Daily Archives

ଭାରସାମ୍ୟ ହରାଇ ଟ୍ରାନ୍‌ସଫର୍ମରକୁ ଧକ୍କା ଦେଲା ବାଇକ୍, ୨ ଗୁରୁତର

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ବାଉଁଶୁଣି ଥାନା ଦନ୍ତାପାଲି ଛକ ନିକଟ ରାସ୍ତା କଡ଼ରେ ଥିବା ଟ୍ରାନ୍‌ସଫର୍ମକୁ ଭାରସାମ୍ୟ ହରାଇ ଧକ୍କା ଦେଲା ବାଇକ୍ । ମିଳିଥିବା ସୂଚନା ଅନୁଯାୟୀ ଆଜି ଭାରସାମ୍ୟ ହରାଇ ବାଇକ୍‌ଟି ଏକ ଟ୍ରାନସଫର୍ମରରେ ଧକ୍କା ଦେଇଥିଲା । ଗୁରୁତର ଯୁବକ
Read More...

କନ୍ଧପାଲିପଡା ବନ୍ଧକୁ ମାଛ ମାରିବାକୁ ଯାଇ ନିଜେ ଶବ ହୋଇ ଫେରିଲେ ଯୁବକ : ବଲାଙ୍ଗିର ମେଡିକାଲରେ ସରିଲା ଶବ ବ୍ୟବଚ୍ଛେଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରଙ୍ଗର ପର୍ବ ହୋଲି । ଏହି ଉପଲକ୍ଷେ ସମସ୍ତେ ହୋଲି ଖେଳୁଥିବା ବେଳେ ଆଜି ବଲାଙ୍ଗିର ସହରର କନ୍ଧପାଲିପଡାରୁ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି । ଜଣେ ଯୁବକ କନ୍ଧପାଲିପଡା ବନ୍ଧକୁ ମାଛ ମାରିବାକୁ ଯାଇ ପାଣିରେ ଜୀବନ ହାରିଥିବା ସୂଚନା ରହିଛି ।
Read More...

ଗାଁ ଗାଁରେ ଫଗୁନ୍ ପୁନି ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଋତୁମାନଙ୍କ ରାଜା ଫଗୁନ୍ ବା ଫଗୁଣରେ ବସନ୍ତର ଆଗମନରେ ଆନନ୍ଦିତ ହୋଇ ଫଗୁନ୍ ଦଶମୀରୁ ସାରା ପଶ୍ଚିମ ଓଡ଼ିଶାରେ ଫଗୁନ୍ ପୁନି ଯାତ୍ରା ଆରମ୍ଭ ହୋଇଥାଏ । ଏହା ମୁଖ୍ୟତଃ ଗାଁ ଗାଁ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ପ୍ରକୃତି ରାଣୀକୁ ନେଇ ଏକ ସ୍ନେହ,
Read More...

କଣ୍ଟାବାଞ୍ଜି ସହରର ବିଭିନ୍ନ ସ୍ଥାନରେ ଧୁମ୍‌ଧାମରେ ହୋଲି ପର୍ବ ପାଳିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ସହରର ବିଭିନ୍ନ ସ୍ଥାନରେ ରଙ୍ଗ ବେରଙ୍ଗର ଅବିରରେ ଧୁମ୍‌ଧାମ୍‌ରେ ହୋଲି ମହୋତ୍ସବ ସୁରୁଖୁରୁରେ ପାଳିତ ହୋଇଯାଇଛି । ଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ସମସ୍ତ ପର୍ବ ଫିକା ପଡିଥିବା ବେଳେ ଚଳିତ ବର୍ଷ
Read More...

ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ସୁନ୍ଦରଗଡ଼ : ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ପ୍ରଗତି ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଇଥିଲେ ଏବଂ ସମାଜରେ ମହିଳାମାନେ
Read More...

ହଜାର ହଜାର ଦର୍ଶକ ମଧ୍ୟରେ ହରିହର ଭେଟ୍‌

ପାଟଣାଗଡ, (ସଦାଶିବ ସରାଫ) : ଦୁଇ ବର୍ଷର କରୋନା କଟକଣା ପରେ ପୁଣି ପାଳିତ ହୋଇଛି ଦୀର୍ଘ ବର୍ଷର ପରଂପରା ପାଟଣାଗଡର ହରିହର ଭେଟ୍‌ । ରାମଜୀ ଛକରୁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବସ୍‌ଷ୍ଟାଣ୍ଡକୁ ଯାଇ ସେଠାରେ ଏକତ୍ରିତ ପୂଜା କରାଯାଇଥିଲା । ପାଞ୍ଚ ଦେବତାଙ୍କ ହୋଲି ଖେଳ
Read More...

ଆଜି ଆନ୍ତର୍ଜାତୀୟ ମହିଳା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖ ଦିନ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଥାଏ । ଆନ୍ତର୍ଜାତୀୟ ମହିଳା ଦିବସ ମହିଳାମାନଙ୍କୁ ସମସ୍ତ ଦିଗରେ ବଳିଷ୍ଠ କରିବା ସହ ମହିଳା ସ୍ୱାଧୀନତାର ବାର୍ତ୍ତା ଦେଇ ଆସୁଛି ।
Read More...

ଆଫଗାନିସ୍ତାନରେ ଭୂକମ୍ପ ଝଟ୍‌କା

କାବୁଲ : ଆଫଗାନିସ୍ତାନରେ ଭୂକମ୍ପ ଝଟକା । ମଙ୍ଗଳବାର ରାତି ପ୍ରାୟ ୧.୪୦ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ରହିଥିବା ବେଳେ ଦ୍ରାଘିମା ୬୯.୫୧, ଅକ୍ଷାଂଶ ୩୪.୫୩ ଏବଂ ଏବଂ ଗଭୀରତା
Read More...

ଖଲିଦନା ବିକି ଜୀବିକା ନିର୍ବାହ କରୁଛନ୍ତି ଦଣ୍ଡ ନାଚର କୃଷ୍ଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖଲିଦନା ବିକି ଜୀବିକା ନିର୍ବାହ କରୁଛନ୍ତି ଦଣ୍ଡ ନାଚର କୃଷ୍ଣ ଜଗବନ୍ଧୁ ସା’ । ଜମି ଭୂମି ନାହିଁ । କୁଟୁମ୍ବ ପ୍ରତିପୋଷଣ କରିବା ବଡ଼ କଷ୍ଟଦାୟକ ହୋଇପଡ଼ିଛି ତାଙ୍କ ପାଇଁ । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁର୍‌ଗିଆର ବାସିନ୍ଦା ଅଟନ୍ତି ଜଗବନ୍ଧୁ ।
Read More...

ଆଜି ରଙ୍ଗର ପର୍ବ ହୋଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରଙ୍ଗର ପର୍ବ ହୋଲି । ଗାଁଠୁ ସହର ଚଳଚଞ୍ଚଳ ଏହି ରଙ୍ଗ ଖେଳ ହୋଲି ପାଇଁ । ପ୍ରତିବର୍ଷ ଫାଲ୍‌ଗୁନ ମାସ ପୂର୍ଣ୍ଣମୀ ତିଥିରେ ହୋଲି ପର୍ବ ପାଳନ କରାଯାଏ । ତେବେ ଗତ ୨ ବର୍ଷ କରୋନା କଟକଣା ଯୋଗୁଁ ହୋଲି ପର୍ବ ଫିକା ପଡିଥିବା ବେଳେ ଚଳିତ ବର୍ଷ ହୋଲି ପର୍ବ
Read More...