାକୁ ନେଇ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।

pp
Leave A Reply

Your email address will not be published.

five × 5 =