pakka

କାର୍‌ରୁ ୩୦ ଲକ୍ଷ ଜବତ କଲା ପୁଲିସ୍‌

bbehera

ଛତିଶଗଡ଼ : ଛତିଶଗଡ଼ ସୀମାରେ ୩୦ ଲକ୍ଷ ଜବତ । ନିର୍ବାଚନ ନେଇ ସୀମାରେ ହାଇ ଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି । ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୁଲିସ୍‌ ଯାଞ୍ଚ କରୁଥିବା ସମୟରେ କାରରୁ ୩୦ ଲକ୍ଷ ଟଙ୍କା ଜବତ କରିଛି । ପୁଲିସ୍‌ କାର୍‌ରେ ବସିଥିବା ଜଣେ ବ୍ୟକ୍ତି ଓ ଡ୍ରାଇଭର୍‌କୁ ପଚରାଉଚରା କରୁଛି । ଟଙ୍କା ସମ୍ପର୍କରେ ସଠିକ ଉତ୍ତର ଦେଇପାରୁନଥିବାରୁ ଟଙ୍କା କେଉଁଠାରୁ ଆସିଲା ଯାଞ୍ଚ ଚାଲିଛି ।

jay balangir
Leave A Reply

Your email address will not be published.

twenty − fourteen =