Daily Archives

ପାଟଣାଗଡର ବିଭିନ୍ନ ସ୍ଥାନରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡଠାରେ ବିଭିନ୍ନ ସଂଗଠନ, ପରିଷଦ ଓ ଭୂଲିଆ ସମାଜ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ସାଂସ୍କୃତିକ ପରିଷଦ ପକ୍ଷରୁ ସଭାପତି ଅରୁଣ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପରିଷଦର ସମସ୍ତ
Read More...

ନାରୀ ଶକ୍ତି ସଂଗଠନ ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାକ୍ଷୀ ଏବଂ ରାକ୍ଷୀର ମହତ୍ୱ କାହାକୁ ବା ଅଜଣା । ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦୀପ ଏବଂ ଶିଶୁ କଲ୍ୟାଣ ବିଭାଗର ଅରୁଣ ଖୁଆସଙ୍କ ଉପସ୍ଥିତିରେ ନାରୀ ଶକ୍ତିର
Read More...

ଲୋୟର ସୁକତେଲ ବୁଡି ଅଞ୍ଚଳରେ ଲୋକଙ୍କ ବିନା ସହମତିରେ ଜବରଦସ୍ତ ସର୍ଭେ କାର୍ଯ୍ୟକ୍ରମକୁ ଲୋୟର ସୁକତେଲ ସଂଗ୍ରାମ ପରିଷଦର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଡଶଙ୍କର ଡୁଙ୍ଗୁରିପାଲିଠାରେ ତା.୦୮.୦୮.୨୦୨୨ରିଖ ଦିନ ଲୋୟର ସୁକତେଲ ସଂଗ୍ରାମ ପରିଷଦ ଓ ଅଞ୍ଚଳବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଲୋୟର ସୁକତେଲ ବୁଡି ଅଞ୍ଚଳରେ ଲୋକଙ୍କ ବିନା ସହମତିରେ ୨୦୧୩ ଆଇନର ୧୧ (୧) ଧାରା ନୋଟିସ ଲଗାଇ
Read More...

ପବିତ୍ର ରକ୍ଷା ବନ୍ଧନରେ ରକ୍ତଦାନ କରି ଜଣେ ଅଚିହ୍ନା ଭଉଣୀର ଜୀବନ ବଞ୍ଚାଇଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ସୃଷ୍ଟିର ଆଦି ଅନାଦି କାଳରୁ ଭାଇ ଭଉଣୀଙ୍କ ସଂପର୍କ ଏକ ପବିତ୍ରତମ ଓ ପରିକୃଷ୍ଟ ସଂପର୍କ । ଭାରତୀୟ ଐତିହ୍ୟ, ସଂସ୍କୃତି ଓ ପରମ୍ପରାରେ ଭାଇ ଭଉଣୀ ସଂପର୍କର ସଂଜ୍ଞା ନିରୂପଣ କରୁଥିବା ଦିନଟି ହେଉଛି 'ରକ୍ଷା ବନ୍ଧନ' ବା ରାକ୍ଷୀ ପୂର୍ଣ୍ଣିମା । ରକ୍ଷା ବନ୍ଧନର
Read More...

ଯୁଗ ଯାତ୍ରୀ ସାହିତ୍ୟ ସଂସଦରେ ମେହେର ଜୟନ୍ତୀ ପାଳିତ

ଗଙ୍ଗାଧର ସାହିତ୍ୟ ଅନେକ ଦର୍ଶନର ସମ୍ଭାର ମ.ରାମପୁର, (ହେମନ୍ତ ସାହୁ) : ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ଅନେକ ଦର୍ଶନର ସମ୍ଭାର । କେବଳ ପ୍ରକୃତି ପ୍ରାଣରେ ଜୀବନ ସଞ୍ଚାର କରି ନାହାନ୍ତି କବି । ଏଥି ବ୍ୟତିରେକ ଅନେକ ଜୀବନ ଦର୍ଶନ ରହିଛି ତାଙ୍କ ସାହିତ୍ୟ ସମୂହରେ ବୋଲି ଆଜି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ରିନବଚନ ଗ୍ରା.ପ.ରୁ ୧ ଜଣ, ଆଗଲପୁର ଗ୍ରା.ପ.ରୁ ୪ ଜଣ, ବଲାଙ୍ଗିର ବ୍ଲକ ତୁଷୁରାବାହାଲ ଗ୍ରା.ପ.ରୁ ୧ ଜଣ, ବିଡିଘାଟ
Read More...

୧.୫ ଲକ୍ଷ ଡାକଘର ନେଟ୍ୱର୍କ ସହିତ ଡାକ ବିଭାଗ ଦେଶର ପ୍ରତ୍ୟେକ ନାଗରିକଙ୍କୁ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମରେ…

ଡାକ ବିଭାଗ ୧୦ ଦିନର ସ୍ୱଳ୍ପ ଅବଧି ସମୟରେ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି୪.୨ ଲକ୍ଷ ଡାକ କର୍ମଚାରୀ ଦେଶର କୋଣ ଅନୁକୋଣରେ “ହର ଘର ତ୍ରିରଙ୍ଗା” ବାର୍ତ୍ତାକୁ ଅତି ଉତ୍ସାହର ସହିତ ପ୍ରଚାର କରିଛନ୍ତି ଦିଲ୍ଲୀ, (ପିଆଇବି) : ଡାକ ବିଭାଗ ନିଜର ୧.୫ ଲକ୍ଷ ଡାକ ଘରର
Read More...

ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ରଷ୍ଟା ଓ ସୃଷ୍ଟି ଅନୁଷ୍ଠାନର ଆଲୋଚନା ଚକ୍ର

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ଦଧିବାବନ ଉଚ୍ଚ ବିଦ୍ୟାଳୟଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଗଙ୍ଗାଧର ମେହେରଙ୍କ ଜନ୍ମ ଦିନ ଅବସରରେ ଏକ ଆଲୋଚନା ଚକ୍ର ସାହିତ୍ୟିକ ଦିଲ୍ଲୀପ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଯୁବକବି ରଂଜୁ ଅମାତ ସ୍ୱାଗତ
Read More...

ଗୌଡଗୋଠ ନୀଳକଣ୍ଠ ବୋଲବମ୍‌ କମିଟି ପକ୍ଷରୁ ଜଳାଭିଷେକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠରେ ଜଗନ୍ନାଥପଡା ନୀଳକଣ୍ଠ ବୋଲବମ୍‌ ଉଦ୍‌ଯାପିତ ହୋଇଯାଇଛି । ଆଷାଢ଼ ମାସ ପୂର୍ଣ୍ଣିମାଠାରୁ ଶ୍ରାବଣ ମାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତି ସୋମବାର ମହାଦେବଙ୍କୁ ଜଳାଭିଷେକ କରାଯାଉଥିଲା । ଶ୍ରାବଣ ପୂର୍ଣ୍ଣିମା ଦିନ ରୁଗୁଡିକଟାଠାରୁ
Read More...

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା କଂଗ୍ରେସ କମିଟିର ପଦଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୁଧବାର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ଓଡିଶାରେ ପ୍ରଥମ ଲବଣ ସତ୍ୟାଗ୍ରହ ହୁମ୍ମାଠାରୁ ଆରମ୍ଭ କରିଥିଲେ । ଏହି ସ୍ମରଣୀୟ ଦିବସକୁ ଲୋକ ଜାଗରଣ
Read More...