ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ରିନବଚନ ଗ୍ରା.ପ.ରୁ ୧ ଜଣ, ଆଗଲପୁର ଗ୍ରା.ପ.ରୁ ୪ ଜଣ, ବଲାଙ୍ଗିର ବ୍ଲକ ତୁଷୁରାବାହାଲ ଗ୍ରା.ପ.ରୁ ୧ ଜଣ, ବିଡିଘାଟ ଗ୍ରା.ପ.ରୁ ୧ ଜଣ, ଚୂଡାପାଲି ଗ୍ରା.ପ.ରୁ ୧ ଜଣ, ଭୁନ୍ଦିମୁହାଣ ଗ୍ରା.ପ.ରୁ ୬ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨୦, ୬ରୁ ଜଣେ ଲେଖାଏଁ, ବଙ୍ଗୋମୁଣ୍ଡା ଅଲନ୍ଦା ଗ୍ରା.ପ.ରୁ ୧ ଜଣ, ସିନ୍ଧେକେଲା ଗ୍ରା.ପ.ରୁ ୩ ଜଣ, ଦେଓଗାଁ ବ୍ଲକ ଦେଓଗାଁ ଗ୍ରା.ପ.ରୁ ୧ ଜଣ, ଗାଈବାହାଲ ଗ୍ରା.ପ.ରୁ ୧ ଜଣ, ଲୋଇସିଂହା ବ୍ଲକ ହିରାପୁର ଗ୍ରା.ପ.ରୁ ୧ ଜଣ, ଯୋଗୀସର୍ଡା ଗ୍ରା.ପ.ରୁ ୧ ଜଣ, ବୁର୍ଡା ଗ୍ରା.ପ.ରୁ ୧ ଜଣ, କୁଟେନପାଲି ଗ୍ରା.ପ.ରୁ ୨ ଜଣ, ପାଟଣାଗଡ ବ୍ଲକ ଗେର୍ଡା ଗ୍ରା.ପ.ରୁ ୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

8 + 9 =