pakka

ଫୁଲାପାଲି ଦଳ ଫାଇନାଲ ପର୍ଯ୍ୟାୟରେ

bbehera

ବରପାଲି, (ସତ୍ୟନାରାୟଣ ପ୍ରଧାନ) : ବରପାଲି ଏଥ୍‌ଲେଟିକ ଆସୋସିଏସନ୍‌ ଆନୁକୂଲ୍ୟରେ ଚାଲିଥିବା ପଞ୍ଚମ ମା’ ମାଉଲି ଫୁଟବଲ୍ କପ୍‌ ଟୁର୍ଣ୍ଣାମେଣ୍ଟର ଆଜି ସେମି ଫାଇନାଲ ଖେଳରେ ଫୁଲାପାଲି ଦଳ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ଆଜିର ସେମି ଫାଇନାଲ ଖେଳ ଫୁଲାପାଲି ଓ କାଇଁଶିର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ଉଭୟ ଦଳ ଗୋଲ ଶୂନ୍ୟ ହେବା ପରେ ପେନାଲଟି ସୁଟ ହୋଇଥିଲା । ଏଥିରେ ଫୁଲାପାଲି ଦଳ କାଇଁଶିର ଦଳକୁ ପେନାଲଟି ସୁଟ ଆଉଟ ଗୋଲ୍‌ରେ (୪/୩ )ଗୋଲ ଦେଇ ବିଜୟୀ ହୋଇଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଡଃ ପ୍ରଭାସ ସିପ୍ସ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

jay balangir
Leave A Reply

Your email address will not be published.

12 − 10 =

error: Content is protected !!