Daily Archives

ପୂର୍ବତନ ୱାର୍ଡ ମେମ୍ବରଙ୍କ ବିୟୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ଅସୁର୍ଲା ଗାଁର ପୂର୍ବତନ ୱାର୍ଡ ମେମ୍ବର ସାଇରାମ ତାଣ୍ଡି(୫୭)ଙ୍କ ବିୟୋଗ ଘଟିଛି । ସେ ଦୀର୍ଘ ଦିନ ହେଲା ହୃତ୍‌ଘାତକ ରୋଗରେ ପୀଡିତ ହୋଇଥିବା ବେଳେ ସେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ
Read More...

ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଭାବରେ ପୁଣି ଥରେ ଚୟନ ହେଲେ ରାଜେନ୍ଦ୍ର ପ୍ରସାଦ ହୋତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜୁ ଯୁବ ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ
Read More...

ବଲାଙ୍ଗିର ସଂସ୍କାର ଭାରତୀରେ ଜନ୍ମାଷ୍ଟମୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ନଗର ଜୁହ୍ନାଡିହି, ବଲାଙ୍ଗିରଠାରେ ସଂସ୍କାର ଭାରତୀ ବଲାଙ୍ଗିର ଆନୁକୁଲ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସାହର ସହ ପାଳିତ ହୋଇଯାଇଛି । ଏ ଅବସରରେ ଏକ କୃଷ୍ଣଲୀଳା ବେଶ ପ୍ରଦର୍ଶନ କାର୍ଯ୍ୟକ୍ରମରେ ବଲାଙ୍ଗିରର ବିଭିନ୍ନ ଅଂଚଳର ଅନେକ ଛୋଟ
Read More...

ମାନବିକତାର ପରିଚୟ ଦେଖାଇଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ସୁଦୁର ଢେଙ୍କାନାଳ ଜିଲ୍ଲାରୁ ଆସି ବ୍ୟବସାୟ କରୁଥିବା ଜଣେ ଛୋଟ ବ୍ୟବସାୟୀ ଶରତ ନାଥ ହୃଦଘାତ ଯୋଗୁଁ ଗତକାଲି ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶବକୁ ଗାଁକୁ ତଥା ଢେଙ୍କାନାଳକୁ ନେବା ପାଇଁ ପରିବାର ପାଖରେ ପଇସା ନଥିଲା । ତେବେ ଏହି ଖବର
Read More...

ଗୋହିରାପଦର ଗାଁରେ କୁଇଜ ଓ ଫେନ୍ସିଡ୍ରେସ ପ୍ରତିଯୋଗିତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗୋହିରାପଦର ଗାଁରେ ମେହେର କମ୍ପ୍ୟୁଟରର ମାଲିକ ପିଣ୍ଟୁ ମେହେରଙ୍କ ପକ୍ଷରୁ କୁଇଜ ଓ ଫେନ୍ସିଡ୍ରେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ
Read More...

ମା’ ସମ୍ମୁଖରେ ପୁଅକୁ ହାଣୀ ଦେବା ଘଟଣା

ଚାରି ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗିର ପୋଲିସପଲସର୍‌ ଗାଡି ସମେତ ରକ୍ତଭିଜା ମାରଣାସ୍ତ୍ର ଓ ମୋବାଇଲ ଜବତପୁରୁଣା ଶତୃତା ହିଁ ମୁଖ୍ୟ କାରଣ, ସୁପାରି କିଲିଂର ପ୍ରୟୋଗ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୬ ତାରିଖ ସକାଳୁ ମା’ ପୁଅ ଭୀମଭୋଇ ମେଡିକାଲ ପରିସର ସ୍ଥିତ ନିଜ ଇଡିଲି
Read More...

ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର ଓ ଭିଡିଓଗ୍ରାଫି ଆସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର୍ସ ଓ ଭିଡିଓଗ୍ରାଫର୍ସ ଆସୋସିଏସନ୍ ପକ୍ଷରୁ ସେକ୍ଟର ୩ ରଥଖଳାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ସକାଳ ୧୦ ଘଟିକାରୁ ଏହି ଶିବିର ରାଉରକେଲା ସରକାରୀ ଡାକ୍ତରଖାନାର
Read More...

ପଖନମୁଣ୍ଡା ବିଦ୍ୟାଳୟରେ କୃମିନାଶକ ବଟିକା ସେବନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସାରା ଭାରତ ବର୍ଷରେ ଅଗଷ୍ଟ ୧୨ ତାରିଖରେ ଜାତୀୟ କୃମିନାଶକ ଦିବସ ଭାବେ ପାଳନ କରାଯାଇଥିଲା । ସେହି ପରିପ୍ରେକ୍ଷୀରେ ବିଦ୍ୟାଳୟମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ କୃମିନାଶକ ବଟିକା ମାଗଣାରେ ଯୋଗାଇ ଦିଆଯାଇଥିଲା । ପଖନମୁଣ୍ଡା ଉଚ୍ଚ ପ୍ରାଥମିକ
Read More...

ପ୍ରେମରେ ପଡ଼ି ଜୀବନ ସାଥୀ ବାଛିବା ବେଳେ ସଜାଗ ରୁହନ୍ତୁ

ସୁଶ୍ରୀ ସ୍ନେହଲତା ଜୀବନ ସାଥୀ ଚୟନ ଜୀବନରେ ବିଶେଷ ଗୁରୁତ୍ୱ ବହନ କରିଥାଏ । ଏଥିରେ ସାମାନ୍ୟ ଭୁଲ ହେଲେ, ସାରା ଜୀବନ କଷ୍ଟ ପାଇବାକୁ ହୁଏ । ଏଣୁ ପ୍ରେମରେ ପଡ଼ି ଜୀବନ ସାଥୀ ବାଛିବା ବେଳେ ଯୁବତୀମାନେ ସଜାଗ ରହିବା ଆବଶ୍ୟକ । ଆସନ୍ତୁ ଏ ଦିଗରେ କିଛି ଟିପ୍ସ ଉପରେ ଧ୍ୟାନ ଦେବା ।
Read More...

ଅଭୟଙ୍କ ଅନୁରୋଧ ପରେ ହିତାଧିକାରୀ ପାଇଲେ ସରକାରୀ ପଲିଥିନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୈନାଢୋରା ପଞ୍ଚାୟତ ସଦର ଗ୍ରାମର ଧନେଶ୍ଵର ଦେହେରିଙ୍କ ମାଟିଘର ଗତ ସପ୍ତାହରେ ଲଗାଣ ବର୍ଷା ଯୋଗୁଁ ଭୁଶୁଡି ଯାଇଥିଲା ଏବଂ ରହିବା ପାଇଁ ଅନ୍ୟତ୍ର ଆଶ୍ରୟ ନେଉଥିଲେ । ଏନେଇ ସରକାରୀ ସହାୟତାର ସହଯୋଗ ସହ ଘର ସଜାଡ଼ିବା
Read More...