pakka

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ.ରୁ ୧ ଜଣ, ବୁଦୁଲା ଗ୍ରା.ପ.ରୁ ୧ ଜଣ, ଝରଣୀପାଲି ଗ୍ରା.ପ.ରୁ ୧ ଜଣ, ନୁନିଆପାଲି ଗ୍ରା.ପ.ରୁ ୧ ଜଣ, ବାବୁଫାସଡ ଗ୍ରା.ପ.ରୁ ୨ ଜଣ, ବଡଟିକା ଗ୍ରା.ପ.ରୁ ୨ ଜଣ, ବଲାଙ୍ଗିର ବ୍ଲକ ଖୁଣ୍ଟପାଲି ଗ୍ରା.ପ.ରୁ ୧ ଜଣ, ବରପୁଡୁଗିଆ ଗ୍ରା.ପ.ରୁ ୧ ଜଣ, ଭୁନ୍ଦିମୁହାଣ ଗ୍ରା.ପ.ରୁ ୧ ଜଣ, ତୁଷୁରାବାହାଲ ଗ୍ରା.ପ.ରୁ ୧ ଜଣ, ସକମା ଗ୍ରା.ପ.ରୁ ୧ ଜଣ, ବଙ୍ଗୋମୁଣ୍ଡା ଝରିଆଲ ଗ୍ରା.ପ.ରୁ ୧ ଜଣ, ଗୁଡଭେଲା ବ୍ଲକ ଦେଉଲଗୁଡି ଗ୍ରା.ପ.ରୁ ୧ ଜଣ, ଗୁଡଭେଲା ଗ୍ରା.ପ.ରୁ ୨ ଜଣ, ଲୋଇସିଂହା ବ୍ଲକ ଲୋଇସିଂହା ଗ୍ରା.ପ.ରୁ ୧ ଜଣ, ହୀରାପୁର ଗ୍ରା.ପ.ରୁ ୨ ଜଣ, ପାଟଣାଗଡ ବ୍ଲକ ଫଟାମୁଣ୍ଡା ଗ୍ରା.ପ.ରୁ ୧ ଜଣ, ଖୁର୍ସେଲ ଗ୍ରା.ପ.ରୁ ୧ ଜଣ, ଘଷିଏନ୍‌ ଗ୍ରା.ପ.ରୁ ୧ ଜଣ, ଯୋଗୀମୁଣ୍ଡା ଗ୍ରା.ପ.ରୁ ୧ ଜଣ, ତମିଆଁ ଗ୍ରା.ପ.ରୁ ୨ ଜଣ, ସଇଁତଲା ବ୍ଲକ ବେଲଗାଁ ଗ୍ରା.ପ.ରୁ ୧ ଜଣ, ଡୁଙ୍ଗୁରିପାଲି ଗ୍ରା.ପ.ରୁ ୧ ଜଣ, ସଇଁତଲା ଗ୍ରା.ପ.ରୁ ୧ ଜଣ, କେରମେଲି ଗ୍ରା.ପ.ରୁ ୧ ଜଣ, କଁସର ଗ୍ରା.ପ.ରୁ ୧ ଜଣ, ଟିଟିଲାଗଡ ବ୍ଲକ କତରକେଲା ଗ୍ରା.ପ.ରୁ ୧ ଜଣ, ନରେନ ଗ୍ରା.ପ.ରୁ ୧ ଜଣ, ସିଲୁଆଁ ଗ୍ରା.ପ.ରୁ ୧ ଜଣ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନଂ ୧୫ ଓ ୧୪ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

five + eighteen =