Daily Archives

ବଲାଙ୍ଗିର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଲୋଇସିଂହା କଲେଜରେ ରକ୍ଷକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ରକ୍ଷକ ତାଲିମ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଲୋଇସିଂହା ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଭାସ କୁମାର ବାଗଲାଙ୍କ ସଭାପତିତ୍ୱ
Read More...

ଲୁଟ୍‌ ହୋଇଥିବା ମୋବାଇଲ ଓ ଟଙ୍କା ଜବତ୍‌ କରି ଅଭିଯୋଗକରୀଙ୍କୁ ଫେରାଇଲା ପୋଲିସ

ତୁରେକେଲା, (କେପିଏନ୍‌ଏସ୍‌) : ଲୁଟ୍‌ ହୋଇଥିବା ମୋବାଇଲ ଓ ଟଙ୍କା ଜବତ୍‌ କରି ଅଭିଯୋଗକରୀଙ୍କୁ ତୁରେକେଲା ପୋଲିସ ଫେରସ୍ତ କରିଥିବା ସୂଚନା ଦିଆଯାଇଛି । ସୂଚନା ଅନୁସାରେ ତୁରେକେଲା ଥାନା ବଡଡକଲା ଗ୍ରାମର ତୁଳାରାମ ମାଝି ଗତ ୨୩ ତାରିଖ ଦିନ ସମୟ ପ୍ରାୟ ଅପରାହ୍ନ ୨ ଟା ବେଳେ ଲାଠୋରରୁ ଘରକୁ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୨ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୨ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ମ୍ୟୁନିସିପାଲିଟି
Read More...

ଅହିଂସା ରଥକୁ ଜିଲ୍ଲାରେ ସ୍ୱାଗତ କରାଯିବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଅହିଂସା ରଥ ସାରା ରାଜ୍ୟରେ ପରିକ୍ରମା କରୁଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ରଥ ବରଗଡ଼ ଜିଲ୍ଲାର
Read More...

ବଲାଙ୍ଗିର ସଦର ଥାନା ପକ୍ଷରୁ ବେଆଇନ୍‌ ମଦ ବେପାରୀଙ୍କ ଉପରେ ମାରାଥନ୍‌ ଚଢ଼ାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୫ ଦିନ ମଧ୍ୟରେ ବଲାଙ୍ଗିର ସଦର ଥାନା ଅଧୀନରେ ଥିବା କାମାକ୍ଷୀନଗର, ପଥରଚେପା, ବରପିଟା, ମାଧିଆପଓଲି, ବରପଦର, ବାଦିଘୋର, ଚନ୍ଦନଭାଟି, ଢ଼ୁଲୁସର, କୁସମେଲ, କୁସଙ୍ଗ, ସଲେପାଲି, ବରକାନୀ, ଚୂଡ ।ପାଲି ଅଞ୍ଚଳରେ ସଦର ଥାନା ପୁଲିସ ବେଆଇନ ଭାବରେ ମଦ ବିକ୍ରି
Read More...

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ପାଇଁ ଗୋଲଡେନ ଆୱାର ମହତ୍ୱପୂର୍ଣ୍ଣ : ରକ୍ଷକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବଲାଙ୍ଗିର ତରଫରୁ ରକ୍ଷକ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ରାସ୍ତା କଡରେ ଥିବା ବିଭିନ୍ନ ଦୋକାନୀ, ରାସ୍ତା ବ୍ୟବହାରକାରୀ ତଥା ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ପ୍ରଦାନ
Read More...

ବଲାଙ୍ଗିର ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦ୍‌ଘାଟିତ

ଭିନ୍ନକ୍ଷମଙ୍କୁ ଦିଆଯାଉଥିବା ସହାୟତା ଦୟା ନୁହେଁ, ଏହା ତାଙ୍କ ସାମ୍ବିଧାନିକ ମୌଳିକ ଅଧିକାର- ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ପକ୍ଷରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ
Read More...

ସ୍ଵସ୍ତି ସାହିତ୍ୟ ସଂସଦ ପକ୍ଷରୁ ଆଭାସୀ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵସ୍ତି ସାହିତ୍ୟ ସଂସଦ, ରାଉରକେଲା ଆୟୋଜିତ ଆଭାସୀ ସାରସ୍ୱତ କାର୍ଯ୍ୟକ୍ରମ ଗତ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ସନ୍ଧ୍ୟା ୭.୩୫ମିନିଟ ସମୟରେ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶୀର୍ଷକ ଆଲୋଚନା 'ମୋ
Read More...

୨୭ ଲିଟର ମଦ ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କଲା ପୁଇଁତଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁତଲା ଥାନା ପୋଲିସ ପକ୍ଷରୁ ୨୭ ଲିଟର ମଦ ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କରାଯାଇଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ପୁଇଁତଲା ଥାନା ପୋଲିସ ଓ ଅବକାରୀ ବିଭାଗ ତରଫରୁ ପୁଇଁତଲା ଥାନା
Read More...

ବରିକେଲ ପଞ୍ଚାୟତରେ ଭିନ୍ନକ୍ଷମ ବ୍ୟକ୍ତି ଭତ୍ତା ପାଇବାରେ ବଞ୍ଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ହିତକର ପାଇଁ ଅନେକ ଯୋଜନାମାନ ପ୍ରଣୟନ କରୁଛନ୍ତି । ହେଲେ ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧିଙ୍କ ଆନ୍ତରିକତା ଅଭାବ ଯୋଗୁଁ ଲୋକେ ଯୋଜନାମାନରୁ ଉପକୃତ ହୋଇପାରୁ ନାହାନ୍ତି । ଏଭଲି ଘଟଣା ଦେଖିବାକୁ ମିଳିଛି ପଦ୍ମପୁର
Read More...