Daily Archives

ପୁରା ଉଁଆସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟଠାରେ ଆଜି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ପୁରା ଉଁଆସ (ସପ୍ତପୁରୀ ଅମାବାସ୍ୟା) ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା କଳ୍ପନା ମାଝୀ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ
Read More...

ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଁଖାଇ’ ତିହାର ଉପଲକ୍ଷେ ସରକାରୀ ୩ ଦିନିଆ ଛୁଟି ଘୋଷଣା ପାଇଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ଗଣପର୍ବ 'ନୂଆଁଖାଇ' ତିହାର ଉପଲକ୍ଷେ ସରକାରୀ ୩ ଦିନିଆ ଛୁଟି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବଲାଙ୍ଗିର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ । ତେବେ ଏହି ଛୁଟି ପାଇଁ ସାରା ପଶ୍ଚିମ ଓଡ଼ିଶାବାସୀ ଦାବୀ କରିଥିବା
Read More...

ବିଜାଖମନ ସ୍ଥିତ ବର୍ଜ୍ୟବସ୍ତୁ ବିଶୋଧନାଗାର କେନ୍ଦ୍ରର କାର୍ଯ୍ୟ ତଦାରଖ କଲେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ବିଜାଖମନ ସ୍ଥିତ ବର୍ଜ୍ୟବସ୍ତୁ ବିଶୋଧନାଗାର କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା ଲିକାସାହୁ । ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ପରିଦର୍ଶନ କରି ବିଶୋଧନ କେନ୍ଦ୍ରରେ ଥିବା କାର୍ଯ୍ୟଗୁଡ଼ିକର ତଦାରଖ କରିଥିବା ସହ ସମସ୍ୟା
Read More...

ବିଦ୍ୟାଳୟର ‘ବାଳସଭା’କୁ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲସ୍ଥିତ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ବିଜେପୁର ବ୍ଲକ ଶିକ୍ଷା ଅଧିକାରୀ ସୁରେଶ କୁମାର ରାଉତ ରାୟ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ସାହୁ ପରିଦର୍ଶନ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୫ରୁ ୨ ଜଣ, ବେଲପଡା ବ୍ଲକ ମାନ୍ଦଲ ଗ୍ରା.ପ.ରୁ ୧ ଜଣ, ଦେଓଗାଁ ବ୍ଲକ ଉଡାର ଗ୍ରା.ପ.ରୁ ୧ ଜଣ,
Read More...

ଦୁମଦୁମୀ ଗ୍ରାମରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଟେନପାଲି ପଞ୍ଚାୟତର ଦୁମଦୁମୀ ଗ୍ରାମରେ ଏସ୍‌ଏସ୍‌ଇପିଡି ଓଡିଶା ସରକାର ତରଫରୁ ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଜରିଆରେ ଗ୍ରାମର ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିରର ବ୍ୟବସ୍ଥା କରାଯାଇଥିଲା
Read More...

ନୂତନ ପେନ୍‌ସନ୍‌ ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ସାଙ୍ଗଠାନିକ ସଭା ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ୍ ସ୍ତରୀୟ ନୂତନ ପେନ୍‌ସନ୍‌ ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ଏକ ସାଂଗଠାନିକ ବୈଠକ ଅରୁଣ କୁମାର ତ୍ରିପାଠୀ, ମଣି କୁମ୍ଭାର ତଥା ଲାଲଚନ ବଗର୍ତ୍ତୀଙ୍କ ଆହ୍ୱାନରେ ସ୍ଥାନୀୟ ବାଳକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ବ୍ଲକ୍
Read More...

ସାପ୍ତାହିକ ବଜାର କାଦୁଅ ପଚ୍‌ପଚ୍‌, ନିରବଦ୍ରଷ୍ଟା ସାଜିଛି ପାଇକମାଲ ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଐତିହାସିକ ନୃସିଂହାନାଥ ମନ୍ଦିର ତଥା ତୀର୍ଥସ୍ଥଳୀ ପାଇଁ ବିଶ୍ୱ ପ୍ରସିଦ୍ଧ କିନ୍ତୁ ଏସବୁ ସତ୍ତ୍ୱେ ପାଇକମାଲ ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ପାଇକମାଲ ସହର ତଥା ଅନ୍ୟାନ୍ୟ ଜାଗା ଆବର୍ଜନାମୟ ହୋଇ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୩୭ଟି କେନ୍ଦ୍ରରେ ୧୮ରୁ ଅଧିକ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲିରେ ସୋନପୁର ମ୍ୟୁନିସିପାଲିଟି ସହ ଜିଲ୍ଲାର ବିନିକା, ବୀରମହାରାଜପୁର, ଡୁଙ୍ଗୁରିପାଲି, ସୋନପୁର, ଉଲୁଣ୍ଡା ବ୍ଲକ ଅଂଚଳର ୩୭ଟି ବ୍ୟବସ୍ଥିତ ଟୀକାକେନ୍ଦ୍ରରେ ୧୮ରୁ ଅଧିକ
Read More...

ନୂଆଁଖାଇ ପାଇଁ ମା’ଙ୍କ ପୀଠରେ ପହଞ୍ଚିଲା ନୂଆ ଧାନ

ସମ୍ବଲପୁର : ପଶ୍ଚିମ ଓଡିଶାର ଅଧିଷ୍ଟାତ୍ରୀ ଦେବୀ ମା' ସମଲେଶ୍ୱରୀ ପୀଠକୁ ପହଞ୍ଚିଲା ନୂଆଁଖାଇ ପାଇଁ ସରିଆ ଧାନ । ସହର ନିକଟସ୍ଥ ବଲବସପୁର ଗ୍ରାମର ସୁବାଷ ବେହେରା ପ୍ରତି ବର୍ଷ ଏହି ଧାନ ଏକ ସ୍ୱତନ୍ତ୍ର ବିଲରେ ରୋପଣ କରିଥାନ୍ତି । ଯାହାକି ୬୦ ଦିନ ମଧ୍ୟରେ ହୋଇଥାଏ । ଉକ୍ତ ଧାନକୁ ଶ୍ରୀ
Read More...