pakka
Daily Archives

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୪୯ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୫ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର
Read More...

ଏବିଭିପି ତରଫରୁ ରକ୍ଷା ବନ୍ଧନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଜିଲ୍ଲା ତରଫରୁ ରକ୍ଷା ବନ୍ଧନ ପାଳନ କରାଯାଇଛି । ମୁଖ୍ୟତଃ ବଲାଙ୍ଗିର ଶାନ୍ତିପଡା ସ୍ଥିତ ସିଆରପିଏଫ୍‌ କ୍ୟାମ୍ପ ଓ ସୁରକ୍ଷା କର୍ମୀମାନଙ୍କୁ ବିଦ୍ୟାର୍ଥୀ ପରିଷଦ ତରଫରୁ ରାକ୍ଷୀ ବନ୍ଧା ଯାଇଥିଲା । ଏହି
Read More...

କୋସଲ ସଂଗ୍ରାମୀମାନଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନଠାରେ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଭାରତର ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରଠାରେ ଅଗଷ୍ଟ ୮ ତାରିଖରେ ଅଲଗା କୋସଲ ରାଜ୍ୟ ଓ କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବୀରେ ଦିଆଯାଇଥିବା ଧାରଣାରେ ଯୋଗ ଦେଇ କୋସଲ ସଂଗ୍ରାମୀ ମାନେ ଆଜି କୋସଲାଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଶୁଭ
Read More...

ସରକାରୀ ସୁବିଧା ଦାବୀରେ ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ମିଶନ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ସ୍କୁଲ ଛାତ୍ରଛାତ୍ରୀମାନେ ହାତରେ ପ୍ଲା କାର୍ଡ ଧରି ବିଦ୍ୟାଳୟ ମୁଖ୍ୟ ଗେଟରେ ତାଲା ପକାଇ
Read More...

ରାକ୍ଷୀ ବାନ୍ଧିଲେ ଗୀତାଞ୍ଜଳି ସିଂ ଠାକୁର

ପଦ୍ମପୁର, (ନିରୋଜ କୁମାର ପାଣୀ) : ରକ୍ଷା ବନ୍ଧନ, ଭାଇ ଭଉଣୀର ଏକ ନିଆରା ପରମ୍ପରା କେଉଁ ସମୟରୁ ଚାଳି ଆସିଛି । ରାକ୍ଷୀ ପୂର୍ଣ୍ଣମା ଦିନ ଭଉଣୀ ଭାଇକୁ ରାକ୍ଷୀ ବାନ୍ଧେ ଓ ଜୀବନ ସାରା ଭଉଣୀକୁ ସୁରକ୍ଷା ଓ ତାର ସୁଖ ଦୁଃଖରେ ଛିଡା ହେବା ପାଇଁ ଭାଇ ସଂକଳ୍ପ ନିଏ । ଆଜି ପାଇକମାଲଠାରେ ଟେମରୀ
Read More...

ଲଗାଣ ବର୍ଷାରେ ବେହାଲ ନୂଆପଡ଼ା ଜିଲ୍ଲା

ନୂଆପଡ଼ା, (ନିରାକାର ମେହେର) : ଲଗାଣ ବର୍ଷାରେ ବେହାଲ ନୂଆପଡ଼ା ଜିଲ୍ଲା । ପ୍ରବଳ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲାର ସାରାବଙ୍ଗ ନିକଟ ପାୱାରତଲା ଠାରେ ବ୍ରିଜ୍ ଭୁଶୁଡି ପଡିଛି । ଫଳରେ ୩ଟି ପଞ୍ଚାୟତର ପାଖାପାଖି ୩୦ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହା ସହ ପଡୋଶୀ ରାଜ୍ୟ ଛତିଶଗଡ଼କୁ
Read More...

ଅଘଟଣ ଘଟିବାର ତିନି ଦିନ ପରେ ମିଳିଲା ଯୁବକଙ୍କ ଶବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୂଲ୍ୟା ଜଳଗଣ୍ଡରେ ନିଖୋଜ ଯୁବକଙ୍କ ମିଳିଲା ଶବ । ଋଷିକୂଲ୍ୟା ଜଳଗଣ୍ଡରେ ବୁଡ଼ି ଭାସି ଯାଇଥିବା ଶିକ୍ଷିତ ଯୁବକ ମୀନକେତନ ମହାରଣା (୨୮) ମୃତ ବୋଲି ସାଧାରଣରେ ଜଣାପଡିଛି । ସୂଚନା ଅନୁସାରେ ମୀନକେତନ ମହାରଣା ଛତ୍ରପୁର ସହରଠାରୁ ମାତ୍ର ୧୭ କିମି
Read More...

ଉଦୟନାଥ ଫର୍ଣ୍ଣିଚର୍‌ର ମାସିକ କିସ୍ତି ଯୋଜନାର ୧୪ତମ ଲକି ଡ୍ର’ ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉଦୟନାଥ ଫର୍ଣ୍ଣିଚର୍‌ର ମାସିକ କିସ୍ତି ଯୋଜନାର ୧୪ତମ ଲକି ଡ୍ର' ଆଜି ସନ୍ଧ୍ୟାରେ ଉଠାଣ ହୋଇ ଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି କୁନିବାଳା ନାୟକ । ଏହି ଉଠାଣ କାର୍ଯ୍ୟକ୍ରମରେ ଦୁର୍ଗାଶିଷ ପଟ୍ଟନାୟକ, ରଶ୍ମିରଞ୍ଜନ ଖୁଟୁଲା, କାହ୍ନୁଚରଣ
Read More...

ଅସୀମ କରାଟେ ଏକାଡେମୀ ତରଫରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରେଲୱେ ଷ୍ଟେସନ ଛକ ସ୍ଥିତ ଅସୀମ କରାଟେ ଏକାଡେମୀରେ ଆଜି ରକ୍ଷା ବନ୍ଧନ ଉତ୍ସବ ବଡ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । କରାଟେ ସଂଗଠନର ଜିଲ୍ଲା ମୁଖ୍ୟ ଅସୀମ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏକାଡେମୀର ସମସ୍ତ ଛାତ୍ରଛାତ୍ରୀ ତଥା
Read More...

ଗଞ୍ଜାମ ଏସପିଙ୍କୁ ବ୍ରହ୍ମାକୁମାରୀ ଭଉଣୀ ବିଜୟଲକ୍ଷ୍ମୀ ରାକ୍ଷୀ ବାନ୍ଧିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏଙ୍କୁ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖାର ସଞ୍ଚାଳିକା ବିଜୟଲକ୍ଷ୍ମୀ ଭଉଣୀ ପବିତ୍ର ରକ୍ଷା ବନ୍ଧନର ମହତ୍ତ୍ଵ ବଜାୟ ସ୍ୱରୁପ ଭାଇ ବୋଲି ସମ୍ବର୍ଦ୍ଧିତ କରି ଗଞ୍ଜାମ ଏସପିଙ୍କୁ
Read More...