Daily Archives

ଅପ୍ରେଲ ୧୨ରେ ପଂଚଶମ୍ଭୁ ମିଳନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରଠାରେ ଆସନ୍ତା ଅପ୍ରେଲ ୧୨ ତାରିଖରେ ପଂଚଶମ୍ଭୁ ମିଳନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଆୟୋଜକ ଆଂଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ଏନେଇ ଏକ ଚୂଡ଼ାନ୍ତ ଆଲୋଚନା ସଭା ରାଧାକୃଷ୍ଣ ମନ୍ଦିରଠାରେ ପରିଷଦର ସଭାପତି ରୁଦ୍ର
Read More...

ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଷ୍ଟ୍ରୀୟ କୃଷି ବ୍ୟାଙ୍କ ଓ ଗ୍ରାମ୍ୟ ବିକାଶ (ନାବାର୍ଡ) ସହାୟତାରେ ଏବଂ ଘୋରାଡ଼ିଆ ସେବା ସମବାୟ ସମିତି ଲିଃର ଆନୁକୂଲ୍ୟରେ ଗୁରୁବାର ଅପରାହ୍ନରେ ଆର୍ଥିକ ସାକ୍ଷରତା ଶିବିର ଓ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
Read More...

ବନାଗ୍ନି ସଚେତନତା ସଭା ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧୀନ ମ.ରାମପୁର ରେଂଜ ଅନ୍ତର୍ଗତ ଜୁରାଖମନ ବନ ବିଭାଗ ବଙ୍ଗଳା ଠାରେ ମ.ରାମପୁର ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ବନାଗ୍ନି ସଚେତନତା ତଥା ବନ୍ୟପ୍ରାଣୀ ସୁରକ୍ଷା ସଭା ଅନୁଷ୍ଠିତ ହେଇଯାଇଛି । ଏଥିରେ ମୁଖ୍ୟ
Read More...

ଭାରତର ସ୍ୱାଧୀନତା ସଂଗ୍ରାମର ମହାନ କ୍ରାନ୍ତିକାରୀ ଶହୀଦ ଭଗତ ସିଂ, ସୁକଦେବ ଓ ରାଜଗୁରୁଙ୍କ ୯୨ତମ ଫାଶୀ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ସ୍ୱାଧୀନତା ଆନ୍ଦୋଳନର ମହାନ କ୍ରାନ୍ତିକାରୀ ଶହୀଦ ଭଗତ ସିଂହ, ସୁକଦେବ ଓ ରାଜଗୁରୁଙ୍କ ୯୨ତମ ଫାଶୀ ଦିବସ ଆଜି ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ୍, ଭାରତର ଛାତ୍ର ଫେଡେରେସନ୍ ଏବଂ ଶହୀଦ ଭଗତ ସିଂ ସ୍ମୃତି କମିଟି ପକ୍ଷରୁ ରାଉରକେଲା ଛେଣ୍ଡ କଲୋନୀ
Read More...

ଝାରବନ୍ଧ ଏସ୍‌.ଡ଼ି.ସି.ସି ବ୍ୟାଙ୍କରେ ଟଙ୍କା ହେରଫେର ଘଟଣାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ଏସ୍‌.ଡ଼ି.ସି.ସି ବ୍ୟାଙ୍କରେ ଟଙ୍କା ହେରଫେର ଘଟଣାର ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ବିଳାସପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭଣ୍ଡାରଯୋରୀ ଗ୍ରାମର ରାଜ କୁମାର ସାହୁଙ୍କ ଆକାଉଣ୍ଟରୁ
Read More...

କଂଟାବାଂଜି ଜିଲ୍ଲା ଦାବୀରେ ସର୍ବଦଳୀୟ ବୈଠକ

ସମର୍ଥନ ଜଣାଇଲେ ତୁରକେଲା ସରପଂଚ ସଂଘ ଓ କଂଟାବାଂଜି ଏନ.ଏ.ସି. କାଉନସିଲ କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନ.ଏ.ସି., ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକକୁ ନେଇ ଗଠିତ କଂଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀ କରିଛି ଜିଲ୍ଲା
Read More...

କାଂଟାବାଂଜି ଜିଲ୍ଲା ଦାବୀ ପ୍ରସଙ୍ଗ : ସମର୍ଥନ ଜଣାଇ ବଙ୍ଗୋମୁଣ୍ଡା ବ୍ଲକର ସମସ୍ଥ ଜନପ୍ରତିନିଧି ଏବଂ ବୁଦ୍ଧିଜୀବୀଙ୍କ…

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜିକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀ ଘୋଷଣା କରିବା ପାଇଁ ବିଧାୟକ ସନ୍ତୋଷ ସିଂ ସାଲୁଜା ବିଧାନ ସଭାର ପ୍ରଶ୍ନକାଳରେ ଉପସ୍ଥାପନ ପରେ ଅଂଚଳର ଜନସାଧାରଣଙ୍କ ଦୀର୍ଘ ଦିନର ଦାବୀ ଆଶା ଉଜ୍ଜିବିତ ହୋଇଛି । ଏପରିକି ବିଧାୟକ ସାଲୁଜାଙ୍କ ଆହ୍ୱାନକ୍ରମେ
Read More...

ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ ଜନନୀ ସମ୍ପର୍କ ଅଭିଯାନ

ରଘୁନାଥପାଲି (ସସ୍ମିତା ପ୍ରଧାନ) : ଚୈତ୍ର ଶୁକ୍ଳ ପ୍ରତିପଦା ରାଷ୍ଟ୍ରୀୟ ନବବର୍ଷ ଅବସରରେ ରଘୁନାଥପାଲି ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଆରମ୍ଭ କରିଛନ୍ତି ଜନନୀ ସମ୍ପର୍କ ଅଭିଯାନ । ବାସନ୍ତୀ ମା'ଙ୍କ ନବରାତ୍ର ଆରମ୍ଭରେ ସେହି ମା' ଓ ଭଉଣୀଙ୍କ ନିକଟରେ ପହଞ୍ଚି ସାମାଜିକ
Read More...

ଜିଲ୍ଲାସ୍ତରୀୟ ଯୁବ ପୌଢ ସାଂସଦ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ ରାମଜୀ ଯୁବକ ସଂଘ ସଦାଇପାଲିଙ୍କ ମିଳିତ ଆନୁକୂଲ୍ୟରେ ‘ବସୁଧୈବ କୁଟୁମ୍ବକମ୍‌’ ବିଷୟକୁ ନେଇ ଜିଲ୍ଲାସ୍ତରୀୟ ଯୁବ ପୌଢ ସାଂସଦ କାର୍ଯ୍ୟକ୍ରମ ସଦାଇପାଲି ସ୍ଥିତ ସାଇଟ-ଡିଏମ୍‌ସିଟି ହଲରେ ଆୟୋଜିତ ହୋଇଯାଇଛି, ନିମନ୍ତ୍ରିତ
Read More...

ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ଅଧିକାରୀ ଅନୁପସ୍ଥିତ ଥିବାରୁ ବୈଠକରେ କ୍ଷୋଭ ପ୍ରକାଶଆବଶ୍ୟକ ମୁତାବକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବୀ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରମୁଖ ନୃସିଂହନାଥ ତୀର୍ଥ ସ୍ଥଳୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳାର ଏକ ପ୍ରସ୍ତୁତି ବୈଠକ
Read More...