Browsing Tag

chhatisgarh news

ପିକ୍‌ଅପ୍‌ ଗାଡି ଓଲଟି ୧୭ ଜଣ ମୃତ

ଛତିଶଗଡ଼ : ଛତିଶଗଡ଼ର କୱର୍ଧା ଅଞ୍ଚଳରେ ଏକ ପିକ୍‌ଅପ୍‌ ଗାଡି ଓଲଟି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ବୈଗା ଆଦିବାସୀ ସମ୍ପ୍ରଦାୟର ୨୫ରୁ ୩୦ ଜଣ ଲୋକ ପାରମ୍ପରିକ କେନ୍ଦୁପତ୍ର ସଂଗ୍ରହ କରିସାରି ଏକ ପିକ୍‌ଅପ୍‌ ଟ୍ରକ୍‌ରେ ନିଜ ନିଜର ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।…
Read More...

କାର୍‌ରୁ ୩୦ ଲକ୍ଷ ଜବତ କଲା ପୁଲିସ୍‌

ଛତିଶଗଡ଼ : ଛତିଶଗଡ଼ ସୀମାରେ ୩୦ ଲକ୍ଷ ଜବତ । ନିର୍ବାଚନ ନେଇ ସୀମାରେ ହାଇ ଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି । ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୁଲିସ୍‌ ଯାଞ୍ଚ କରୁଥିବା ସମୟରେ କାରରୁ ୩୦ ଲକ୍ଷ ଟଙ୍କା ଜବତ କରିଛି । ପୁଲିସ୍‌ କାର୍‌ରେ ବସିଥିବା ଜଣେ ବ୍ୟକ୍ତି ଓ…
Read More...

ସିଆର୍‌ପିଏଫ୍‌ର ୮୪ତମ ସ୍ଥାପନା ଦିବସରେ ଯୋଗଦେଲେ ଗୃହମନ୍ତ୍ରୀ ଅମିତ ଶାହା

ଛତିଶଗଡ : ଗୃହମନ୍ତ୍ରୀ ଅମିତ ଶାହା ଆଜି ଛତିଶଗଡର ବସ୍ତର ଜିଲ୍ଲାରେ ଆୟୋଜିତ ସିଆର୍‌ପିଏଫ୍‌ର ୮୪ତମ ସ୍ଥାପନା ଦିବସରେ ଯୋଗ ଦେଇଛନ୍ତି । ଶ୍ରୀ ଶାହା ଏହି ଦିବସରେ ଯୋଗ ଦେଇ ସିଆର୍‌ପିଏଫ୍‌ର ଉଚ୍ଚ ପ୍ରଶଂସା କରିବା ସହ ଏହି କାର୍ୟ୍ୟକ୍ରମରେ ସିଆର୍‌ପିଏଫ୍‌ ଏବଂ ଛତିଶଗଡ ପୋଲିସର ସାହସୀ…
Read More...

ବରିଷ୍ଠ ମାଓ ନେତା ଆକ୍କିରାଜୁ ହରଗୋପାଲ୍ ମୃତ

ଛତିଶଗଡ଼ : ବରିଷ୍ଠ ମାଓ ନେତା ଆକ୍କିରାଜୁ ହରଗୋପାଲ୍ ଓରଫ୍ ରାମକ୍ରିଷ୍ଣାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସେଣ୍ଟ୍ରାଲ କମିଟି ସଦସ୍ୟ ଆର୍‌କେ ଅଜଣା ରୋଗରେ ଦୀର୍ଘ ଦିନ ଧରି ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ । ଛତିଶଗଡ଼ ଦକ୍ଷିଣ ବସ୍ତର…
Read More...

ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ୩ ମାଓବାଦୀ ମୃତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଛତିଶଗଡ଼ : ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାରୁ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲା ଫର୍ସପାଲ ଥାନା ଅନ୍ତର୍ଗତ ଢୋଲକାଲ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧିର ଖବର ପାଇ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ ଡ଼ିଆରଜି ଯବାନ । ଗତକାଲି ସଂଧ୍ୟା…
Read More...

ଛତିଶଗଡରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଛତିଶଗଡ : ଗତକାଲି ଛତିଶଗଡର ସୁକମା-ବିଜାପୁର ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲ ଆକ୍ରମଣରେ ୨୨ ଯବାନ ସହିଦ ହେବାପରେ ଆଜି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡର ଜଗଦଲପୁରରେ ପହଁଚିଛନ୍ତି । ଏହାପରେ ଶାହ ହସ୍ପିଟାଲରେ ପହଁଚି ଆହତ ଯବାନଙ୍କୁ ଭେଟିବାର…
Read More...