Daily Archives

ବିଶିଷ୍ଟ ସମାଜସେବୀ ମଗନଲାଲ ଜୈନଙ୍କ ପରଲୋକ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ନିବାସୀ ବିଶିଷ୍ଟ ସମାଜସେବୀ ମଗନଲାଲ ଜୈନ(୮୫)ଙ୍କର ଆଜି ପରଲୋକ ହୋଇଯାଇଛି । ସେ ଅସୁସ୍ଥତା ଅନୁଭବ କରିବାରୁ ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ଡାକ୍ତରଖାନା ନିଆଯାଇଥିଲା । ସେଠାରୁ ରାୟପୁରକୁ ନିଆଯାଉଥିବା
Read More...

ଯୁବ ସ୍ୱାଭିମାନ ଦିବସରେ ବିଦ୍ୟୁତ କର୍ମଚାରୀଙ୍କ ରକ୍ତଦାନ

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଯୁବ ସ୍ୱାଭିମାନ ଦିବସ ଉପଲକ୍ଷେ ବଲାଙ୍ଗିରରେ ସମ୍ବାଦ ଆମ ଓଡିଶା ତରଫରୁ ମେଗା ରକ୍ତଦାନ ଶିବିର ଜିଲ୍ଲା ସାମ୍ବାଦିକ ଭବନଠାରେ ଆୟୋଜିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସଂଗଠନର କର୍ମଚାରୀମାନେ ରକ୍ତଦାନ କରିଥିଲେ । ପବିତ୍ର ଖୁଣ୍ଟିଆଙ୍କ
Read More...

ବାଇକ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା : ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ପାଣିଛତ୍ର ଅଭର ବ୍ରିଜ ଉପରେ ବାଇକ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଭୀମସାରକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଉଭୟ ବରଗଡ଼ ବ୍ଲକ ପୋଢ଼ପାଲି ଗ୍ରାମର ଅଟନ୍ତି । ମୃତକଙ୍କ ନାମ ହେଲା ମହିତ
Read More...

ମ.ରାମପୁର ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ମ.ରାମପୁରରେ ଜନ୍ମାଷ୍ଟମୀ ଉତ୍ସବ ବିଧିମତେ ପାଳନ ହୋଇଯାଇଛି । ଅତିଥି ଭାବେ ଵ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଦିଵ୍ୟ ରଞ୍ଜନ ଲେଙ୍କା ଓ ତାଙ୍କ ଧର୍ମ ପତ୍ନୀ ଅନ୍ୱେଷା ସ୍ୱାଇଁ, ସଭାପତି ଭାବେ ଅଶ୍ୱିନୀ ପଣ୍ଡା, ଉପସଭାପତି ଭାବେ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୪୮ଟି କେନ୍ଦ୍ରରେ ୧୮ରୁ ଅଧିକ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୋନପୁର ମ୍ୟୁନିସିପାଲିଟି ସହ ଜିଲ୍ଲାର ସମସ୍ତ ବ୍ଲକ ଅଂଚଳର ୪୮ଟି ବ୍ୟବସ୍ଥିତ ଟୀକା କେନ୍ଦ୍ରରେ ୧୮ରୁ ଅଧିକ ବୟସର ହିତାଧିକାରୀଙ୍କ ସହ ଏଚ୍‌ସିଡବ୍ଲୁ/ଏଫ୍‌ଏଲ୍‌ଡବ୍ଲୁ
Read More...

ବ୍ରହ୍ମକୁମାରୀ ଛତ୍ରପୁର ଶାଖାପକ୍ଷରୁ ଜନ୍ମାଷ୍ଟମୀ ପାଳିତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ପକ୍ଷରୁ ଆୟୋଜିତ ପବିତ୍ର ଜନ୍ମାଷ୍ଟମୀ ସମାରୋହରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ ଯୋଗଦେଇ ଓଁଶାନ୍ତି ଧ୍ୱନିରେ ସନ୍ତୋଷ ଲାଭ କରିଛନ୍ତି । ପ୍ରଥମେ ବ୍ରହ୍ମବାବାଙ୍କ ସାଧନା
Read More...

ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ପାଳନ

ଗାଇସିଲାଟ, (ଦିଲ୍ଲିପ ସରାପ) : ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ପତଞ୍ଜଳି ଜିଲ୍ଲା ପ୍ରଭାରୀ ନବୀନ କୁମାର ତ୍ରିପାଠୀ ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଶକୁନ୍ତଳା ତ୍ରିପାଠୀ
Read More...

ଛତ୍ରପୁର ଶିଶୁ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସାମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମହାସମାରୋହରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଠ ସଂସ୍କୃତ ପଣ୍ଡିତ କୈଳାସ ଚନ୍ଦ୍ର ଶତପଥୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ସମ୍ଭାରରେ ମନୋରଞ୍ଜନ ଦାଶ ଏବଂ
Read More...

ଟ୍ଵିଟର ଗାର୍ଲଙ୍କ କମାଲ : ମରାମତି ହେବ ପୁଟକାରୁ ନୂଆପଡା ରାସ୍ତା, ଉପକୃତ ହେବେ ଅଞ୍ଚଳବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକରୁ ସରାଇପାଲି ଯିବା ରାସ୍ତା ମରଣଜନ୍ତା ପାଲଟିଛି, ପୁଟୁକାରୁ ନୂଆପଡ଼ା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଛି, ଯାହା ଫଳରେ ଲୋକେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । କିନ୍ତୁ ଟ୍ଵିଟର ଗାର୍ଲ ଦୀପା ବାରିକଙ୍କ
Read More...

ଯାଦବ ଭବନରେ ଜନ୍ମାଷ୍ଟମୀ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ସମାଜ ଆନୁକୁଲ୍ୟରେ ଯାଦବ ଭବନ ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ନୀତି ନିର୍ଘଣ୍ଟ ରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଭଗବାନ ଶ୍ରୀକୃଷ୍ଣଲୀଳା ପଠନ କରାଯାଇଥିଲା । ଏହି ଅବସରରେ ଦୁଇ ଦିନ ବ୍ୟାପି ନନ୍ଦ ଉତ୍ସବ ଯାଦବ
Read More...