Daily Archives

ବିବିଏ ଓ ବିସିଏ ପରୀକ୍ଷା ଫଳ ପ୍ରକାଶିତ : ଇମ୍ପରିୟଲ କଲେଜ ଛାତ୍ରଛାତ୍ରୀଙ୍କ ସଫଳତା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ କଲେଜର ବିବିଏ ଓ ବିସିଏ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷା ଫଳରେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଇମ୍ପରିୟଲ କଲେଜକୁ ଶ୍ରେଷ୍ଠ ସ୍ଥାନ ମିଳିଛି । ଏହି କଲେଜର ଛାତ୍ର କାହ୍ନାଚରଣ ପଣ୍ଡା
Read More...

ଗ୍ରାସୀମ କମ୍ପାନୀକୁ ମିଳିଲା ଗ୍ଲୋବାଲ ଏନ୍‌ଭାରମେଣ୍ଟ ଆୱାର୍ଡ- ୨୦୨୨

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀକୁ ମିଳିଛି ୨୦୨୨ ଗ୍ଲୋବାଲ ଏନ୍‌ଭାରମେଣ୍ଟ ଆୱାର୍ଡ । ନୂଆଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଏନଏରଜି ଓ ଏନ୍‌ଭାରମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଏହି ଆୱାର୍ଡ ପ୍ରଦାନ କରାଯାଇଥିବା ବେଳେ କମ୍ପାନୀ ଏଡମିନ ଜେନେରାଲ ମ୍ୟାନେଜର
Read More...

ଗଞ୍ଜାମର ନିବେଦିତା ହେଲେ ବିଶ୍ୱବିଦ୍ୟାଳୟ ଟପ୍ପର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳୁରୁ ଜଙ୍କ୍ସନସ୍ଥିତ ବାଲିଙ୍କିଶରଣପୁର ଗ୍ରାମର ତାରିଣୀ ଶତପଥୀଙ୍କ ଝିଅ ନିବେଦିତା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ବାପା ଜଣେ କୃଷକ ଓ ମା' ଗୃହିଣୀ । ପରିବାର ସଠିକ ପରାମର୍ଶ ଓ କଠିନ ପରିଶ୍ରମ ଏବଂ ଦକ୍ଷତା ବଳରେ ଏହି
Read More...

ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇରେ ୩ ଦିନ ଛୁଟି ପାଇଁ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରମୁଖ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ୩ ଦିନ ଛୁଟି ପାଇଁ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁଙ୍କୁ ପ୍ରଦାନ କରାଯାଇଛି । ବିଶେଷ କରି
Read More...

ନିଶୁଳ୍କ ବିଉଟି କୋର୍ସ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାରୀ ଶକ୍ତି ଫାଉଣ୍ଡେସନ ଏବଂ ସାଇ ବିଉଟି ଏକାଡେମୀର ମିଳିତ ଆନୁକୂଲ୍ୟରେ ଆଜି ନିଶୁଳ୍କ ବିଉଟି କୋର୍ସ ଆରମ୍ଭ ହୋଇଯାଇଛି । ସାଇ ବିଉଟି ଏକାଡେମୀର ସତ୍ତ୍ୱାଧିକାରୀ ଶ୍ରୀମତୀ ବୀଣାରାଗିଣୀ ମହାପାତ୍ର ଏହି ବିଷୟ ପ୍ରତି ଧ୍ୟାନ ଦେଇ ସହଯୋଗ କରିଥିବାରୁ ତାଙ୍କୁ
Read More...

ପାଟଣାଗଡରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସୁଭଦ୍ରା ଭବନ ପରିସରରେ ବ୍ଲକସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କମଳକାନ୍ତ ବାରିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ପାଟଣାଗଡ଼ ବିଧାୟକ ତଥା
Read More...

ବିଲେଇସର୍ଡା ହାଇସ୍କୁଲ ତରଫରୁ ଆଲୋଚନାଚକ୍ର

“କବି ଗଙ୍ଗାଧରଙ୍କ ସୃଷ୍ଟି ଜଗତରେ ବିଚରଣ କରୁଥିବା ପ୍ରତ୍ୟେକଟି ଚରିତ୍ର ଅତି ଶୃଙ୍ଖଳାର ସହ ଚିତ୍ରିତ” ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ହାଇସ୍କୁଲ ତରଫରୁ ମାଟିର କବି ଗଙ୍ଗାଧର ଶୀର୍ଷକ ଆଲୋଚନାଚକ୍ର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପଧାନଙ୍କ
Read More...

ବରପଦନପୁରରେ ବନ୍ୟା ବିପନ୍ନଙ୍କୁ ସରକାରୀ ପଲିଥିନ୍‍ ବଣ୍ଟନ

ବାଙ୍କୀ : ବାଙ୍କୀରେ ମହାନଦୀର ବନ୍ୟା ପ୍ରଭାବରେ ବିଲିପଡ଼ା ପଞ୍ଚାୟତର ସମସ୍ତ ଗ୍ରାମ ଅଧିକ କ୍ଷତିଗ୍ରସ୍ଥ ଓ ପ୍ରଭାବିତ ହୋଇଥିଲା । ଗ୍ରାମରେ ପ୍ରତି ଘରେ ୫ରୁ ୧୦ଫୁଟ ପାଣି ଥିଲା । ୧ସପ୍ତାହ ଧରି ଗ୍ରାମବାସୀ ଜଳବନ୍ଦୀ ଜୀବନ କଟାଇଥିଲେ । ଏହି ପରିପ୍ରେକ୍ଷୀରେ ଡମପଡ଼ା ତହସିଲ ପକ୍ଷରୁ ବରପଦନପୁର
Read More...

ବିଦ୍ୟାଳୟ ଓ ଅଙ୍ଗନୱାଡି ପରିସରରେ ବୃକ୍ଷ ରୋପଣ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବାଙ୍କୀ : ଡମପଡ଼ା ବ୍ଲକ ଓଡ଼ିଶା ଜୀବିକା ମିଶନ ଶକ୍ତି ବିଭାଗ ଓ ମନରେଗା ଯୋଜନାର ମିଳିତ ସହଯୋଗରେ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ପରିସରରେ ବୃକ୍ଷ ରୋପଣ ପାଇଁ ସ୍ଥାନୀୟ ରଗଡ଼ି ବିଏସ୍‍ ନୋଡାଲ ସରକାରୀ ହାଇସ୍କୁଲ ପରିସରରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ
Read More...

ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ କଣ୍ଟାମାଳ ବ୍ଲକରେ ଭବ୍ୟ…

ବୌଦ୍ଧ, (ବଂଶୀଧର ମାଝୀ) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ଦ୍ଵିତୀୟ ଦିବସରେ କଣ୍ଟାମାଳ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ବୌଦ୍ଧ ପଂଚାୟତ ସମିତି କାର୍ଯ୍ୟାଳୟରୁ ଆଜି ବାହାରି
Read More...