Daily Archives

ଶ୍ରାବଣ ମାସର ଶେଷ ସୋମବାରରେ ମହାଦେବଙ୍କ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଭିଡ଼ : ଦର୍ଶନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲର ସୋମେଶ୍ୱର ମହାଦେବ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଜଳାଭିଷେକ ଅନୁଷ୍ଠିତ ହୋଇଥିଲା । ଗତ ଦୁଇବର୍ଷ ଧରି
Read More...

ପାଟଣାଗଡ ବିଜ୍ଞାପିତ ପରିଷଦର ଅହେତୁକ ଦୋକାନ ଗୃହ ଭଡ଼ା ବୃଦ୍ଧି ନିଷ୍ପତ୍ତିକୁ ନେଇ ବଣିକ ସଂଘ ପକ୍ଷରୁ ବିରୋଧ : ଏନଏସି…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଜ୍ଞାପିତ ପରିଷଦ ପକ୍ଷରୁ ଦୋକାନ ଗୃହର ଅହେତୁକ ଭଡା ବୃଦ୍ଧିକୁ ପାଟଣାଗଡ଼ ବ୍ୟବସାୟୀ ସଂଘର ବିରୋଧ କରିଛି । ବିଜ୍ଞାପିତ ପରିଷଦର ମନମୁଖୀ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ସଂଘ ପକ୍ଷରୁ ଏକ ଦାବୀପତ୍ର ଏନ୍ଏସି ଅଧ୍ୟକ୍ଷାଙ୍କୁ ପ୍ରଦାନ କରିବାକୁ
Read More...

ମହର୍ଷି ବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟର ସପ୍ତମ ପ୍ରତିଷ୍ଠା ଦିବସ ପାଳିତ : କଲେଜ କ୍ୟାମ୍ପସ ‘ଗୋବିନ୍ଦ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମେଣ୍ଡା ସ୍ଥିତ ମହର୍ଷି ବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟର ଆଜି ସପ୍ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।କଲେଜର ପରିଚାଳନା କମିଟି ସଭାପତି ବାଳ ଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ବିଶିଷ୍ଟ ଐତିହାସିକ,
Read More...

ଶ୍ରାବଣର ଶେଷ ସୋମବାର : ରାସ୍ତାରେ ଗଡି ଗଡି ମନ୍ଦିରରେ ପହଞ୍ଚିଲେ କାଉଡିଆ

ନୂଆପଡା, (ନିରାକାର ମେହେର) : ଆଜି ଶ୍ରାବଣ ମାସର ଶେଷ ସୋମବାର । ଚଳଚଞ୍ଚଳ ନୂଆପଡା ଜିଲ୍ଲାର ସମସ୍ତ ଶୈବପୀଠ । ନୂଆପଡା କାପସି ଗାଁରେ କାଉଡିଆମାନେ ରାସ୍ତାରେ ଗଡିଗଡି ମନ୍ଦିରରେ ପହଞ୍ଚିଛନ୍ତି । ଶେଷ ସୋମବାରରେ ମହାଦେବଙ୍କ ମନ୍ଦିରରେ ଜଳାଭିଷେକ କରିବା ପାଇଁ ଲାଗିଥିଲା କାଉଡିଆଙ୍କ ଭିଡ ।
Read More...

ଦେବାଳୟ ସୁରକ୍ଷା କମିଟିର ୫ ଦଫା ଦାବୀପତ୍ର ପ୍ରଦାନ

ନୂଆଁଖାଇ ଉପଲକ୍ଷେ ମନ୍ଦିରମାନଙ୍କୁ ରଙ୍ଗ ଏବଂ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରାଯାଉ : ଦେବାଳୟ ସୁରକ୍ଷା କମିଟି ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ମା’ ସମଲେଶ୍ୱରୀ ମନ୍ଦିର ଓ ମା’ ପାଟଣେଶ୍ୱରୀ ମନ୍ଦିରର ସାଜସଜ୍ଜା, ରଙ୍ଗ ଦେବା ଏବଂ
Read More...

୧୪ ଅଗଷ୍ଟରେ ରେଳ ରୋକ : ରାଜବୋଡାସମ୍ବର କୃଷକ ସଂଗଠନ ଦେଲା ଚେତାବନୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଫସଲ ବୀମା ବିଳମ୍ବ, ସମସ୍ତ ଚାଷୀ ଗୃହୀତ ହୋଇନଥିବା, ଯେଉଁ ପଞ୍ଚାୟତ ବୀମା ପାଇଛନ୍ତି ସେମାନଙ୍କୁ ଠିକ ଭାବରେ କ୍ଷତିପୂରଣ ନ ଦେବା ପ୍ରତିବାଦରେ ଆସନ୍ତା ୧୪ ତାରିଖ ସକାଳ ୧୦ରୁ ବରଗଡ଼ ରେଳ ଷ୍ଟେସନଠାରେ ରେଳ ରୋକ୍‌ ଆନ୍ଦୋଳନ କରାଯିବାକୁ ରାଜବୋଡାସମ୍ବର
Read More...

ଦେଓଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁ‌ଷ୍ଠିତ ହୋଇଯାଇଛି । ଦେଓଗାଁ ପଞ୍ଚାୟତ ସମିତି ବାଳିକା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରଦୀପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ
Read More...

କଟକଠାରେ ‘ପ୍ରଜାତନ୍ତ୍ର ଅମୃତ ଉତ୍ସବ’ର ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ଆଗାମୀ ଦିନରେ ମୁଁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛି - ଅମିତ ଶାହ‘ପ୍ରଜାତନ୍ତ୍ର’ ଓଡ଼ିଆ ଜନଜୀବନ ଓ ଜନ ଆକାଂକ୍ଷାର ସଠିକ୍ ଦର୍ପଣ-ଧର୍ମେନ୍ଦ୍ର ପ୍ରଧାନ• ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଲିଙ୍ଗରାଜ ମନ୍ଦିର ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ• ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର
Read More...

ଡାଇରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ବିଦ୍ୟାଳୟଠାରେ ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ଡାଇରିଆ ନିରାକରଣ ଉପଲକ୍ଷେ ଏକ ଜନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଜାଣ୍ଡାଳ ମିଶ୍ରଙ୍କ ସଭାପତିତ୍ୱରେ
Read More...

କାଉଡିଆଙ୍କ ସେବା ପାଇଁ ଭୋଳା ଶଙ୍କର ସେବା ସମ୍ମାନ ୨୦୨୨ ପ୍ରଦାନ

କଟକ, (ସସ୍ମିତା ପ୍ରଧାନ) : ବାବା ଧବଳେଶ୍ଵର ସାରସ୍ୱତ ପରିଷଦ ତରଫରୁ ଭୋଳା ଶଙ୍କର ସେବା ସମ୍ମାନ, ଭୋଳା ଶଙ୍କର ସାହିତ୍ୟ ସମ୍ମାନ ଏବଂ ଭୋଳା ଶଙ୍କର ସଙ୍ଗୀତ ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି । ଆଠଟି ଅନୁଷ୍ଠାନର ସଭାପତି ଏବଂ ସମ୍ପାଦକଙ୍କୁ ଧବଳେଶ୍ଵର ଘାଟଠାରେ ହଜାର ହଜାର କାଉଡ଼ିଆଙ୍କ
Read More...