Daily Archives

ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ଵାଧୀନତା ୭୫ତମ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବାସୀ କିଭଳି ନିଜ ନିଜ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇ ପାରିବେ ସେ ସମ୍ପର୍କରେ
Read More...

ସଖୀର ଜିଲ୍ଲାସ୍ତରୀୟ ଦ୍ଵିତୀୟ ଟାକ୍ସ ଫୋର୍ସ ବୈଠକ

ସଖୀ-ନିର୍ଯାତିତ ମହିଳା ଓ ବାଳିକାମାନଙ୍କ ସମନ୍ୱିତ ସୁବିଧା ଓ ସହଯୋଗର ନିର୍ଭର ଯୋଗ୍ୟ ପରାମର୍ଶ କେନ୍ଦ୍ର ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସଖୀ ସୁବର୍ଣ୍ଣପୁରର ଜିଲ୍ଲାସ୍ତରୀୟ ଦ୍ଵିତୀୟ ଟାସ୍କ ଫୋର୍ସ ବୈଠକ ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ) ଶ୍ରୀମତୀ ନିଶି ପୁନମ ମିଞ୍ଜଙ୍କ
Read More...

ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନର ୧ ନମ୍ବର ଜୋନ୍‌ସ୍ତରୀୟ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘର ୧ ନମ୍ବର ଜୋନ୍‌ର କାର୍ଯ୍ୟକାରିଣୀ ବୈଠକ ଗୁରୁବାର ୧୨ଟା ସମୟରେ ଦେଓଗାଁ ଡାକ ବଙ୍ଗଳାରେ ଅନୁ‌ଷ୍ଠିତ ହୋଇଯାଇଛି । ଦେଓଗାଁ, ତୁଷୁରା ଓ ସଇଁତଲା ଥାନା ଅଞ୍ଚଳରେ ଥିବା ସମସ୍ତ ଔଷଧ ଦୋକାନୀ ଏହି ବୈଠକରେ
Read More...

ମହଲାଇ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇରେ ଚଳିତ ବର୍ଷ ଦୁର୍ଗାପୂଜା ଆୟୋଜନ ନେଇ ବୁଧବାର ରାତିରେ ସ୍ଥାନୀୟ ସାର୍ବଜନୀନ ଦୁର୍ଗାପୂଜା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨ବର୍ଷ ହେଲା ପୂଜା କୋଭିଡ କଟକଣାରେ ଆୟୋଜିତ ହୋଇ ଆସୁଥିବାରୁ ଚଳିତ ବର୍ଷ ଧୁମ୍‌ଧାମ୍‌ରେ ପାଳନ
Read More...

ପାଟଣାଗଡରେ ଆଇଟିଆଇ ଖୋଲିବା ନିଷ୍ପତ୍ତିକୁ ନେଇ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ଆତ୍ମ ନିଯୁକ୍ତି ସୁଯୋଗ ଦେବା ସକାଶେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବୀପତ୍ର ଦିଆଯାଇଥିଲା । ସଂଘର ଉକ୍ତ ଦାବୀପତ୍ରଟିକୁ ସରକାର ଗୁରୁତ୍ୱର
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୩୬ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୬ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲିରେ ସୋନପୁର
Read More...

ମୁରବି ବିହୀନ ପାଟଣାଗଡ ଡାକ୍ତରଖାନା : ରୋଗୀକୁ ଉପଯୁକ୍ତ ଚିକିତ୍ସା ମିଳୁନଥିବା ଅଭିଯୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଏବେ ମୁରବି ବିହୀନ ହୋଇ ପଡି ରହିଥିବା ଅଭିଯୋଗ ହୋଇଛି । ଜିଲ୍ଲା ତଥା ଜିଲ୍ଲା ବାହାରେ ନାଁ କରିଥିବା ଏହି ଡାକ୍ତରଖାନାରେ ଦୀର୍ଘଦିନ ହେବ ଉପଖଣ୍ଡ ଚିକିତ୍ସା ଅଧିକାରୀ ପଦ ଖାଲି ପଡିଥିବାରୁ ପୁରା
Read More...

ଜିଲ୍ଲା ବାଲ୍ୟ ବିବାହ ନିରାକରଣ ଟାସ୍କ ଫୋର୍ସ କମିଟି ବୈଠକ

ଜିଲ୍ଲାରେ ଅଧାରୁ ପାଠ ଛାଡିଥିବା ସମସ୍ତ କିଶୋରୀମାନଙ୍କୁ ସ୍କୁଲରେ ପୁନଃ ନାମ ଲେଖାଇବା ଉପରେ ଗୁରୁତ୍ୱାରୋପଜିଲ୍ଲାରେ ଗୋଟିଏ ମଧ୍ୟ ଝିଅ ସ୍କୁଲ ବାହାରେ ରହିବେ ନାହିଁ : ଜିଲ୍ଲାପାଳ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାରେ ବାଲ୍ୟ ବିବାହ ତଥା କିଶୋରୀ ମାତୃତ୍ୱକୁ ସମ୍ପୂର୍ଣ୍ଣ
Read More...

୨୩୬ ବୋତଲ କଫ୍‌ ‌ସରିଫ୍‌ ଜବତ : ୩ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ବେଲପଡା ଥାନା ବେଲପଡା ଗ୍ରାମର ବେଆଇନ ଭାବେ କଫ୍‌ ସିରଫ୍‌ କାରବାର କରୁଥିବା ବାବୁଲି ପୁଷ୍ଟି ଓ କପାଣି ଗାଁର ଗୌନ୍ତିଆପଡ଼ାର ନିତ୍ୟା ମେହେର, ବିଷ୍ଣୁ ଦେଓଙ୍କ ଘରେ କଫ୍‌ ସିରଫ୍‌ ରଖିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଆଜି ବେଲପଡା ପୋଲିସ ଚଢ଼ାଉ କରି
Read More...

ଗଣେଷ ପୂଜା ଓ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଗାଁର ଡ଼କୁଆ ଯୁବକ ସଂଘ, ଡ଼କୁଆପଡ଼ା ଆନୁକୂଲ୍ୟରେ ପୂର୍ବତନ ସଭାପତି ମହେନ୍ଦ୍ର ଦୀପଙ୍କ ସଭାପତିତ୍ୱରେ “ଗଣେଷ ମହୋତ୍ସବ ଏବଂ ନୂଆଁଖାଇ ଭେଟଘାଟ-୨୦୨୨” କାର୍ଯ୍ୟକ୍ରମର ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
Read More...