Daily Archives

ଇନ୍ଦିରାନଗରପଡାରେ ଜଳୁନି ଷ୍ଟ୍ରିଟ ଲାଇଟ : ସ୍ଥାନୀୟ ଲୋକଙ୍କ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ.୨୧ ଅନ୍ତର୍ଗତ ଇନ୍ଦିରାନଗରପଡାର ମୁଖ୍ଯ ରାସ୍ତାରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଦୀର୍ଘ ୧୫ ଦିନରୁ ଅଧିକ ହେବ ଜଳୁନି । ଏଥିପାଇଁ ସ୍ଥାନୀୟ ଲୋକେ ବହୁବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ସୁଦ୍ଧା ଏହି ସମସ୍ୟାର
Read More...

ମାଧିଆପାଲି ଗ୍ରୀଡକୋରେ ସ୍ଵାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନଏସ୍‌) : ଆଜି ଦେଶବ୍ୟାପୀ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ୩୩/୧୧ କେ. ଭି ମାଧିଆପାଲି ଗ୍ରୀଡ (ଆର. ଇ. ସି. ସେକ୍ସନ, ବେହେରାପାଲି, ବଲାଙ୍ଗିର ) ପରିସରରେ ମଧ୍ୟ ୭୫ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି ।
Read More...

ଦୟାନନ୍ଦ ପ୍ଲେ ସ୍କୁଲରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନଏସ୍‌) : ଆଜି ସ୍ଥାନୀୟ ପ୍ୟାଲେସଲାଇନ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ସ୍କୁଲର ପ୍ରିନ୍ସିପାଲ ଦିବ୍ୟ ନାରାୟଣ ମିଶ୍ରଙ୍କ ପରିଚାଳନାରେ ୭୬ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲା ଜଙ୍ଗଳ ସୁରକ୍ଷା ଓ ପରିଚାଳନା ଫୋରମ୍‌ର ଅବାହାକ
Read More...

କଂଟାବାଂଜିରେ ୭୬ତମ ସ୍ୱାଧୀନତା ଦିବସ ମହାଧୁମ୍‌ଧାମ୍‌ରେ ପାଳିତ

କଂଟାବାଂଜି ବିଧାୟକଙ୍କ ଦ୍ୱାରା ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍‌ଘାଟନ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନଏସିସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ତଥା ଆଜାଦି କା ଅମୃତ ମହୋତ୍ସବ ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ ପାଳିତ ହୋଇଯାଇଛି । ଏନଏସି ଦ୍ୱାରା
Read More...

ଓଡିଶା ସାହିତ୍ୟ ଏକାଡେମୀର ଦେଶାତ୍ମବୋଧକ କବିତା ପାଠ କାର୍ଯ୍ୟକ୍ରମ

ବଲାଙ୍ଗିର ଜିଲ୍ଲାରେ ଶତାଧିକ କବି ପଢିଲେ କବିତା ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଓଡିଶା ସାହିତ୍ୟ ଏକାଡେମୀର ଏକ ଅଭିନବ କାର୍ଯ୍ୟକ୍ରମରେ ସାରା ଓଡିଶାର ବିଭିନ୍ନ ଅଞ୍ଚଳରେ ଏକା ସାଙ୍ଗରେ ଅପରାହ୍ନ ୩ଟାରେ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ
Read More...

ବଲାଙ୍ଗିର ଜିଲ୍ଲା ରାମଚନ୍ଦ୍ରପୁର ଗ୍ରାମରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ବେଶ ଉତ୍ସାହ ଉଦ୍ଦୀପନାର ସହିତ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଗ୍ରାମର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ଆରଆଇ ଅଫିସ, ଆଙ୍ଗନୱାଡ଼ି କେନ୍ଦ୍ର, ଉପ ସ୍ୱାସ୍ଥ୍ୟକେନ୍ଦ୍ର,
Read More...

ମାୟାବର୍ହା ହାଇସ୍କୁଲରେ ସ୍ୱାଧୀନତା ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହାଠାରେ ପଂଚାୟତ ହାଇସ୍କୁଲ ମାୟାବର୍ହା, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ତରଫରୁ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ମଉନାବତୀ
Read More...

ସରକାରୀ ଉଚ୍ଚ ବିଦ୍ୟାଳୟ ଭାଲେରଠାରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଭାଲେର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଗୁରୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ନାଏକ ଜାତୀୟ ପତାକା
Read More...

ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଭାରତ ବର୍ଷର ୭୬ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଭାରତ ବର୍ଷର ୭୬ତମ ସ୍ୱାଧୀନତା ଦିବସର ଅମୃତ ମହୋତ୍ସବ ମହାସମାରୋହରେ ପାଳନ କରିଛି । ବଲାଙ୍ଗିର ଏଲ୍‌ଆଇସି ଅଫିସ ପଛ ପଟେ ସୁନିଲ ଚନ୍ଦ୍ର ବିଶ୍ୱାଳ, ଏଡିସିନାଲ ଜେନେରାଲ ସେକ୍ରେଟେରୀଙ୍କ ଘର ସାମନାରେ ପତକା ଉତ୍ତୋଳନ
Read More...

ଖଦ୍ୟୋତ ଅନୁଷ୍ଠାନରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ଖଦ୍ୟୋତ ଅନୁଷ୍ଠାନଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଆକୁଳ ବେହେରା, ଉମାକାନ୍ତ ନାଥ, ଜୟରାମ ପଣ୍ଡା, ରାଜେଶ
Read More...