Daily Archives

ପୋଲ ଉପରେ ତିନି ଫୁଟ ପାଣି : ବାଇକ୍ ଆରୋହୀ ଭାସିଗଲେ, ମୃତ ଦେହ ଉଦ୍ଧାର

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଏନେଇ ବୁଧବାର ରାତ୍ରରେ ଫୁଲବାଣୀ ସହରରେ ଥିବା ଡାକପାଲା ପୋଲ ଉପରେ ତିନି ଫୁଟ ପାଣି ବହୁଥିଲା । ଅସାବଧାନତା ଯୋଗୁଁ ଜଣେ ବାଇକ୍ ଆରୋହୀ ଭାସି ଯାଇଥିବା ଜଣାପଡିଛି । ସୂଚନା
Read More...

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀମାନଙ୍କ ଗହଣରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ଲାନ୍ଥ ନଦୀରୁ ଯୁବତୀଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା : ଦ୍ଵିତୀୟ ଦିନରେ ପୋଲିସ ଓ ଓଡ୍ରାଫ ଟିମ୍‌ ଖୋଜୁଛି ମୁଣ୍ଡ

ସଇଁତଲା, (ପ୍ରମୋଦ କୁମାର ସେଲମା) : ଗତ ୨୪ ତାରିଖ ଦିନ ଜଣେ ଯୁବତୀର ମୁଣ୍ଡବିହୀନ ମୃତଦେହ ନଦୀରେ ଭାସୁଥିବା ଖବର ପାଇଁ ସଇଁତଲା ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ମୃତ ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଗୁରୁବାର ଦ୍ଵିତୀୟ ଦିନରେ ଘଟଣାସ୍ଥଳକୁ ବଲାଙ୍ଗିର ଓଡ୍ରାଫ
Read More...

ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ ଅଭିଯୋଗ : ଦେଓଗାଁ ଥାନାରେ ପ୍ରଧାନ…

ଦେଓଗାଁ, (ମନୀଷ କୁମାର ସାହୁ) : କୋମଳମତି ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଆଜି ଦେଓଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ୨୨ତାରିଖ ଦିନ ଦେଓଗାଁ ବ୍ଲକ ମୁରସିଂ ସ୍କୁଲର ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀ ନିଜ ଅବିଭାବକଙ୍କ ନିକଟରେ
Read More...

ନକଲି ଋଣ ଆପରୁ ଚୀନ୍ ଲକ୍ଷ ଲକ୍ଷ ଭାରତୀୟଙ୍କ ତଥ୍ୟ ଚୋରି କରିଛି, ହଂକଂର ଏକ ସର୍ଭରରେ ଲୁଚେଇ ରଖିଛି : ମୁମ୍ବାଇ…

ମୁମ୍ବାଇ : ନକଲି ଋଣ ଆପ୍ ମାମଲାର ତଦନ୍ତରେ ଅନେକ ଆଶ୍ଚର୍ୟ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ଚାଇନାର ସାଇବର ଠକମାନେ ନକଲି ଋଣ ଆବେଦନ ଆପ୍‌ ମାଧ୍ୟମରେ କୋଟି କୋଟି ଟଙ୍କା ଚୋରି କରିବା ସହ ଲକ୍ଷ ଲକ୍ଷ ଭାରତୀୟଙ୍କ ତଥ୍ୟ ଚୋରି କରିଛନ୍ତି । ଭବିଷ୍ୟତରେ ଏହି ଚୋରି ହୋଇଥିବା ତଥ୍ୟକୁ କୌଣସି
Read More...

ରାମକୃଷ୍ଣ ସାହୁଙ୍କ ନିବନ୍ଧ ସଙ୍କଳନ ‘ଅଜ୍ଞାତର ପଦଚିହ୍ନ’ ଏକ ବହୁଚର୍ଚ୍ଚିତ ପୁସ୍ତକ

ଡ. ଦ୍ବାରିକାନାଥ ନାୟକ କବି, ପ୍ରାବନ୍ଧିକ ରାମକୃଷ୍ଣ ସାହୁଙ୍କ ରଚିତ ପ୍ରାୟ ସତରଟି ତଥ୍ୟ ଓ ତତ୍ତ୍ବପୂର୍ଣ୍ଣ ନିବନ୍ଧର ସଙ୍କଳନ 'ଅଜ୍ଞାତର ପଦଚିହ୍ନ' ବର୍ତ୍ତମାନ ସମୟର ଏକ ବହୁଚର୍ଚ୍ଚିତ ପୁସ୍ତକ । ଏଥିରେ ବହୁ ଅସମାହିତ ପ୍ରସଙ୍ଗ, ପ୍ରଶ୍ନର ବିଚାରବନ୍ତ ଚର୍ଚ୍ଚା କରିଛନ୍ତି ରାମକୃଷ୍ଣ ।
Read More...

ବରଗଡ଼ କଂଗ୍ରେସର ପଥପ୍ରାନ୍ତ ସଭା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ବରେ ଅତାବିରା ବ୍ଲକ କଂଗ୍ରେସ ସଭାପତି ଦୟାସାଗର ମେଣ୍ଡେଲିଙ୍କ ସଭାପତିତ୍ୱରେ 'ମେହେଙ୍ଗାଇ ପେ ଚର୍ଚ୍ଚା'
Read More...

୩୫ତମ ପଠନ, ଲିଖନ ଓ ଆବୃତ୍ତି ଶିଶୁ ଲେଖକ କର୍ମଶାଳା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ୍ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଓ ଲିଖନ, ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା ଆୟୋଜିତ ହୋଇଛି । ପୁଇଁତୋଳା କ୍ଲଷ୍ଟରର ଗଞ୍ଜାମ ସହର ସାନ ବଜାର ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଏହି
Read More...

ଓଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ରକ୍ତଦାନ ଶିବିର : ୧୦୨ ୟୁନିଟ ରକ୍ତ ସଂଗ୍ରହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସନ୍ନିକଟ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ବାଟାଲିୟନ ପରିସର ସ୍ୱାସ୍ଥ୍ୟକେନ୍ଦ୍ର ଗୃହରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଟାଲିୟନ କର୍ମକର୍ତ୍ତା ଓ କର୍ମଚାରି ମାନେ ସାମିଲହୋଇ ସ୍ବେଛାକୃତ ଭାବେ ୧୦୨ ୟୁନିଟ
Read More...

ଗଞ୍ଜାମ ଜିଲ୍ଲସ୍ତରୀୟ ପେନସନ ଅଦାଲତ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ), ଓଡିଶା ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ସ୍ଥାନୀୟ 'ଋଷିକୂଲ୍ୟା' ଡିଆର୍‌ଡିଏ ସମ୍ମିଳନୀ
Read More...
error: Content is protected !!