Daily Archives

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସ୍ଥାପନା ଦିବସ ପାଳିତ

ଗନ୍ଧମାର୍ଦ୍ଦନର ଐତିହ୍ୟ, ପୌରାଣିକ ପୀଠର ସୁରକ୍ଷା ସହ "ଗନ୍ଧମାର୍ଦ୍ଦନ ପର୍ବତ"କୁ ଜାତୀୟ ସଂପତ୍ତି ଘୋଷଣା କରାଯାଉ : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନର ଐତିହ୍ୟ, ପୌରାଣିକ ପୀଠର ସୁରକ୍ଷା ସହ 'ଗନ୍ଧମାର୍ଦ୍ଦନ ପର୍ବତ'କୁ ରାଜ୍ୟ
Read More...

ବାଂଲାଦେଶ : ଶେଖ ହସିନା କହିଲେ- ହିନ୍ଦୁ ସମ୍ପ୍ରଦାୟର ମଧ୍ୟ ସେତିକି ଅଧିକାର ଅଛି, ଯେତିକି ମୋର

ଢାକା : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ, ଦେଶର ହିନ୍ଦୁ ସମ୍ପ୍ରଦାୟର ମଧ୍ୟ ସେଭଳି ଅଧିକାର ରହିଛି, ଯେତିକି ତାଙ୍କର ଅଧିକାର ଅଛି । ସେ କହିଛନ୍ତି ଯେ, ଦୁର୍ଗା ପୂଜା ସମୟରେ ପଶ୍ଚିମବଙ୍ଗରେ ଯେତିକି ମାଣ୍ଡପ ଲାଗେ, ତାଠାରୁ ଅଧିକ ଢାକାରେ ଲାଗେ । ଶେଖ ହସିନା ଗୁରୁବାର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ.ରୁ ୧ ଜଣ, ମୁରଷୁଣ୍ଡି ଗ୍ରା.ପ.ରୁ ୧ ଜଣ, ନଅଗାଁ-ବି ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ସକମା
Read More...

ଆଗଲପୁର ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଡୁଡୁକା କଲ୍ୟାଣ ମଣ୍ଡପଠାରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ଗୀତାଞ୍ଜଳି
Read More...

କୃଷକ ଉତ୍ପାଦକ କମ୍ପାନିଗୁଡିକର ତିନି ଦିନିଆ ଆବାସିକ ତାଲିମ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ଗଠିତ ହୋଇଥିବା ୧୭ଟି କୃଷକ ଉତ୍ପାଦକ କମ୍ପାନିର ମୁଖ୍ୟ କର୍ମକର୍ତ୍ତାମାନଙ୍କୁ ନେଇ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ କୃଷକ ଉତ୍ପାଦକ କମ୍ପାନିଗୁଡିକର ତିନି ଦିନିଆ ଆବାସିକ ତାଲିମ କାର୍ଯ୍ୟକ୍ରମ ଆରମ୍ଭ
Read More...

ଅଷ୍ଟମ ବାଟାଲିୟନ ପକ୍ଷରୁ ଚାରା ରୋପଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ଅଗସ୍ତି ନୂଆଗାଁ ସ୍ଥିତ ଛତ୍ରପୁର ଅଷ୍ଟମ ବାଟାଲିୟନ ପକ୍ଷରୁ ଶୁକ୍ରବାର ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶାହା ଚାରି ଟେବୁଲ ଟ୍ରଷ୍ଟ ମାଧ୍ୟମରେ ଅନୁଷ୍ଠିତ ଏହି ଚାରା ରୋପଣ କାର୍ଯ୍ୟକ୍ରମକୁ ବାଟାଲିୟନ ଦୁର୍ଗପତି
Read More...

ଯାଦବ ମହାସଭାର ନନ୍ଦ ଉତ୍ସବ ପାଳିତ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ସହରର ଯାଦବ ମହାସଭା ସମିତି ଆନୁକୂଲ୍ୟରେ ତାଙ୍କ ଆରାଧ୍ୟ ଦେବତା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଉସବ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ କଳାକାହ୍ନୁ ମନ୍ଦିରରେ ରୀତିନୀତି ଅନୁସାରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇ ସେଠାରୁ
Read More...

କଠିନତା ଆସିବ, କିନ୍ତୁ କାମ ବନ୍ଦ ହେବ ନାହିଁ : କହିଲେ ସିଏମ୍‌ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀର ଏକ୍ସାଇଜ୍ ସ୍କାମରେ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ାଉ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଘୋଷଣା କରିଛନ୍ତି ଯେ, ଯେତେ ବାଧାବିଘ୍ନ ଆସୁନା କାହିଁକି ଆମ କାର୍ୟ୍ୟ ବନ୍ଦ ହେବ ନାହିଁ । ସେ
Read More...

॥ ଗୀତ ॥

ମୂଳ ଲେଖା : ଏଡୋନିସ୍ (୧୯୩୦), ସିରିଆଅନୁସୃଜନ : ଭାଗୀରଥି ମିଶ୍ର ଆମ ଆଖିପତାର ଲୋମରେ ଘଣ୍ଟିଏବଂ ଶବ୍ଦଙ୍କର ମୃତ୍ୟୁ ଯନ୍ତ୍ରଣା,ଆଉ ମୁଁ କଥନ-ଭୂମିଙ୍କ ଗହଣରେମାଟିଘୋଡାରେ ସବାର୍ ଏକ ଯୋଦ୍ଧା । ମୋର ଫୁସଫୁସ ହେଉଛି ମୋର କବିତା,ମୋର ଆଖି ଦୁଇଟି ଏକ ବହି,ଆଉ ମୁଁ ଶବ୍ଦମାନଙ୍କର ଚମ
Read More...

ବଲାଙ୍ଗିର ଡାକ୍ତରଖାନା ପରିସରରେ ମା’ ସମ୍ମୁଖରେ ପୁଅକୁ ହାଣିବା ଘଟଣାକୁ ନେଇ ଏସ୍‌ପିଙ୍କ ପ୍ରେସ୍‌ ମିଟ୍‌

ବଲାଙ୍ଗିର, (କେପିଏନଏସ୍‌) : ଆଜି ସ୍ଥାନୀୟ ଡିପିଓ ଅଫିସ୍‌ ଠାରେ ବଲାଙ୍ଗିର ଡାକ୍ତରଖାନା ପରିସରରେ ମା’ ସମ୍ମୁଖରେ ପୁଅକୁ ହାଣିବା ଘଟଣାକୁ ନେଇ ବଲାଙ୍ଗିର ଏସ୍‌ପି ନିତିନ କୁଶଲକରଙ୍କ ଦ୍ୱାରା ଏକ ପ୍ରେସ୍‌ ମିଟ୍‌ ଅନୁଷ୍ଠିତ ହୋଇଯାଇଛି । ଏସ୍‌ପି ପ୍ରେସ୍‌ମିଟ୍‌ରେ ଏଘଟଣାରେ ୪ ଜଣଙ୍କୁ ଗିରଫ
Read More...