Daily Archives

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ "ଆଜାଦୀ କା ଅମୃତ ମହୋତ୍ସବ' ପାଳନ କରାଯାଇଛି । ଏହି ଅବସରରେ ଏକ ରୋଡ଼ ସୋ ଆୟୋଜିତ ହୋଇଥିଲା । ଏଥିରେ ଢେଙ୍କାନାଳ ମୁଖ୍ୟ ଶାଖା, ଢେଙ୍କାନାଳ ବଜାର ଶାଖା, ମହିଷପାଟ କୃଷି ବିକାଶ ଶାଖା, କୋର୍ଟ ଏରିଆ ଶାଖା ତଥା ଏସବିଆଇ
Read More...

ବରକେରାରେ ଆନ୍ତର୍ଜାତୀୟ ହାତୀ ଦିବସ ପାଳିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ପରିବେଶ କର୍ମୀ ମିଟୁ କିଶୋର ପ୍ରଧାନଙ୍କ ଦ୍ୱାରା ଆନ୍ତର୍ଜାତୀୟ ହାତୀ ଦିବସ ପାଳିତ ହୋଇଯାଇଛି । ଏଥିପାଇଁ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ
Read More...

ଷ୍ଟ୍ରିଟ ଲାଇଟ୍‌ ବ୍ୟବସ୍ଥା ଦାବୀରେ ଏନ୍‌ଏସି ଘେରାଓ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ୱାଡର଼୍ ନଂ ୧ ଭାଟିଶାଳପଡ଼ାବାସୀଙ୍କ ପାଇଁ ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥା ଦାବୀରେ ଆଜି ଜନମଞ୍ଚ ସିଭିଲ ସୋସାଇଟିର ସଭାପତି ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ଆଜି ସଂନ୍ଧ୍ୟା ୫ ଘଣ୍ଟା ସମୟରେ ଶତାଧିକ ମହିଳା ପୁରୁଷ
Read More...

ଏକତା ଗୃପର ବାଳସୁଧାର ଗୃହରେ ରାକ୍ଷୀ ବନ୍ଧନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସାମାଜିକ ଅନୁଷ୍ଠାନ ଏକତା ଗୃପ ତରଫରୁ ଟିସ୍କୋ କ୍ବାରୀ ସାଇଡିଂରେ ଥିବା ବାଳସୁଧାର ଗୃହଠାରେ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକତା ଗୃପର ସଭାପତି ବସୁମତୀ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସାଧାରଣ
Read More...

ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ତାଙ୍କ ଜନ୍ମ ମାଟି ତଥା କବି କୁଟୀର, ବରପାଲିରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ
Read More...

ସୁକ୍ଷାତି ସୂକ୍ଷ୍ମ ପ୍ରାକୃତିକ ସୌନ୍ଦର୍ଯ୍ୟବୋଧ ମେହେର ସାହିତ୍ୟକୁ ରୁଦ୍ଧିମନ୍ତ କରିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଙ୍ଗାଧର ସାହିତ୍ୟ ଅତି ସୁକ୍ଷାତି ସୂକ୍ଷ୍ମ ବସ୍ତୁର ସୌନ୍ଦର୍ଯ୍ୟର ବର୍ଣ୍ଣନା କରାଯାଇଛି । ଯେଉଁଠି ସାହିତ୍ୟ ତାର ଉଚ୍ଚତମ ସୋପାନକୁ ଛୁଇଁଛି । ଗଙ୍ଗାଧରଙ୍କ ସାହିତ୍ୟ ଓଡିଆ ଭାଷାରେ ଏକ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ ରହିଛି । ଏପରି ନିର୍ମଳ ସୂଚିମନ୍ତ
Read More...

ପାଇକମାଲରେ ଭବ୍ୟ ତ୍ରିରଙ୍ଗା ଯାତ୍ରା : ପରିକ୍ରମାରେ ୧୦୦ ମିଟର ବିଶ୍ୱ ତ୍ରିରଙ୍ଗା ପତାକା

ପଦ୍ମପୁର, (ନିରୋଜ କୁମାର ପାଣୀ) : ୭୫ତମ ଭାରତର ସ୍ୱାଧୀନତା ଦିବସ ଉପଲେକ୍ଷ ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇକମାଲ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ଡିଙ୍କ ନେତୃତ୍ୱରେ
Read More...

ମାଣ୍ଡୋସିଲ ପଞ୍ଚାୟତଠାରେ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ତ୍ରିରଙ୍ଗା ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତଠାରେ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ତ୍ରିରଙ୍ଗା ଶୋଭାଯାତ୍ରା ସମାଜସେବୀ ଲଲିତ ଜଗତଙ୍କ ନେତୃତ୍ଵରେ ଏବଂ ପଞ୍ଚାୟତ ସରପଞ୍ଚ ଓମ୍ ପ୍ରକାଶ ନାୟକଙ୍କ ତତ୍ତ୍ଵାବଧାନରେ ତ୍ରିରଙ୍ଗା ଶୋଭାଯାତ୍ରା
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ.ରୁ ୧ ଜଣ, ବୁଦୁଲା ଗ୍ରା.ପ.ରୁ ୧ ଜଣ, ଝରଣୀପାଲି ଗ୍ରା.ପ.ରୁ ୧ ଜଣ, ନୁନିଆପାଲି ଗ୍ରା.ପ.ରୁ ୧ ଜଣ,
Read More...

ଶେଷ ଶ୍ରାବଣ ପୂର୍ଣ୍ଣିମାରେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା ତଥା ଭାଗବତ ଟୁଙ୍ଗି ପୁରାଣ ପାଠ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ରାଣୀପୁର ଝରିଆଲ୍ ଶେଷ ଶ୍ରାବଣ ପୂର୍ଣ୍ଣିମାରେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା ତଥା ଭାଗବତ ଟୁଙ୍ଗି ପୁରାଣ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁଇବାହାଲ ଜଗନ୍ନାଥ ଭାଗବତ ଟୁଙ୍ଗିର ୧୫ ଜଣ ଭକ୍ତ ଓ ସେବାୟତଙ୍କ ଦ୍ଵାରା ପୁରାଣ ପାଠ ଓ
Read More...