pakka

ଗଞ୍ଜାମର ନିବେଦିତା ହେଲେ ବିଶ୍ୱବିଦ୍ୟାଳୟ ଟପ୍ପର

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳୁରୁ ଜଙ୍କ୍ସନସ୍ଥିତ ବାଲିଙ୍କିଶରଣପୁର ଗ୍ରାମର ତାରିଣୀ ଶତପଥୀଙ୍କ ଝିଅ ନିବେଦିତା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ବାପା ଜଣେ କୃଷକ ଓ ମା’ ଗୃହିଣୀ । ପରିବାର ସଠିକ ପରାମର୍ଶ ଓ କଠିନ ପରିଶ୍ରମ ଏବଂ ଦକ୍ଷତା ବଳରେ ଏହି ସଫଳତା ପାଇଥିବା କହିଛନ୍ତି ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅନର୍ସ ଛାତ୍ରୀ ନିବେଦିତା । ଭବିଷ୍ୟତରେ ଓଏସଏସରେ ସଫଳତା ହାସଲ କରି ସମାଜର ସେବା କରିବାକୁ ଲକ୍ଷ ଥିବା ସେ କହିଛନ୍ତି । ନିବେଦିତାଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

jay balangir
Leave A Reply

Your email address will not be published.

seventeen + 9 =

error: Content is protected !!