pakka

ସିଆର୍‌ପିଏଫ୍‌ର ୮୪ତମ ସ୍ଥାପନା ଦିବସରେ ଯୋଗଦେଲେ ଗୃହମନ୍ତ୍ରୀ ଅମିତ ଶାହା

bbehera

ଛତିଶଗଡ : ଗୃହମନ୍ତ୍ରୀ ଅମିତ ଶାହା ଆଜି ଛତିଶଗଡର ବସ୍ତର ଜିଲ୍ଲାରେ ଆୟୋଜିତ ସିଆର୍‌ପିଏଫ୍‌ର ୮୪ତମ ସ୍ଥାପନା ଦିବସରେ ଯୋଗ ଦେଇଛନ୍ତି । ଶ୍ରୀ ଶାହା ଏହି ଦିବସରେ ଯୋଗ ଦେଇ ସିଆର୍‌ପିଏଫ୍‌ର ଉଚ୍ଚ ପ୍ରଶଂସା କରିବା ସହ ଏହି କାର୍ୟ୍ୟକ୍ରମରେ ସିଆର୍‌ପିଏଫ୍‌ ଏବଂ ଛତିଶଗଡ ପୋଲିସର ସାହସୀ କର୍ମୀମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସ୍ଥିରତା ଏବଂ ବୀରତ୍ୱ ପାଇଁ ସେମାନଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହା, ସିଆର୍‌ପିଏଫ୍‌ର ବରିଷ୍ଠ ଅଧିକାରୀ ତଥା ସିଆର୍‌ପିଏଫ୍‌ ଓଡିଶା ସେକ୍ଟରର ଇନ୍ସପେକ୍ଟର ଜେନେରାଲ୍ ବିଦ୍ରି କୁମାର ବିର୍ଡି, ଆଇପିଏସ୍‌ ସେଠାରେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

two − one =

error: Content is protected !!