pakka

ଗ୍ରାସୀମ କମ୍ପାନୀକୁ ମିଳିଲା ଗ୍ଲୋବାଲ ଏନ୍‌ଭାରମେଣ୍ଟ ଆୱାର୍ଡ- ୨୦୨୨

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀକୁ ମିଳିଛି ୨୦୨୨ ଗ୍ଲୋବାଲ ଏନ୍‌ଭାରମେଣ୍ଟ ଆୱାର୍ଡ । ନୂଆଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଏନଏରଜି ଓ ଏନ୍‌ଭାରମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଏହି ଆୱାର୍ଡ ପ୍ରଦାନ କରାଯାଇଥିବା ବେଳେ କମ୍ପାନୀ ଏଡମିନ ଜେନେରାଲ ମ୍ୟାନେଜର ରବୀନ୍ଦ୍ର କୁମାର ମହାନ୍ତି ଏବଂ ପରିବେଶ ସୁପରିଚାଳିକା ଶୁଚିସ୍ମିତା ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ସୁସ୍ଥ ପରିବେଶ ଓ ଜଳ ସଂରକ୍ଷଣ ଏବଂ କମ୍ପାନୀ ୟୁନିଟ ହେଡ଼ ଦିଗବିଜୟ ପାଣ୍ଡେଙ୍କ ଡାଇନୋମିକ ଲିଡରସିପ ଯୋଗୁଁ କମ୍ପାନୀକୁ ଏହି ସଫଳତା ମିଳିଥିବା ଡିଜିଏମ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

twenty − 12 =

error: Content is protected !!