Daily Archives

ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ଫେସନ ସୋ’ରେ ‘ସୁବର୍ଣ୍ଣା ଶ୍ରୀ’ର…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଏକାମ୍ର ହାଟରେ ଅଷ୍ଟମ ରାଜ୍ୟ ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ବୟନିକା ଦ୍ୱାରା ତା ୧୦/୦୮/୨୨ରେ ଆୟୋଜିତ ଫେସନ ସୋ'ରେ ସୁବର୍ଣ୍ଣା ଶ୍ରୀର ପ୍ରଡ୍ୟୁସର କମ୍ପାନି ଅଂଶ
Read More...

ଗଞ୍ଜାମ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘର ଜରୁରୀ ବୈଠକ

ଏଚ୍‌ଏମ୍‌ଏସ୍‌ର ନେତା ରାଜେନ୍ଦ୍ର ସିଂଙ୍କ ବିୟୋଗରେ ଶୋକ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ସଂଗଠନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ କର୍ମଚାରୀଙ୍କ ବିଭିନ୍ନ
Read More...

ବାବା ବର୍ଫାନି କାଉଡିଆ ସେବା ମଣ୍ଡଳ ବଲାଙ୍ଗିର ପକ୍ଷରୁ ବୋଲବମ୍‌ ଭକ୍ତଙ୍କୁ ସେବା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନବ ସେବା ହିଁ ମାଧବ ସେବାକୁ ପାଥେୟ କରି ବଲାଙ୍ଗିର ସହରର ବାବା ବର୍ଫାନି କାଉଡିଆ ସେବା ମଣ୍ଡଳ ପକ୍ଷରୁ ବଲାଙ୍ଗିର, ସୋନପୁର ଓ ବରଗଡ ଜିଲ୍ଲାର ବୋଲବମ୍‌ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଛି । ବାବା ବର୍ଫାନି କାଉଡିଆ ସେବା ମଣ୍ଡଳ ସଦସ୍ୟ
Read More...

ଡେଲାଙ୍ଗ-ବ୍ରହ୍ମଗିରି ରାସ୍ତା ଉପରେ ଦୁଇ ଫୁଟ ପାଣି : ଲୋକେ ହନ୍ତସନ୍ତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-ବ୍ରହ୍ମଗିରି ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି ଫଳରେ ଲୋକଙ୍କ ଗମନା ଗମନରେ ବ୍ୟାହତ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଡେଲାଙ୍ଗ ଷ୍ଟେସନ ବଜାରଠାରୁ ଇଁଦିପୁର ବଜାର ପର୍ଯ୍ୟନ୍ତ ରାସ୍ତାରେ ଦୁଇ ଫୁଟ ଉଚ୍ଚରେ
Read More...

ଚାରା ରୋପଣ ଦୁର୍ନୀତିରେ ୨ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅଭୟମୁଖୀ ରାମଚନ୍ଦ୍ରପୁର ଗ୍ରାମ ପଂଚାୟତରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ସତୁରି ଲକ୍ଷ ଟଙ୍କା ଚାରା ରୋପଣ ମହାଦୁର୍ନୀତିର ପର୍ଦ୍ଦାଫାସ ହୋଇଛି । ସବୁଜ ଡେଲାଙ୍ଗ ଟ୍ରଷ୍ଟର ସଂପାଦକ ସୋମନାଥ ସେନାପତିଙ୍କ
Read More...

ବୃକ୍ଷ ବନ୍ଧୁ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡେଙ୍ଗଠାରେ ପବିତ୍ର ରକ୍ଷା ବନ୍ଧନ ଦିବସରେ 'ବୃକ୍ଷ ବନ୍ଧୁ' କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ବିଦ୍ୟାଳୟର ଜୁନିୟର ରେଡକ୍ରସ ଓ ଅମରାବତୀ ୟୁକୋ କ୍ଲବର ମିଳିତ ଆନୁକୂଲ୍ୟରେ ହୋଇଥିବା
Read More...

ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ଜେଲରୋଡ ସ୍ଥିତ ପଦ୍ମାବତୀ ସ୍ମୃତି ସଦନଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ ପ୍ରଫେସର ଡ. ସୁବାସ ଚନ୍ଦ୍ର ଲେଙ୍କାଙ୍କ
Read More...

ପଂଜାବ ନ୍ୟାସ୍‌ନାଲ ବ୍ୟାଙ୍କ୍‌ରେ କାର୍ଯ୍ୟରତ କୃଷି ଅଧିକାରୀ ଦିବ୍ୟ ରଂଜନ ମିଶ୍ର ନିଖୋଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ବରପାଲିରେ ପଂଜାବ ନ୍ୟାସ୍‌ନାଲ ବ୍ୟାଙ୍କର ଏଗ୍ରିକଲ୍‌ଚର ମ୍ୟାନେଜର ଦିବ୍ୟ ରଂଜନ ମିଶ୍ର ନିଖୋଜ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ନିଖୋଜ ଦିବ୍ୟ ରଂଜନଙ୍କ ଘର ବଲାଙ୍ଗିର ସହରର ଶାନ୍ତିପଡାର ବୋଲି ଜଣାପଡିଛି । ତେବେ ବଲାଙ୍ଗିର ବରଗଡ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୩୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୨୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୬୮୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୧ ଜଣ
Read More...

ରକ୍ତଦାନ ମହତ ଦାନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ପାଳିତ ହେଉଛି 'ଆଜାଦୀ କା ଅମୃତ ମହୋତ୍ସବ' । ସ୍ୱାଧୀନତା ସଂଗ୍ରାମର ଇତିହାସ ଓ ସ୍ୱ।ଧୀନତା ସଂଗ୍ରାମୀମାନଙ୍କୁ ମନେ ପକେଇବା ଏହି ମହୋତ୍ସବର ଉଦ୍ଦେଶ୍ୟ । ଏହି କ୍ରମରେ ଏନ୍‌ଆଇଏଫ୍‌ଏଏ ତରଫରୁ ସାରା
Read More...