Daily Archives

ମହିଳା ନିଖୋଜ ଘଟଣା : ସିକେନ୍ଦ୍ରାବାଦରୁ ଉଦ୍ଧାର, ମାଷ୍ଟର ମାଇଣ୍ଡ ମହିଳାଙ୍କ ଦୁଇ ମାମୁଁ ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିରୁଲିଗଡ଼ ଗ୍ରାମର ଜଣେ ମହିଳା ନିଖୋଜ ଥିବା ନେଇ ନିଖୋଜ ମହିଳାଙ୍କ ଶ୍ୱଶୁର ରମ୍ଭା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କେଶ ନଂ ୩୨/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲା ରମ୍ଭା ଥାନା ପୋଲିସ । ନିଖୋଜ ମହିଳା ଆନ୍ଧ୍ର ପ୍ରଦେଶର
Read More...

ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୬ରେ ବଡ଼ ଧୂମ୍‌ଧାମରେ ପାଳିତ ହୋଇଯାଇଛି ଛ'ସ୍ତରୀତମ ସ୍ୱାଧୀନତା ଦିବସ । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ, ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ସଭାପତି, ସମ୍ପାଦକ,
Read More...

ତୁର୍ଲ୍ଲା ଗାଁରେ ପାଟଣାଗଡ଼ ଅବକାରୀ ବିଭାଗର ଚଢ଼ାଉ : ୨୫୫ ଲିଟର ଦେଶୀ ମଦ ଜବତ, ୩ ଗିରଫ

ପାଟଣାଗଡ଼, (ସଦାଶିବ ସରାଫ) : ତୁର୍ଲ୍ଲା ଗାଁରେ ପାଟଣାଗଡ଼ ଅବକାରୀ ବିଭାଗ ଚଢ଼ାଉ କରି ୨୫୫ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ପାଟଣାଗଡ଼ ଅବକାରୀ ବିଭାଗ ତରଫରୁ ଖପ୍ରାଖୋଲ ଥାନା ଅନ୍ତର୍ଗତ
Read More...

ଲୋଇସିଂହା ପଞ୍ଚାୟତ ସମିତିର ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସଭାଗୃହରେ ସ୍ଥାନୀୟ ପଞ୍ଚାୟତ ସମିତିର ଦ୍ଵିତୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ
Read More...

ଭାଲୁପାଲି ଗ୍ରାମରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ଆବାଳ ବୃଦ୍ଧବନିତା ଯୋଗ ଦେଇଥିଲେ । ଗ୍ରାମର ବୟସ୍କ ବ୍ୟକ୍ତି ଯାହାଙ୍କର ବୟସ ୭୫ ବର୍ଷରୁ ଅଧିକ ତାଙ୍କ
Read More...

ରାଜ୍ୟସ୍ତରୀୟ ଯୋଗାସନ କ୍ରୀଡା ବିଚାରକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଜିଲ୍ଲାସ୍ତରୀୟ ଯୋଗାସନ କ୍ରୀଡା ପ୍ରତିଯୋଗିତା ଆରମ୍ଭ ଭୁବନେଶ୍ୱର, (ନିରୋଜ କୁମାର ପାଣୀ) : ରାଜ୍ୟ ଯେଗାସନ କ୍ରୀଡା ସଂଘ ତରଫରୁ ଆୟୋଜିତ ତ୍ରିଦିବସୀୟ ରାଜ୍ୟସ୍ତରୀୟ ଆଭାସୀ ଯୋଗାସନ କ୍ରୀଡା ବିଚାରକ ପ୍ରଶିକ୍ଷଣ ଶିବିର ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର
Read More...

ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦମାନଙ୍କୁ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତାର ଅମୃତ ମହୋତ୍ସବ, ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରଗଡ଼ର ଦିବଂଗତ ସ୍ୱାଧୀନତା ସଂଗ୍ରାମୀ ଗଂଗାଧର ସରାଫଙ୍କ ଦାୟାଦମାନଙ୍କୁ ତାଙ୍କ ଭିଏସଏସ ନଗର ସ୍ଥିତ ବାସ ଭବନରେ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା
Read More...

ଅଗଷ୍ଟ ୨୧ରେ ଆପ୍‌ର ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମ୍ମିଳନୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭୁବନେଶ୍ୱରଠାରେ ଆମ୍‌ ଆଦମୀ ପାର୍ଟିର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏହି ସମ୍ମିଳନୀରେ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ,
Read More...

ଛିନ୍ଦେଇକେଲାରେ ପାଣି ପରୀକ୍ଷା ଓ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଛିନ୍ଦେଇକେଲା ମିଶନ ଶକ୍ତି ଗୃହ ଠାରେ ସିଆର୍‌ପି, ଏମ୍‌ବିକେ ତଥା ପଞ୍ଚାୟତର ସମସ୍ତ ପ୍ରାଣୀ ମିତ୍ର, କୃଷି ମିତ୍ରଙ୍କୁ ନେଇ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ନାରୀ ନେତ୍ରୀ ହେମଲତା ସାହୁଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ବିଭିନ୍ନ ଦିଗ ଉପରେ ଆଲୋଚନା
Read More...

ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଗୌରଚନ୍ଦ୍ର ସୁନାଙ୍କ ୯ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଞ୍ଚ, ସମାଜ ସଂଗଠକ ସ୍ୱର୍ଗତ ଗୌରଚନ୍ଦ୍ର ସୁନାଙ୍କ ୯ତମ ଶ୍ରଦ୍ଧାଞ୍ଜଳି ସଭା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ପଞ୍ଚାୟତ ମାଝୀପାଲି ସ୍ଥିତ ବାସଭବନଠାରେ ଦେବାର ଛତରଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...