pakka

ଉଦୟନାଥ ଫର୍ଣ୍ଣିଚର୍‌ର ମାସିକ କିସ୍ତି ଯୋଜନାର ୧୪ତମ ଲକି ଡ୍ର’ ଉଠାଣ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉଦୟନାଥ ଫର୍ଣ୍ଣିଚର୍‌ର ମାସିକ କିସ୍ତି ଯୋଜନାର ୧୪ତମ ଲକି ଡ୍ର’ ଆଜି ସନ୍ଧ୍ୟାରେ ଉଠାଣ ହୋଇ ଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି କୁନିବାଳା ନାୟକ । ଏହି ଉଠାଣ କାର୍ଯ୍ୟକ୍ରମରେ ଦୁର୍ଗାଶିଷ ପଟ୍ଟନାୟକ, ରଶ୍ମିରଞ୍ଜନ ଖୁଟୁଲା, କାହ୍ନୁଚରଣ ପଟ୍ଟନାୟକ ତୁଳାରାମ ବଢ଼ିଆ ଓ ସୁଦାମ ଧୁବଳ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 − one =