Daily Archives

ବରଗଡ ନୃସିଂହନାଥ ମନ୍ଦିରରେ ରାଜ୍ୟସ୍ତରୀୟ ଯୁବ କଂଗ୍ରେସର ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ପୀଠ ନୃସିଂହନାଥ ଠାରେ ରାଜ୍ୟସ୍ତରୀୟ ଯୁବ କଂଗ୍ରେସର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ଯୁବ କଂଗ୍ରେସର ପ୍ରାୟ ଦୁଇ ଶହ ପଦାଧିକାରୀ ସହିତ ଏହି ଶିବିର ପୂର୍ବତନ ବିଧାୟକ ସତ୍ୟଭୂଷଣ
Read More...

ନବଜାତ ଶିଶୁ କନ୍ୟା ଉଦ୍ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ସନ୍ନିକଟ କେନାଲ ବନ୍ଧ ପାର୍ଶ୍ଵରେ ପଡିଥିବା ଏକ ନବଜାତ ଶିଶୁ କନ୍ୟାକୁ ସେଠାରେ ଫୁଟବଲ ଖେଳୁଥିବା ପିଲାମାନେ ଉଦ୍ଧାର କରିଥିଲେ । ଖବର ପାଇ ସ୍ଥାନୀୟ ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀ
Read More...

ଇମ୍ପରିୟଲ କଲେଜ ପକ୍ଷରୁ ନାଟକ ବଡମା ପ୍ରଦର୍ଶିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମିନି ଷ୍ଟାଡିୟମଠାରେ ଅହିଂସା ରଥକୁ ସ୍ୱାଗତ କରିବା ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇମ୍ପରିୟଲ କଲେଜର ଛାତ୍ରଛାତ୍ରୀମାନେ ନାଟକ ପ୍ରଦର୍ଶିତ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ମୋହନ ସାହୁଙ୍କ ଲିଖିତ ଓ ମନୋରଜଂନ ସାହୁଙ୍କ ନିର୍ଦ୍ଦେଶୀତ ଏହି
Read More...

ଜାବ ଓ ବିଶ୍ୱେଶ୍ୱର ବାବା ମନ୍ଦିର କମିଟି ପକ୍ଷରୁ ସରଣ୍ଡା ମନ୍ଦିର ପ୍ରାଙ୍ଗଣରେ ସାମାଜିକ ବନୀକରଣ

ପୁରାତନ କୀର୍ତ୍ତିରାଜିର ସଂରକ୍ଷଣ ଆମର କର୍ତ୍ତବ୍ୟ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ସରଣ୍ଡା ସ୍ଥିତି ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବା ଶୈବପୀଠରେ ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ୍‌ ବରଗଡ (ଜାବ) ଓ ମନ୍ଦିର ପରିଚାଳନା କମିଟିର ମିଳିତ ଉଦ୍ୟମରେ ମନ୍ଦିର ପରିସରରେ
Read More...

ନିଷ୍ଠା ପରିବାର, ତୋରେଶ୍ୱରୀ ଯୁବ କ୍ରୀଡ଼ା ଓ ସାଂସ୍କୃତିକ ପରିଷଦ ତୋରାର ମିଳିତ ପ୍ରୟାସରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ଓ ତୋରେଶ୍ୱରୀ ଯୁବ କ୍ରୀଡ଼ା ପରିଷଦ, ତୋରାର ମିଳିତ ପ୍ରୟାସରେ ତୋରା ଗ୍ରାମଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜିତ ହୋଇଥିଲା । ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ମୋଟ ୩୦ ୟୁନିଟ୍
Read More...

ଶେଖ ଅସଗର ବରଗଡ ସୁନ୍ନି ବରେଲୱି ଜାମା ମସଜିଦ କମିଟି ଅଧ୍ୟକ୍ଷ ଭାବେ ମନୋନୀତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସୁନ୍ନି ବରେଲୱି ଜାମା ମସଜିଦ କମିଟି ନୂତନ ସଭାପତି ଭାବରେ ଶେଖ ଅସଗର (କାଲୱା)ଙ୍କୁ ମନୋନୀତ କରାଯାଇଛି । କିଛି ବ୍ୟକ୍ତିଗତ ସମସ୍ୟା ହେତୁ ପୂର୍ବତନ ସଭାପତି ଅବଦୁଲ ଇବ୍ରାହିମ ବୁଧବାର ଇସ୍ତଫା ଦେଇଥିଲେ, ଏହା ପରେ ଶୁକ୍ରବାର ଦିନ ସୁନ୍ନି ବରେଲୱି ଜାମା
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ମନହୀରା ଗ୍ରା.ପ.ରୁ ୧ ଜଣ, ଦେଓଗାଁ ବ୍ଲକ ଡୁମେରପିଟା ଗ୍ରା.ପ.ରୁ ୧ ଜଣ,
Read More...

କଂଗ୍ରେସରେ ଯୋଗ ଦେଲେ ଯୁବ ବିଜେଡି ନେତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଯୁବ ବିଜେଡି ନେତା ସୋସିଆଲ ମିଡିଆ କୋଡିନେଟର ଇଂ. ଦେବୀ ପ୍ରସନ୍ନ ମହାକୁର ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । କଂଗ୍ରେସ ଦଳର ନୀତି ଆଦର୍ଶ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଜନାଭିମୁଖୀ ନେତୃତ୍ୱରେ ତାଙ୍କୁ ଅନୁପ୍ରାଣିତ
Read More...

ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ତହସିଲଦାର ଦିଲ୍ଲୀପ କୁମାର ଷଡଙ୍ଗୀଙ୍କୁ ଖଣି ମାଫିଆଙ୍କ ଆକ୍ରମଣ ଘଟଣାରେ ଡେଲାଙ୍ଗ ଥାନା ପୋଲିସ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର ପିପିଲି କୋର୍ଟକୁ ଚାଲାଣ କରିଥିବା ସୂଚନା ମିଳିଛି । ଗୋଡିପୁଟ ମଟିଆପଡା ପଞ୍ଚାୟତ ବରପଦା
Read More...

ପୂର୍ବ ଅଧ୍ୟାପକ ଅଚ୍ୟୁତ ମେହେରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁର ତଥା ସ୍ଥାନୀୟ କଲେଜର ପୂର୍ବତନ ଅଧ୍ୟାପକ ଅଚ୍ୟୁତ ମେହେର(୬୧)ଙ୍କ ଶନିବାର ରାତିରେ ପରଲୋକ ଘଟିଯାଇଛି । ରାତି ପ୍ରାୟ ୮ଟା ସମୟରେ ହୃଦ୍‌ଘାତ ଯୋଗୁଁ ବଲାଙ୍ଗିର ଡ଼ାକ୍ତରଖାନା ପରେ ବରଗଡ଼କୁ ନେବା ସମୟରେ ତାଙ୍କ ଦେହାନ୍ତ
Read More...