Daily Archives

ନୃସିଂହନାଥ ଇକୋଟୁରିଜମ ପରିଚାଳନା ପାଇଁ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ପାଦ ଦେଶରେ ଅବସ୍ଥିତ ଶ୍ରୀ ନୃସିଂହନାଥ ମନ୍ଦିର, ଏହାର ଅନତି ଦୂରରେ ବନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଛି ଇକୋଟୁରିଜମ ବା ପ୍ରକୃତି ନିବାସ । ଏହି ପ୍ରକୃତି ନିବାସକୁ ପରିଚାଳନା ପାଇଁ ଜର୍ଜଗଡ଼ର ବନ ସଂରକ୍ଷଣ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୪ଟି କେନ୍ଦ୍ରରେ ୧୮ରୁ ଅଧିକ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ମ୍ୟୁନିସିପାଲିଟି ସହ ଜିଲ୍ଲାର ତରଭା, ବୀରମହାରାଜପୁର ବ୍ଲକ ଅଂଚଳର ୦୪ଟି ବ୍ୟବସ୍ଥିତ ଟୀକାକେନ୍ଦ୍ରରେ ୧୮ରୁ ଅଧିକ ବୟସର ହିତାଧିକାରୀଙ୍କ ସହ ଏଚସିଡବ୍ଲୁ
Read More...

ନୂତନ ସବରେଜିଷ୍ଟ୍ରାର କାର୍ଯ୍ୟାଳୟର ଶିଳାନ୍ୟାସ

ରେଙ୍ଗାଲି : ବରଗଡ଼ ଜିଲ୍ଲା ଅତାବିରା ଏନ୍‌ଏସି ଅନ୍ତର୍ଗତ ୯ନଂ ୱାର୍ଡରେ ଥିବା ଦୀର୍ଘ ବର୍ଷର ପୁରୁଣା ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ରହିଥିଲା । ଯାହାକି ଆଜି ୬୭ ଲକ୍ଷ ୧୦ ହଜାର ୪୦୦ ସହ ଟଙ୍କା ବ୍ୟୟ ଅଟକଳରେ ନୂତନ ଭାବେ ନିର୍ମାଣ କରିବା ପାଇଁ ଶିଳାନ୍ୟାସ ହୋଇଯାଇଛି । ଏଥିରେ ସ୍ଥାନୀୟ
Read More...

ଟ୍ରକ ଧକ୍କାରେ ଲୁନା ଚାଳକ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜାମୁଝରୀ ପଞ୍ଚାୟତର ଜାମୁଝରୀ ଘାଟିରେ ଶୁକ୍ରବାର ଏକ ଟ୍ରକ ଧକ୍କାରେ ଜଣେ ଲୁନା ଚାଳକ ଗୁରୁତର ଆହତ ହୋଇଛନ୍ତି । ଖବରରୁ ଜଣାପଡିଛି ଯେ, ଲୁନା ଯୋଗେ ଅରକ୍ଷିତ ବେହେରା(୫୫) ଫୁଲବାଣୀରୁ ନିଜ ଗାଁ ଜାମୁଝରୀକୁ ଫେରୁଥିବା ସମୟରେ ଜାମୁଝରୀ
Read More...

ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ଈଶ୍ୱର ଚନ୍ଦ୍ର ନାୟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ଈଶ୍ୱର ଚନ୍ଦ୍ର ନାୟକ । ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଓଡ଼ିଶାର ଲୋକପ୍ରିୟ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ 'ଜାତୀୟ ଶିକ୍ଷକ ପୁରସ୍କାର' ପାଇବେ ବୋଲି ସୂଚନା ମିଳିଛି । ଈଶ୍ୱରଚନ୍ଦ୍ର
Read More...

କବିତା : ତିନି ପାଦରେ ସକାଳ

ରାଜୀବ କୁମାର ଷଡଙ୍ଗୀ ଦର ଆଉଜା ଆଖିପତା ତଳେଭିଜା ଭିଜା ଯେତେ ସବୁ ସ୍ୱପ୍ନକହୁ କହୁ କହିଦେଲେ,ଦେଖ୍‌ ଥରେ! ନିରୀହ ଠେକୁଆ ପରିକୁଦାମରା ସକାଳତତଲା ଭାତହାଣ୍ଡି ପରିଫୁଟୁଥିବା ଖରାବେଳଗୋରୁପଲଙ୍କ ଖୁରାରେଓହ୍ଲେଇ ଆସୁଥିବା ସଞ୍ଜବେଳକୁ । ହଁ,ଦୁଇ ଆଖି ମେଲିଲା ବେଳକୁଫେରାର
Read More...

ସ୍ୱାୟତ୍ତ ଶାସନ ଦିବସ ପାଳନ ନିମନ୍ତେ ଛତ୍ରପୁର ପରିଷଦର ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗଷ୍ଟ ୩୧ ତାରିଖରେ ସ୍ୱାୟତ୍ତ ଶାସନ ଦିବସ ପାଳନ ସୁରୁଖୁରୁରେ ସମ୍ପନ୍ନ କରାଯିବା ନିମନ୍ତେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ଜରୁରୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍.ଗଣେଶ
Read More...

ରାସ୍ତା ନିର୍ମାଣ ଓ ଗୋଚର ଜମିରୁ ଜବର ଦଖଲ ଉଚ୍ଛେଦ ଦାବୀରେ କନ୍ଧମାଳ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭାଲୁରଗାଁ, ତଳପଡା, ମାସରଗାଣ୍ଡା, ଗୋଡ଼ଗାଁ, ଗଟେଣୀ, ଜିରିସୀ, ତାରଗାବାଲି, ନାଡ଼ଗାଁ, କିରପଲା, ଘାଟିସାହି ଏବଂ ଏକଲବ୍ୟ ସ୍କୁଲକୁ ପକ୍କା ରାସ୍ତା ନଥିବାରୁ ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁଇଦିନିଆ ପେନ୍‌ସନ୍‌ ଅଦାଲତ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓ ପ୍ରଧାନ ମହାଲେଖାକାର(ଏ.ଜି) ସହଯୋଗରେ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପେନ୍‌ସନ୍‌ ଅଦାଲତ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ "ଋଷିକୂଲ୍ୟା" ସମ୍ମିଳନୀ କକ୍ଷଠାରେ ଶୁକ୍ରବାର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ.ରୁ ୧ ଜଣ, ନଅଗାଁ-ବି ଗ୍ରା.ପ.ରୁ ୧ ଜଣ, ଉପରବାହାଲ ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି
Read More...
error: Content is protected !!