Daily Archives

ଘୁମୁସର ଜିଲ୍ଲା ଗଠନ ଦାବୀକୁ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ସମର୍ଥନ

୨୭ ତାରିଖ ଭଞ୍ଜନଗର ବନ୍ଦ ଡ଼ାକରାକୁ ସଫଳ ପାଇଁ ନିବେଦନ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦୀର୍ଘ ତିନି ଦଶନ୍ଧି ଧରି ୧୯୯୨ ମସିହାରେ ରାଜ୍ୟର ୧୩ଟି ଜିଲ୍ଲାରୁ ୩୦ ଜିଲ୍ଲା ଗଠନ ପାଇଁ ନିଷ୍ପତ୍ତି ନେଇଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନିଜ ଜନ୍ମସ୍ଥାନକୁ ଜିଲ୍ଲା ଗଠନ
Read More...

ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ନିଷ୍ପତ୍ତି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୁଜୁରାଟର ସୁରଟର ନିମ୍ନ ଅଦାଲତ ଏକ ମାନହାନୀ ମୋକଦ୍ଦମାର ବିଚାର କରି ରାହୁଳ ଗାନ୍ଧୀଙ୍କ ବିପକ୍ଷରେ ରାୟ ଦେବା ପରେ ଯେପରି ତରବର ଭାବେ ରାହୁଲ ଗାନ୍ଧୀଙ୍କ ସାଂସଦ ସଭ୍ୟ ପଦକୁ ରଦ୍ଦ କରାଯାଇଛି ସେ ନେଇ ଦେଶ ତମାମ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ
Read More...

ପ୍ରଥମ ବାର୍ଷିକ ଉତ୍ସବ ପାଳନ କଲା ମାସିକ ପତ୍ରିକା ବିଶ୍ୱଖବର

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାସିକ ପତ୍ରିକା ବିଶ୍ୱଖବର ତାର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରିଛି । ବରଗଡ଼ ଅମ୍ବାପାଲି ସ୍ଥିତ ଗଜପତି ମଣ୍ଡପ ପରିସରରେ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଗୀତା ମିଶ୍ର, ମୁଖ୍ୟବକ୍ତା ଭାବେ ଅଧ୍ୟାପିକା
Read More...

ପାଟଣେଶ୍ୱରୀ ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣାର ଇଷ୍ଟଦେବୀ ମା' ପାଟଣେଶ୍ୱରୀଙ୍କ ମନ୍ଦିରରେ ନବଦିନାତ୍ମକ ବାସନ୍ତିକ ନବରାତ୍ର ପୂଜା ତା.୨୨.୦୩.୨୦୨୩ ପ୍ରତିପଦା ଦିନଠାରୁ ଆରମ୍ଭ ହୋଇଯାଇଛି । ନରସିଂହ ମନ୍ଦିରରୁ ପାଣି ଆଣି କଳସ ସ୍ଥାପନ କରାଯାଇଥିଲା । ସକାଳୁ ସୂର୍ଯ୍ୟ ପୂଜା କରି ଅଖଣ୍ଡ
Read More...

କୃଷ୍ଣଚନ୍ଦ୍ର ତାଣ୍ଡିଙ୍କୁ ରାଜ୍ୟ ସ୍ତରରେ ଷ୍ଟେଟ ଫରେଷ୍ଟରି ଆୱାର୍ଡ ପ୍ରଦାନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଭୁବନେଶ୍ବର ସ୍ଥିତ ଜୟଦେବ ଭବନଠାରେ ଜଂଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବିଶ୍ୱ ବନ ଦିବସ ପାଳନ କରାଯାଇଥିଲା । ଏହି ଉତ୍ସବରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ ଅତିରିକ୍ତ ଶାସନ ସଚିବ ମୋନା ଶର୍ମା ଏବଂ ପିସିସିଏଫ୍‌ ଦେବୀ ବିଶ୍ବାଳ
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା

ପୁସ୍ତକର ବିଚାର ସଦାସର୍ବଦା ନିତ୍ୟ ନୂତନ ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁସ୍ତକର ସୃଷ୍ଟିହୁଏ ସମୟର ଆହ୍ବାନରୁ । ପୁସ୍ତକ ମଧ୍ୟ ସୃଷ୍ଟି କରିପାରେ ସାମାଜିକ, ରାଜନୈତିକ ବିପ୍ଳବ । ପୁସ୍ତକର ଲେଖକ ସମୟର ସ୍ରୋତରେ ଅତୀତ ହୋଇଯାଇ ପାରନ୍ତି । ମାତ୍ର ପୁସ୍ତକର ବିଚାର ପୁରୁଣା ହୁଏ ନାହିଁ,
Read More...

ତିଳଯୋଡିଠାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ଭବାନୀପାଟଣା, (ପି.କେ ସାହୁ) : ଦୀର୍ଘ ବର୍ଷର ଗବେଷଣା ପରେ ୧୯୨୮ ମସିହା ମାର୍ଚ୍ଚ ୨୪ ତାରିଖରେ ଯକ୍ଷ୍ମା ରୋଗ ପାଇଁ ଦାୟି ବ୍ୟାକଟେରିଆକୁ ଚି଼ହ୍ନଟ କରାଯାଇଥିଲା । ସେହି ଦିନକୁ ସ୍ମରଣ କରିବାପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖକୁ ବିଶ୍ୱ ଯକ୍ଷ୍ମା ଦିବସ ରୂପେ ପାଳନ କରାଯାଏ । ଲୋକଙ୍କୁ
Read More...

ସିଆର୍‌ପିଏଫ୍‌ର ୮୪ତମ ସ୍ଥାପନା ଦିବସରେ ଯୋଗଦେଲେ ଗୃହମନ୍ତ୍ରୀ ଅମିତ ଶାହା

ଛତିଶଗଡ : ଗୃହମନ୍ତ୍ରୀ ଅମିତ ଶାହା ଆଜି ଛତିଶଗଡର ବସ୍ତର ଜିଲ୍ଲାରେ ଆୟୋଜିତ ସିଆର୍‌ପିଏଫ୍‌ର ୮୪ତମ ସ୍ଥାପନା ଦିବସରେ ଯୋଗ ଦେଇଛନ୍ତି । ଶ୍ରୀ ଶାହା ଏହି ଦିବସରେ ଯୋଗ ଦେଇ ସିଆର୍‌ପିଏଫ୍‌ର ଉଚ୍ଚ ପ୍ରଶଂସା କରିବା ସହ ଏହି କାର୍ୟ୍ୟକ୍ରମରେ ସିଆର୍‌ପିଏଫ୍‌ ଏବଂ ଛତିଶଗଡ ପୋଲିସର ସାହସୀ
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ
Read More...

ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରବିବାର ସକାଳ ୧୧:୩୦ ଘଣ୍ଟାରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସାଧରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ମଞ୍ଚର ବରିଷ୍ଠ ସଭ୍ୟ ତଥା ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀ ଏକ ଜଗନ୍ନାଥ ଜଣାଣ ଗାନ
Read More...