Daily Archives

୧୮୯ ବାଟାଲିୟନ ସିଆରପିଏଫ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆରପିଏଫ କମାଣ୍ଡେଣ୍ଟ ପୱନ କୁମାର ତିୱାରୀଙ୍କ ମାର୍ଗଦର୍ଶନ ଅନୁସାରେ ସହକମାଣ୍ଡେଣ୍ଟ ସୁରେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରପିଏଫ
Read More...

ଜମି କିଣାବିକାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

୧୪୪(୨) ଧାରା ଲାଗୁ, ଉଭୟେ ଗୋଷ୍ଠୀ ଥାନାର ଦ୍ୱାରସ୍ତ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ ତୁରେକେଲା ଥାନା ଅଧିନସ୍ଥ ରାମୋଡ ଗାଁର ଜମି କିଣାବିକାକୁ ନେଇ ଗତ ୪/୫ ବର୍ଷ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ଚାଷବାସ ସମୟ ଆସିଲେ ଗଣ୍ଡଗୋଳ ଲାଗି ରହୁଥିବାରୁ
Read More...

ଲାଲ୍‌କିଲ୍ଲା ପେରେଡରେ ଭାଗ ନେବେ ମହନିଲହ ଗାଁର ରିତିକ୍ ରୋସନ ସାହୁ

ତୁରେକେଲା, (କୈଳାଶ ସଗ୍ରିଆ) : ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ସ୍ଵାଧିନତାର ୭୫ତମ ପୂର୍ତ୍ତି ଅବସରରେ ଦିଲ୍ଲୀରେ ବାୟୁସେନା ପକ୍ଷରୁ ଏକ ଜାତୀୟସ୍ତରୀୟ ପେରେଡ୍ କାର୍ଯ୍ୟକ୍ରମ ହେବ । ଏହି ପେରେଡରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମହୁପାଟି ମହନିଲହ ଗାଁର ରିତିକ ରୋସନ ସାହୁ
Read More...

ଭବାନୀପାଟଣାଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଗତକାଲି କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର
Read More...

ବରିଷ୍ଠ ସାମ୍ବାଦିକଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନୁପମ ଭାରତ ଖବରକାଗଜର ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ପ୍ରତିନିଧି ତଥା ବିଶିଷ୍ଟ ଶିକ୍ଷାବିତ୍‌ କୃପାସିନ୍ଧୁ ପଣ୍ଡା (୭୨)ଙ୍କ ସୋମବାର ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ
Read More...

ନିଶା ଦ୍ରବ୍ୟ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ ଓ ପରିଚାଳନା କମିଟି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ନିଶା ଦ୍ରବ୍ୟର ବ୍ୟବହାରରେ ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ ଓ ପରିଚାଳନା କମିଟି ବୈଠକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ
Read More...

ଜିଲ୍ଲା ଓକିଲ ସଂଘ କାର୍ଯ୍ୟକାରୀ କମିଟି ଓ ନାରରିକ କମିଟିଙ୍କ ସହ ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଓକିଲ ସଂଘ ସଭାପତି ଚନ୍ଦ୍ରଧ୍ଵଜ ଜାଲଙ୍କ ସଭାପତିତ୍ୱ ଓ ସମ୍ପାଦକ ହରିହର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲା ଓକିଲ ସଂଘର କାର୍ଯ୍ୟକାରୀ କମିଟି, ନାରରିକ କମିଟି ଓ ବରଗଡ ଆରକ୍ଷୀ ଅଧୀକ୍ଷକ ସ୍ମିଥ ପି ପାରମାର
Read More...

ଜିଲ୍ଲାସ୍ତରୀୟ ସମ୍ବଲପୁରୀ ଦିନ ଓ ଶ୍ରୀଧର ଜନ୍ମ ଶତବାର୍ଷିକୀ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ କେବଳ ଭାଷା ସାହିତ୍ୟ ସଂସ୍କୃତି କିମ୍ବା ପରମ୍ପରାର ପରିଧି ମଧ୍ୟରେ ସୀମିତ ନୁହେଁ, ଏହା ସମଗ୍ର ପଶ୍ଚିମ ଓଡ଼ିଶାର ଦେଢ଼ କୋଟି ଲୋକଙ୍କ ଜୀବନ ସ୍ପନ୍ଦନ ଅଟେ ବୋଲି ଗୁରୁ ସତ୍ୟନାରାୟଣ ବହିଦାର ଓ କବି ଶ୍ରୀଧର ପ୍ରଧାନଙ୍କ ଜୟନ୍ତୀ ଅବସରରେ ଆୟୋଜିତ
Read More...

ପ୍ରେସ୍‌ କ୍ଲବର ନୂତନ କର୍ମକର୍ତ୍ତା ଚୟନ

ସଭାପତି ହେଲେ ପ୍ରଭଜିତ ସିଂ ସାଲୁଜା ଏବଂ ସଂପାଦକ ଯୁଗଲ କିଶୋର ଶବର କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ସହରର ଅଗ୍ରଣୀ ଅନୁଷ୍ଠାନ ପ୍ରେସ୍‌ କ୍ଲବର ନିର୍ବାଚନ ଶେଷ ହୋଇଯାଇଛି । ଚଳିତ ନିର୍ବାଚନରେ ସଭାପତି ପଦ ପାଇଁ ପ୍ରଭଜିତ ସିଂ ସାଲୁଜା ଏବଂ ସଂପାଦକ ପଦ
Read More...

ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା ଉଠାଣ ଅଭିଯୋଗରେ ଚାକିରିରୁ ବହିଷ୍କାର କଲେ ଜିଲ୍ଲାପାଳ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ପଞ୍ଚାୟତରେ କିଛିଦିନ ତଳେ ମୃତ ବ୍ୟକ୍ତିମାନଙ୍କ ଭତ୍ତା ଟଙ୍କା ଉଠାଣ ବିଷୟ ଜୋର ଚର୍ଚ୍ଚା ହୋଇଥିଲା । ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା ପଞ୍ଚାୟତ ଯୋଗାଣ ସହାୟକ ହେମନ୍ତ ସାହୁ ପ୍ରୋଗ୍ରାମ ଆସିଷ୍ଟାଣ୍ଟ୍ ଭାବେ ବ୍ଲକ
Read More...