Daily Archives

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ.ରୁ ୪ ଜଣ, ଆଗଲପୁର ଗ୍ରା.ପ.ରୁ ୧ ଜଣ, ରେତ୍‌ ଗ୍ରା.ପ.ରୁ ୧ ଜଣ, ନଅଗାଁ(କ) ଗ୍ରା.ପ.ରୁ ୧ ଜଣ,
Read More...

ରେଳମନ୍ତ୍ରୀଙ୍କୁ ଭେଟିଲେ ରେଳ ଉପଭୋକ୍ତା ସଂଘ ସଦସ୍ୟ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଦସ୍ୟମାନେ ନୂଆଦିଲ୍ଲୀ ସ୍ଥିତ ରେଳ ଭବନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଜିଲ୍ଲାର ରେଳ କ୍ଷେତ୍ରରେ ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ । ଛତିଶଗଡ଼ର ମହାସମୁନ୍ଦ ସାଂସଦ ଚୁନ୍ନିଲାଲ ସାହୁଙ୍କ ସହ
Read More...

ରାଜବୋଡାସମ୍ବର କୃଷକ ସଂଗଠନର ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ନିସର୍ଗ ନିବାସଠାରେ ରାଜବୋଡାସମ୍ବର କୃଷକ ସଂଗଠନ ପାଇକମାଲ ଓ ଝାରବନ୍ଧ ବ୍ଲକର ବିଶ୍ୱନାଥ ରଣାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇ ୨୦୨୧ ମସିହା
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କାଳୀଚରଣ ଦୁବେଙ୍କ ସଭାପତିତ୍ୱରେ ଅନୁଷ୍ଠାନର ୫୭ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ
Read More...

ବେଲପଡାରେ ବିଜେପିର ଜୋନସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକରେ ଆଜି ଭାରତୀୟ ଜନତା ପାର୍ଟିର ଜୋନ୍‌ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ସାମ୍ମାନିତ ଅତିଥି
Read More...

ଖପ୍ରାଖୋଲ ପୋଲିସ ପକ୍ଷରୁ ୯୬ ବୋତଲ କଫ ‌ସରିଫ ଜବତ ସହ ୨ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଧଣ୍ଡାମୁଣ୍ଡା ଗ୍ରାମରେ ବେଆଇନ କଫ ସିରଫ କାରବାର କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୋଲିସ ଚଢ଼ାଉ କରି ୯୬ ବୋତଲ କଫ ‌ସରିଫ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ପାଟଣାଗଡ଼
Read More...

ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ ସହରର ୨ ସଟ୍ଟା ଆର୍ଡା ଉପରେ ଚଢ଼ାଉ : ୨ ଜଣ ଜୁଆଡି ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ଦିନକୁ ଦିନ ସଟ୍ଟା କାରବାର ବଢ଼ି ବଢ଼ି ଚାଲୁଥିବା ବେଳେ ଆଜି ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ କୌଣସି ସୂତ୍ରରୁ ଖବର ପାଇ ସହରର ଫଳ ମାର୍କେଟ ଛକ ଏବଂ ଦୁର୍ଗା ମନ୍ଦିର ନିକଟ ସଟ୍ଟା ଆର୍ଡା ଉପରେ ଚଢାଉ କରାଯାଇ ୨ ଜଣ ଜୁଆଡିକୁ ଗିରଫ କରାଯାଇଥିବା
Read More...

ଜନସେବୀ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ୧୦୬ତମ ଜୟନ୍ତୀ ସମାରୋହ : ‘ସାଂପ୍ରତିକ ଶିକ୍ଷା ଓ ସାମାଜିକ ଉତ୍ତର ଦାୟିତ୍ୱ’…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଶିକ୍ଷା ବ୍ୟବସ୍ଥା ଜୀବିକା ପାଇଁ । ସମାଜ ଉପଯୋଗୀ ଶିକ୍ଷା ବ୍ୟବସ୍ଥା ଲାଗୁ ନହେଲେ ସାମାଜିକ ଦୁଃସ୍ଥିତିରୁ ଆମେ ମୁକୁଳି ପାରିବା ନାହିଁ । ଏଣୁ ଆମର ଆଗାମୀକୁ ସୁନ୍ଦର କରିବାକୁ ହେଲେ ଉତ୍ତର ଦାୟିତ୍ୱ ନିଜେ ନେବାକୁ ପଡିବ । ଶିକ୍ଷା ହିଁ ଆମକୁ ସେ
Read More...

ବେଲପଡା ପେକ୍ସରୁ ଚୋରି ଅଭିଯୋଗ

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପେକ୍ସରୁ ଚୋରି ଅଭିଯୋଗ ହୋଇଛି । ପେକ୍ସ ସମ୍ପାଦକ ଶ୍ରଦ୍ଧାକର ପୁଟେଲ ଏନେଇ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ପେକ୍ସରୁ ମଙ୍ଗଳବାର ରାତିରେ ଗୋଟିଏ ବ୍ୟାଟେର, ୨ଟି ବଡ ତାରପୋଲିନ, ଗୋଟିଏ
Read More...

ରକ୍ତ ଦେଇ ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଯୁବକ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅଲଣ୍ଡା ପଞ୍ଚାୟତର ପୁତୁଳାତଳେଇ ଗ୍ରାମର ପଙ୍କଜ ଅଦାଙ୍କ ସ୍ତ୍ରୀ ପୁଷ୍ପାଞ୍ଚଳିଙ୍କ ଅସ୍ତ୍ରୋପଚାର କରି ପ୍ରସବ କରାଯାଇଥିଲା । ଏହା ପରେ ତାଙ୍କୁ ଶୀଘ୍ର ରକ୍ତ ଦରକାର ପଡିଥିଲା । ଖବର ପାଇ ଯୁବନେତା ଯୁବରାଜ୍‌ ବାଗ ଟିଟିଲାଗଡ ବ୍ଲଡ୍‌
Read More...