pakka

ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ୩ ମାଓବାଦୀ ମୃତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

bbehera

ଛତିଶଗଡ଼ : ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାରୁ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲା ଫର୍ସପାଲ ଥାନା ଅନ୍ତର୍ଗତ ଢୋଲକାଲ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧିର ଖବର ପାଇ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ ଡ଼ିଆରଜି ଯବାନ । ଗତକାଲି ସଂଧ୍ୟା ସମୟରେ ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ୩ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳରୁ ୩ଟି ବନ୍ଧୁକ, କିଟବ୍ୟାଗ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

jay balangir
Leave A Reply

Your email address will not be published.

one × 1 =

error: Content is protected !!