Daily Archives

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୬ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୨ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ମ୍ୟୁନିସିପାଲିଟି
Read More...

ଛତ୍ରପୁରଠାରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ୩ ଜିଲ୍ଲାର ଗୃହ ଓ ନଗର ଉନ୍ନୟନ ବିଭାଗୀୟ କ୍ଲଷ୍ଟରସ୍ତରୀୟ ସମୀକ୍ଷା ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରିଟିଶ ରାଜତନ୍ତ୍ର ସମୟର ଭାରତର ପ୍ରଥମ ଜିଲ୍ଲା ହେଡ୍‌କ୍ୱାଟର ତଥା ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସି ସମୟରୁ ଜିଲ୍ଲା ହେଡ୍‌କ୍ୱାଟର ଭାବେ ମାନ୍ୟତା ଏବଂ ଦେଶର ସବୁଠାରୁ ପୁରୁଣା ଜିଲ୍ଲା ହେଡ୍‌କ୍ୱାଟର ଭାବେ ଗଞ୍ଜାମ ଜିଲ୍ଲାର ମହକୁମା
Read More...

ବଲାଙ୍ଗିର ଜଙ୍କସନ୍‌ଠାରେ ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଙ୍କସନ୍‌ଠାରେ ଚଳନ୍ତା ଟ୍ରେନରେ ପ୍ରସବ କରିଛନ୍ତି ଜଣେ ମହିଳା ବୋଲି ଖବର ମଳିଛି । ସୂଚନା ଅନୁସାରେ ରାୟଗଡାରୁ ସମ୍ବଲପୁର ଅଭିମୁଖେ ଫେରୁଥିବା ବେଳେ ଚଳନ୍ତା ଟ୍ରେନରେ ଜଣେ ମହିଳା ପ୍ରସବ କରିଛନ୍ତି । ଏନେଇ ଖବର ପାଇବା ପରେ ବଲାଙ୍ଗିର
Read More...

ସୋନପୁର ମହାବିଦ୍ୟାଳୟରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ମହାବିଦ୍ୟାଳୟର ଓଡିଆ ବିଭାଗ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।ବିଭାଗୀୟ ମୁଖ୍ୟ ଡକ୍ଟର ସୌରଭ ରଂଜନ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଇଂରାଜୀ ଭାଷା ସାହିତ୍ୟ ବିଭାଗର
Read More...

ଧବଳେଶ୍ଵର ଶିବ ମନ୍ଦିର ବେଢ଼ା ମଧ୍ୟରେ ରୁଦ୍ରାକ୍ଷ ଓ ଚନ୍ଦନ ଚାରା ରୋପଣ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକର ମୋହନଗିରି ଧବଳେଶ୍ଵର ଶିବ ମନ୍ଦିର ବେଢ଼ା ମଧ୍ୟରେ ୧୦ରୁ ଅଧିକ ରୁଦ୍ରାକ୍ଷ ଓ ଚନ୍ଦନ ଚାରା ରୋପଣ କରାଯାଇଛି । ଭୂପିନ୍ଦର ସାହୁ, ନନ୍ଦ ବଗର୍ତ୍ତି, ରବି ପରିଛା, କପିଳ ସାହୁ, ଉମେଶ ବିଶ୍ଵାଳ, ନବୀନ ପ୍ରଧାନ, ଶୁକ ଦେବ
Read More...

ସମଲେଶ୍ୱରୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ସମଲେଶ୍ୱରୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହେଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କୃଷ୍ଣ ଓ ରାଧା ବେଶରେ ଦେଖିବାକୁ ମିଳିଥିଲା ଓ ଏହି ବେଶରେ
Read More...

ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲରେ ପବିତ୍ର ଜନ୍ମାଷ୍ଟମୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲରେ ପବିତ୍ର ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଉପସ୍ଥିତ ରହି କୃଷ୍ଣ ବେଶରେ ସୁସଜ୍ଜିତ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ
Read More...

ଫୁଲାପାଲି ଦଳ ଫାଇନାଲ ପର୍ଯ୍ୟାୟରେ

ବରପାଲି, (ସତ୍ୟନାରାୟଣ ପ୍ରଧାନ) : ବରପାଲି ଏଥ୍‌ଲେଟିକ ଆସୋସିଏସନ୍‌ ଆନୁକୂଲ୍ୟରେ ଚାଲିଥିବା ପଞ୍ଚମ ମା' ମାଉଲି ଫୁଟବଲ୍ କପ୍‌ ଟୁର୍ଣ୍ଣାମେଣ୍ଟର ଆଜି ସେମି ଫାଇନାଲ ଖେଳରେ ଫୁଲାପାଲି ଦଳ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ଆଜିର ସେମି ଫାଇନାଲ ଖେଳ ଫୁଲାପାଲି ଓ କାଇଁଶିର ଦଳ ମଧ୍ୟରେ
Read More...

ଲଗାଣ ବର୍ଷାରେ ଧୋଇଗଲା ସାମନବାଡ଼ି ପୋଲ ରାସ୍ତା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର ରାଜ୍ୟରେ ବନ୍ୟା ବିଭିଷିକା ଲାଗି ରହିଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସାମନବାଡ଼ି ଗ୍ରାମ ନିକଟରେ ଥିବା ସାମନବାଡ଼ି ପୋଲର ପାର୍ଶ୍ଵ
Read More...

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ଶ୍ରୀ ଶ୍ରୀ ସଂକଟେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ପୂଜକ ଭାବେ ନିରଞ୍ଜନ ଦାଶ ଓ ଚିତ୍ତରଞ୍ଜନ ତ୍ରିପାଠୀ ହରିବଂଶ ପାଠ କରିଥିବା ବେଳେ କର୍ତ୍ତା ଭାବେ ପରମାନନ୍ଦ
Read More...